ବାରିପଦାରେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ, କଂଗ୍ରେସ କର୍ମୀଙ୍କୁ ନୂଆ ଉର୍ଜା
ବାରିପଦା: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ସେବା ଦଳ ପକ୍ଷରୁ ବାରିପଦା ସହର ସ୍ଥିତ ଷ୍ଟାଡିୟମ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ…
Read Moreଗୁରୁ ଦିବସ ସମାରୋହ: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ||
କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଅପପ୍ରଚାରରୁ ଦୂରେଇ ଏକମନ ଓ ଏକପ୍ରାଣ ହୋଇ ପାଠପଢ଼ା ଓ କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦେବାକୁ ସେ ପିଲାମାନଙ୍କୁ…
Read Moreରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ | ଓଡିଶା ରାଜନୀତିରେ ହଟଚମକ !!
ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ରାଜଧାନୀ ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ, ଜନକଲ୍ୟାଣ ସମେତ ରାଜ୍ୟ…
Read Moreନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ନିଯୁକ୍ତି ପାଇଲେ ୩୩୬ ସବ୍-ଇନ୍ସପେକ୍ଟର
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା…
Read Moreସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍, ଛାତ୍ରଛାତ୍ରୀଙ୍କୁ ମିଳିବ ତୁରନ୍ତ ସହାୟତା: ମୁଖ୍ୟମନ୍ତୀ
ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ ନେଇ ଓଡ଼ିଶା ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩, ୨୦୨୬ରେ Ex-Gratia ଅନୁଦାନ ପ୍ରଦାନ ନେଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହା…
Read Moreରାହୁଲ ଗାନ୍ଧୀଙ୍କ ବିରୋଧରେ FIR:କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଲୋକସଭାର ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ (FIR) କୁ ବିରୋଧ କରି କର୍ଣ୍ଣାଟକର କଲାବୁରାଗୀ ଜିଲ୍ଲା କଂଗ୍ରେସ କମିଟିର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାଟି କ’ଣ? ଗତ ଅଗଷ୍ଟ ୮ ତାରିଖରେ ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ AICC ସଭାପତି…
Read Moreମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ!
୧ ସେପ୍ଟେମ୍ବର ୨୦୨୬ (ମଙ୍ଗଳବାର) ଦିନ ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟ ଥାନା ଅନ୍ତର୍ଗତ କୁସୁମବା ଗ୍ରାମରେ ଥିବା ତାଙ୍କ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ୨୮ ବର୍ଷୀୟା ବୃଷ୍ଟିଙ୍କ ମୃତ୍ୟୁକୁ…
Read Moreହାତ ଧରିଲେ, ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା: କଂଗ୍ରେସ ଭବନ
ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କ ସମର୍ଥକ ସହ ବିଧିବଦ୍ଧ ଭାବରେ କଂଗ୍ରେସ ଯୋଗ ଦେଇଛନ୍ତି ରାମଚନ୍ଦ୍ର ହାଁସଦା ।କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସେ ଯୋଗ ଦେଇଛନ୍ତି ।…
Read Moreଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଲେ ଏଫ୍ଆଇସି ଇଣ୍ଡିଆ ପ୍ରତିନିଧି: ଏଫ୍ଆଇସି ୟୁନିଟ୍ ପ୍ରତିଷ୍ଠା ||
ଓଡ଼ିଶାରେ ଫର୍ଟିଲାଇଜର୍ ଇନୋଭେସନ୍ ସେଣ୍ଟର୍ (ଏଫ୍ଆଇସି)ର ଏକ ୟୁନିଟ୍ ପ୍ରତିଷ୍ଠା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି…
Read More