ରାଇରଙ୍ଗପୁର ପୋଲିସଙ୍କ ମାନବିକ କାର୍ଯ୍ୟ ||
ରାଇରଙ୍ଗପୁର (ନି ପ୍ର):- ଗତ ରାତି ୧୨:୩୦ ମିନିଟରେର “ନାଇଟ୍ ପଟ୍ରୋଲିଙ୍ଗ” ଚାଲିଥିଲା ବେଳେ, ରାଇରଙ୍ଗପୁର ପୋଲିସର ଇନ୍ସପେକ୍ଟର ଶରତ ଚନ୍ଦ୍ର ଦାସ, ରାଇରଙ୍ଗପୁରର ଦୁର୍ଗା ମଣ୍ଡପ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ତତ୍କାଳ ସାହାଯ୍ୟ କରିଥିଲେ। ସେ…
Read Moreବ୍ରହ୍ମପୁରରେ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ ପାଳିତ ହେଲା
ବ୍ରହ୍ମପୁର (ତୋଫାନ ଗୌଡ଼): ଆଜି ଏ ପବିତ୍ର ଅଖଣ୍ଡ ଭାରତ ଦିବସ ଅବସରରେ ଆମ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ର ସମସ୍ତ ପରିବାର ଖୋଡାସିଙ୍ଗି ସ୍ଥିତ ସମ୍ରାଟ ମହାବିଦ୍ୟାଳୟ ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅତି ଭବ୍ୟ ସମାରୋହରେ ସମ୍ରାଟ କଲେଜ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l ଏଥିରେ ବିଶ୍ବହିନ୍ଦୁ ପରିଷଦର…
Read Moreବନ୍ଦେ ମାତରମ୍କୁ ନେଇ କଂଗ୍ରେସର ଆଚରଣ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିକାତ୍ମକ ବିକ୍ଷୋଭ ||
ବ୍ରହ୍ମପୁର (ତୋଫାନ ଗୌଡ଼) : ପବିତ୍ର ୮୦ତମ’ ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଦଳ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ କୁ ଅପମାନ କରିଛି । ଏହି ପ୍ରସଙ୍ଗକୁ ନିନ୍ଦାକରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିକାତ୍ମକ “ବିକ୍ଷୋଭ ପ୍ରଦର୍ଶନ”…
Read Moreପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ||
ବ୍ରହ୍ମପୁର (ତୋଫାନ ଗୌଡ଼): ପବିତ୍ର ପୁଣ୍ୟତିଥି ଅବସରରେ ସକାଳ ୭ଟା ସମୟରେ ବ୍ରହ୍ମପୁର ସ୍ଥିତ ରାମଲିଙ୍ଗ ପାର୍କ ପରିସରରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମାନ୍ୟବର…
Read Moreଅଭିନୟ ଜଗତ ତରଫରୁ ‘ ବନ୍ଦେ ମାତରମ ‘ ଆୟୋଜିତ ||
ବ୍ରହ୍ମପୁର:(ତୋଫାନ ଗୌଡ଼) ଆଜି ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ” ବନ୍ଦେ ମାତରମ ” ଆୟୋଜିତ ହୋଇଯାରିଛି l ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ଦଳେଇ…
Read Moreବେଲୁନ୍ ବାଲା [କ୍ଷୁଦ୍ରଗଳ୍ପ ]
ମୋତି,ଦଶବର୍ଷର ପିଲାଟିଏ। ତା’ର ନିଜ ଉଚ୍ଚତାରୁ ତିନିଫୁଟ ଅଧିକ ଉଚ୍ଚ ବାଡିଟିଏରେ ବେଲୁନ୍ ବାନ୍ଧି ବୁଲୁଥାଏ। ବିକ୍ରିକରେ। ଛିଣ୍ଡା ପ୍ୟଣ୍ଟ ପକେଟରେ ପଇସା ରଖେ। ତା’ର ପ୍ୟଣ୍ଟ ବା କ୍ୟସ୍ ବାକ୍ସ ବାରମ୍ବାର ଅଣ୍ଟାର ତଳକୁ ଖସି ପଡୁଥାଏ। ମୋତିପରି ଛୋଟ ପିଲାମାନେ ତାଠାରୁ ବେଲୁନ୍ କିଣନ୍ତି।…
Read Moreଧାନ କ୍ଷେତରେ ଉଡ଼ିଲା ତ୍ରିରଙ୍ଗା | ଚାଷ ଜମିକୁ ସ୍ୱାଧୀନତା ଦିବସ ପାଳନର ମଞ୍ଚ କଲେ ଚାଷୀ ||
କଟକ(KMP LIVE): ଦେଶପ୍ରେମ କେବଳ ସହରର ରାଜପଥରେ ନୁହେଁ, ମାଟି ଓ ଚାଷ ଜମି ସହ ମଧ୍ୟ ଯେ ଗଭୀର ଭାବେ ଜଡ଼ିତ—ଏହାର ଏକ ନିଆରା ଉଦାହରଣ ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଚାଷୀମାନେ। ଧାନ କ୍ଷେତ ମଝିରେ ଜାତୀୟ ପତାକା ଉତ୍ତୋଳନ କରି ସେମାନେ ପାଳନ କରିଛନ୍ତି ସ୍ୱାଧୀନତା…
Read Moreମୟୂରଭଞ୍ଜ: ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ୧୭ ଅଗଷ୍ଟ ୨୦୨୬ (ସୋମବାର) ସମସ୍ତ ସ୍କୁଲ୍ ବନ୍ଦ ||
ମୟୂରଭଞ୍ଜ (ନି ପ୍ର): ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବର୍ଷା ଏବେ ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ…
Read Moreବାରିପଦାରେ ବୁଲା କୁକୁରଙ୍କ ଆତଙ୍କ ! ସଡ଼କ ଦୁର୍ଘଟଣା ଓ କୁକୁର କାମୁଡ଼ାକୁ ନେଇ ବଢ଼ୁଛି ଚିନ୍ତା — ପୌରସଂସ୍ଥାର ନିଦ ଭାଙ୍ଗିବ କେବେ ?
ବାରିପଦା: ସହରରେ ଏବେ ରାସ୍ତାରେ ଚାଲିବାକୁ ଲୋକେ ଡରୁଛନ୍ତି, ଆଉ ଦୁଇଚକିଆ ଚାଳକଙ୍କ ପାଇଁ ରାସ୍ତାରେ କୁକୁରଙ୍କ ଝୁଣ୍ଡ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ସକାଳ ହେଉ କି ରାତି—ଛକ, ବଜାର, ବସଷ୍ଟାଣ୍ଡ, ସ୍କୁଲ, ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ ବୁଲା କୁକୁରଙ୍କ ଝୁଣ୍ଡ ଦେଖିବା ଏବେ ନିତିଦିନିଆ ଦୃଶ୍ୟ।ଶିଶୁ,…
Read Moreମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ||
ବାରିପଦା:- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଦେଶଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ସର୍ବପ୍ରଥମେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ସ୍ଥିତ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ…
Read More