ପୂଜା ପାର୍ବଣରେ ‘ତୃତୀୟ ନୟନ’ ଦୃଷ୍ଟିହୀନ: ବାରିପଦାରେ ଅଚଳ ୬୪ ହାଇଟେକ୍ କ୍ୟାମେରା, ପ୍ରଶାସନର ଉଦାସୀନତାକୁ ଢାଲ କରି ରାଜୁତି କରୁଛନ୍ତି ଅପରାଧୀ
ଆଜି ପବିତ୍ର ଗଣେଶ ପୂଜା ସହ ଆଗକୁ ଦୁର୍ଗାପୂଜା ଭଳି ବଡ଼ ଉତ୍ସବ ଆସୁଥିବାରୁ ସମଗ୍ର ସହରରେ ଲୋକଙ୍କ ଭିଡ଼ ଓ ଉତ୍ସାହ ବଢ଼ିବାରେ ଲାଗିଛି, ମାତ୍ର ଠିକ୍ ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ି ପ୍ରଶାସନିକ ଦାୟିତ୍ୱହୀନତାର ଚରମ…
Read Moreରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ୨୦୨୬ ||
ଭବାନୀପାଟଣା ବ୍ଲକ ରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ବୈକୁଣ୍ଠ ବେମାଲ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ କାଉଗୋପନା ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏବିଇଓ ତଥା ଲାଞ୍ଜିଗଡ ବିଆରସିସି ହୃଷିକେଶ ନାଏକ ମୂଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ…
Read Moreଧର୍ମଗଡ଼ ସହରରେ କଡ଼ା ଆଇନଶୃଙ୍ଖଳା ଦାବି, ୫ ଦଫା ଦାବିପତ୍ର ଦେଲା ଚେମ୍ବର ଅଫ୍ କମର୍ସ: ଧର୍ମଗଡ଼
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧର୍ମଗଡ଼ ସହରରେ ବଢ଼ୁଥିବା ଜନଗହଳିକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛି ଧର୍ମଗଡ଼ ଚେମ୍ବର ଅଫ୍ କମର୍ସ। ଏନେଇ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…
Read More୧୨୬ତମ ଶିକ୍ଷା ଚେତନା ଅଭିଯାନ, ଗୁରୁ ଦିବସରେ ପ୍ରଶ୍ନମଞ୍ଚ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ: ଭବାନୀପାଟଣା
ଗୁରୁଦିବସ ଅବସରରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ବ୍ରଜବିହାର ଶିଶୁ ମନ୍ଦିର ପରିସରରେ ‘୧୨୬ତମ ଶିକ୍ଷା ଚେତନା ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ଇଂ. ପୁରୁଷୋତ୍ତମ ଅଗ୍ରୱାଲଙ୍କ ସଭାପତିତ୍ୱରେ…
Read Moreରାଇରଙ୍ଗପୁର ମହତାବ ଭବନ ପରୀସରରେ ପାଳିତ ହୋଇଗଲା “ପବିତ୍ର ଗୁରୁ ପୂଜନ” ||
ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଗୁରୁ ଦିବସ ଅବସରରେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୂନିଅନ ଏ ଶିକ୍ଷକ ୟୁନିଅନର ମିଳିତ ପ୍ରୟାସରେ ” ଗୁରୁ ପୂଜନ” ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଏହି ଦିବସ ଅବସରରେ ପ୍ରାରମ୍ଭରେ ସ୍କୁଲ କଲେଜ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ…
Read Moreଗୁରୁ ଦିବସ ସମାରୋହ: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ||
କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଅପପ୍ରଚାରରୁ ଦୂରେଇ ଏକମନ ଓ ଏକପ୍ରାଣ ହୋଇ ପାଠପଢ଼ା ଓ କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦେବାକୁ ସେ ପିଲାମାନଙ୍କୁ…
Read More୨ଟି କାର୍ରୁ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ: ବାଲେଶ୍ୱର
ବାଲେଶ୍ୱର, ଖନ୍ତାପଡ଼ା ଏନ୍ଏଚ୍-୧୬ରେ NCBର ଚଢ଼ାଉ, କାର ସମେତ ୨ ଅଟକ | ଅନୁଗୁଳରୁ ଦୀଘା ଅଭିମୁଖେ ଗଞ୍ଜେଇ ଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଏନ୍ଏଚ୍-୧୬ରେ ଚଢ଼ାଉ କରିଛି ଭୁବନେଶ୍ୱର NCB ଟିମ୍। ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ୨ଟି କାର୍କୁ ଜବତ କରାଯାଇଛି। ଦୁଇଟି କାର୍ରୁ ୧…
Read Moreପୁରୁଣାପଡ଼ାରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ: ଭବାନୀପାଟଣା
ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଶୁକ୍ରବାର ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଭୋରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ବିଭିନ୍ନ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା।ଏହି ଅବସରରେ ଶ୍ରୀ…
Read Moreନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ନିଯୁକ୍ତି ପାଇଲେ ୩୩୬ ସବ୍-ଇନ୍ସପେକ୍ଟର
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା…
Read MoreCold Drinks ରେ ମଦ ମିଶାଇ ମହିଳାଙ୍କୁ ଗଣଦୁଷ୍କର୍ମ : ସୁକିନ୍ଦା
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଇଲାକାର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅସହାୟତା ସୁଯୋଗରେ ଜଣେ ପୂର୍ବ ପରିଚିତ ସହକର୍ମୀ ଓ ତା’ ସହଯୋଗୀ ଯୋଜନାବଦ୍ଧ ଭାବେ ବଡ଼ଚଣା ଥାନା ଚଣ୍ଡିଖୋଲ-ମହାବିନାୟକ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଡାକ ବଙ୍ଗଳାରେ, ଏହି…
Read More