ମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟରପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ..
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଆଇଆର)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ଆଜି ପ୍ରକାଶ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା…
Read Moreତିତିଲି ଢାବା ନିକଟରେ କାର ଓ ଟ୍ରୋକ ଧକ୍କାରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଗୁରୁତର ଆହତ –
ପବିତ୍ର ଶ୍ରୀ ଗଣେଶ ପୂଜା ଦିବସରେ ଝାଡ଼ଖଣ୍ଡ ସିମାନ୍ତ ତିରିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ୨୨୦ ନଂ ଜାତୀୟରାଜପଥ ସଡକ ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲ କୁ ଅଣାଯାଇଥିଲା । ବଡ ଦୂର୍ଘଟଣାରୁ…
Read Moreରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ୨୦୨୬ ||
ଭବାନୀପାଟଣା ବ୍ଲକ ରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ବୈକୁଣ୍ଠ ବେମାଲ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ କାଉଗୋପନା ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏବିଇଓ ତଥା ଲାଞ୍ଜିଗଡ ବିଆରସିସି ହୃଷିକେଶ ନାଏକ ମୂଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ…
Read Moreଧର୍ମଗଡ଼ ସହରରେ କଡ଼ା ଆଇନଶୃଙ୍ଖଳା ଦାବି, ୫ ଦଫା ଦାବିପତ୍ର ଦେଲା ଚେମ୍ବର ଅଫ୍ କମର୍ସ: ଧର୍ମଗଡ଼
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧର୍ମଗଡ଼ ସହରରେ ବଢ଼ୁଥିବା ଜନଗହଳିକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛି ଧର୍ମଗଡ଼ ଚେମ୍ବର ଅଫ୍ କମର୍ସ। ଏନେଇ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…
Read Moreପୁରୁଣାପଡ଼ାରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ: ଭବାନୀପାଟଣା
ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଶୁକ୍ରବାର ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଭୋରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ବିଭିନ୍ନ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା।ଏହି ଅବସରରେ ଶ୍ରୀ…
Read Moreକଳାହାଣ୍ଡିର ୧.୬୮ ଲକ୍ଷ ଚାଷୀଙ୍କୁ CM କିସାନ ସହାୟତା, ଭୂମିହୀନ କୃଷକ ପରିବାର ଉପକୃତ ||
ଭବାନୀପାଟଣା: ରାଜ୍ୟ ସରକାରଙ୍କ ସିଏମ୍ କିସାନ ଯୋଜନା ଅଧୀନରେ ଜିଲ୍ଲାର ୧,୬୮,୮୬୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ୯୮୮ ଜଣ ଭୂମିହୀନ କୃଷକ ପରିବାରଙ୍କ ଖାତାକୁ ମୋଟ ୩୩ କୋଟି ୮୨ ଲକ୍ଷ ୧୮ ହଜାର ଟଙ୍କାର ସହାୟତା ରାଶି ପ୍ରତ୍ୟକ୍ଷ ଭାବେ ପ୍ରଦାନ କରାଯାଇଛି।ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ…
Read Moreକଳାହାଣ୍ଡିରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ : ଶୂନ୍ୟପଦ ପୂରଣ, ମାତୃ-ଶିଶୁ ମୃତ୍ୟୁହାର ହ୍ରାସ ଓ ଦୂରଦୁରାନ୍ତରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ଗୁରୁତ୍ୱ ||
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସିଏମ୍ କିସାନ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ମାତୃ…
Read MorePRM ମେଡିକାଲ କଲେଜକୁ ଚାଲିଲା ମୁଖ୍ୟମନ୍ତ୍ରୀ ବସ୍ : ବାରିପଦା
ବାରିପଦାବାସୀଙ୍କ ପାଇଁ ଯାତାୟତ କ୍ଷେତ୍ରରେ ଆଉ ଏକ ସୁବିଧା ଯୋଗ ହୋଇଛି। ବାଲେଶ୍ୱର ଗୋଲେଇରୁ ମୁର୍ଗାବାଡି, ବସ୍ଷ୍ଟାଣ୍ଡ ଦେଇ PRM ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଆରମ୍ଭ ହୋଇଛି। ବିଶେଷକରି ଚିକିତ୍ସା ପାଇଁ PRM ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ନିର୍ଭରଶୀଳ ରୋଗୀ,…
Read More