ବାରିପଦାରେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ, କଂଗ୍ରେସ କର୍ମୀଙ୍କୁ ନୂଆ ଉର୍ଜା
ବାରିପଦା: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ସେବା ଦଳ ପକ୍ଷରୁ ବାରିପଦା ସହର ସ୍ଥିତ ଷ୍ଟାଡିୟମ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ…
Read More‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ଉଦ୍ଯାପିତ : ବାଳକ ବିଭାଗରେ ନିଚୁଆପଦା, ବାଳିକା ବିଭାଗରେ ମସିଣାକାଟି ଚାମ୍ପିଅନ୍
ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ନିଚୁଆପଦା ଚାମ୍ପିଅନ୍…
Read Moreଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ : ବାରିପଦା ମୁନିସିପାଲିଟି ||
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୧ନଂ ୱାର୍ଡ ସ୍ଥିତ ବୁଢ଼ୀଖମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ପୂଜାରିଣୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀତା…
Read Moreମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟରପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ..
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଆଇଆର)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ଆଜି ପ୍ରକାଶ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା…
Read Moreପୂଜା ପାର୍ବଣରେ ‘ତୃତୀୟ ନୟନ’ ଦୃଷ୍ଟିହୀନ: ବାରିପଦାରେ ଅଚଳ ୬୪ ହାଇଟେକ୍ କ୍ୟାମେରା, ପ୍ରଶାସନର ଉଦାସୀନତାକୁ ଢାଲ କରି ରାଜୁତି କରୁଛନ୍ତି ଅପରାଧୀ
ଆଜି ପବିତ୍ର ଗଣେଶ ପୂଜା ସହ ଆଗକୁ ଦୁର୍ଗାପୂଜା ଭଳି ବଡ଼ ଉତ୍ସବ ଆସୁଥିବାରୁ ସମଗ୍ର ସହରରେ ଲୋକଙ୍କ ଭିଡ଼ ଓ ଉତ୍ସାହ ବଢ଼ିବାରେ ଲାଗିଛି, ମାତ୍ର ଠିକ୍ ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ି ପ୍ରଶାସନିକ ଦାୟିତ୍ୱହୀନତାର ଚରମ…
Read More୧୨୬ତମ ଶିକ୍ଷା ଚେତନା ଅଭିଯାନ, ଗୁରୁ ଦିବସରେ ପ୍ରଶ୍ନମଞ୍ଚ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ: ଭବାନୀପାଟଣା
ଗୁରୁଦିବସ ଅବସରରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ବ୍ରଜବିହାର ଶିଶୁ ମନ୍ଦିର ପରିସରରେ ‘୧୨୬ତମ ଶିକ୍ଷା ଚେତନା ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ଇଂ. ପୁରୁଷୋତ୍ତମ ଅଗ୍ରୱାଲଙ୍କ ସଭାପତିତ୍ୱରେ…
Read Moreରାଇରଙ୍ଗପୁର ମହତାବ ଭବନ ପରୀସରରେ ପାଳିତ ହୋଇଗଲା “ପବିତ୍ର ଗୁରୁ ପୂଜନ” ||
ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଗୁରୁ ଦିବସ ଅବସରରେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୂନିଅନ ଏ ଶିକ୍ଷକ ୟୁନିଅନର ମିଳିତ ପ୍ରୟାସରେ ” ଗୁରୁ ପୂଜନ” ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଏହି ଦିବସ ଅବସରରେ ପ୍ରାରମ୍ଭରେ ସ୍କୁଲ କଲେଜ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ…
Read MoreL&T କମ୍ପାନି ବିରୋଧରେ ସଙ୍ଗିନ ଅଭିଯୋଗ: ରାଇରଙ୍ଗପୁର !!
ରାୟରଙ୍ଗପୁର ବୃହତ ଜଳ ଯୋଗାଣ ପ୍ରକଳ୍ପରେ ଦୀର୍ଘ ବର୍ଷ ଧରି ଜଣେ କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ ଚନ୍ଦ୍ର ଗିରି। ନରେଶଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ତାଙ୍କୁ ୮ ଘଣ୍ଟାର ମଜୁରି ବା ଦରମା ଦେଇ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଉଥିଲା। ଏପରିକି ତାଙ୍କୁ ଇପିଏଫ୍, ଇଏସଆଇ ଓ ଦରମା ରସିଦ…
Read Moreକୁଡ଼ୁମୀଙ୍କୁ ଆଦିବାସୀ ମାନ୍ୟତା ଦାବି: ରାଇରଙ୍ଗପୁରରେ ବିଶାଳ ଶୋଭାଯାତ୍ରା:ରାଇରଙ୍ଗପୁର
କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ପୁନଃ ସାମିଲ କରିବା ଦାବିରେ ରାଇରଙ୍ଗପୁର ସହରରେ ଏକ ବିଶାଳ ଜନସଚେତନତା ମୂଳକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୬ ତାରିଖକୁ ‘କଳା ଦିବସ’ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଏହି…
Read More