୧୨୬ତମ ଶିକ୍ଷା ଚେତନା ଅଭିଯାନ, ଗୁରୁ ଦିବସରେ ପ୍ରଶ୍ନମଞ୍ଚ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ: ଭବାନୀପାଟଣା
ଗୁରୁଦିବସ ଅବସରରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ବ୍ରଜବିହାର ଶିଶୁ ମନ୍ଦିର ପରିସରରେ ‘୧୨୬ତମ ଶିକ୍ଷା ଚେତନା ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ଇଂ. ପୁରୁଷୋତ୍ତମ ଅଗ୍ରୱାଲଙ୍କ ସଭାପତିତ୍ୱରେ…
Read Moreରାଇରଙ୍ଗପୁର ମହତାବ ଭବନ ପରୀସରରେ ପାଳିତ ହୋଇଗଲା “ପବିତ୍ର ଗୁରୁ ପୂଜନ” ||
ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଗୁରୁ ଦିବସ ଅବସରରେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୂନିଅନ ଏ ଶିକ୍ଷକ ୟୁନିଅନର ମିଳିତ ପ୍ରୟାସରେ ” ଗୁରୁ ପୂଜନ” ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଏହି ଦିବସ ଅବସରରେ ପ୍ରାରମ୍ଭରେ ସ୍କୁଲ କଲେଜ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ…
Read Moreଗୁରୁ ଦିବସ ସମାରୋହ: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ||
କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଅପପ୍ରଚାରରୁ ଦୂରେଇ ଏକମନ ଓ ଏକପ୍ରାଣ ହୋଇ ପାଠପଢ଼ା ଓ କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦେବାକୁ ସେ ପିଲାମାନଙ୍କୁ…
Read More୨ଟି କାର୍ରୁ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ: ବାଲେଶ୍ୱର
ବାଲେଶ୍ୱର, ଖନ୍ତାପଡ଼ା ଏନ୍ଏଚ୍-୧୬ରେ NCBର ଚଢ଼ାଉ, କାର ସମେତ ୨ ଅଟକ | ଅନୁଗୁଳରୁ ଦୀଘା ଅଭିମୁଖେ ଗଞ୍ଜେଇ ଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଏନ୍ଏଚ୍-୧୬ରେ ଚଢ଼ାଉ କରିଛି ଭୁବନେଶ୍ୱର NCB ଟିମ୍। ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ୨ଟି କାର୍କୁ ଜବତ କରାଯାଇଛି। ଦୁଇଟି କାର୍ରୁ ୧…
Read Moreରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ | ଓଡିଶା ରାଜନୀତିରେ ହଟଚମକ !!
ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ରାଜଧାନୀ ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ, ଜନକଲ୍ୟାଣ ସମେତ ରାଜ୍ୟ…
Read Moreଭଡ଼ା ଘରେ ଗଞ୍ଜେଇ ଗୋଦାମ ! ୧ କ୍ୱିଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସଙ୍ଗକୁ ବିଡା ବିଡା ଟଙ୍କା ଜବତ, ୨ ଗିରଫ :
ପୁରୀ ସଦର ଅଞ୍ଚଳର ଗୋପାଳପୁର ଗାଁରେ ବଡ଼ଧରଣର ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରି ୧୭୬ ପ୍ୟାକେଟ୍ରେ ଥିବା ପ୍ରାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ସାହୁ (୫୫)…
Read Moreନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ନିଯୁକ୍ତି ପାଇଲେ ୩୩୬ ସବ୍-ଇନ୍ସପେକ୍ଟର
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା…
Read MoreCold Drinks ରେ ମଦ ମିଶାଇ ମହିଳାଙ୍କୁ ଗଣଦୁଷ୍କର୍ମ : ସୁକିନ୍ଦା
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଇଲାକାର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅସହାୟତା ସୁଯୋଗରେ ଜଣେ ପୂର୍ବ ପରିଚିତ ସହକର୍ମୀ ଓ ତା’ ସହଯୋଗୀ ଯୋଜନାବଦ୍ଧ ଭାବେ ବଡ଼ଚଣା ଥାନା ଚଣ୍ଡିଖୋଲ-ମହାବିନାୟକ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଡାକ ବଙ୍ଗଳାରେ, ଏହି…
Read Moreସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍, ଛାତ୍ରଛାତ୍ରୀଙ୍କୁ ମିଳିବ ତୁରନ୍ତ ସହାୟତା: ମୁଖ୍ୟମନ୍ତୀ
ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ ନେଇ ଓଡ଼ିଶା ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩, ୨୦୨୬ରେ Ex-Gratia ଅନୁଦାନ ପ୍ରଦାନ ନେଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହା…
Read More