ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ | ଓଡିଶା ରାଜନୀତିରେ ହଟଚମକ !!
ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ରାଜଧାନୀ ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ, ଜନକଲ୍ୟାଣ ସମେତ ରାଜ୍ୟ…
Read Moreରାହୁଲ ଗାନ୍ଧୀଙ୍କ ବିରୋଧରେ FIR:କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଲୋକସଭାର ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ (FIR) କୁ ବିରୋଧ କରି କର୍ଣ୍ଣାଟକର କଲାବୁରାଗୀ ଜିଲ୍ଲା କଂଗ୍ରେସ କମିଟିର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାଟି କ’ଣ? ଗତ ଅଗଷ୍ଟ ୮ ତାରିଖରେ ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ AICC ସଭାପତି…
Read Moreମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ!
୧ ସେପ୍ଟେମ୍ବର ୨୦୨୬ (ମଙ୍ଗଳବାର) ଦିନ ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟ ଥାନା ଅନ୍ତର୍ଗତ କୁସୁମବା ଗ୍ରାମରେ ଥିବା ତାଙ୍କ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ୨୮ ବର୍ଷୀୟା ବୃଷ୍ଟିଙ୍କ ମୃତ୍ୟୁକୁ…
Read Moreବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ ?
୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି ଏବଂ ପିଏନଜିି ଗ୍ୟାସ ସିଲିଣ୍ଡର ସହ ଜଡ଼ିତ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଇଣ୍ଡେନ, ଏଚପି କିମ୍ୱା ଭାରତ ଗ୍ୟାସ ର ଗ୍ରାହକ ହୋଇଥାନ୍ତୁ ନା କାହିଁକି, ଏହି ନୂଆ ନିୟମଗୁଡ଼ିକର ସିଧାସଳଖ ପ୍ରଭାବ ଆପଣଙ୍କ ଘରର ରୋଷେଇ ବଜେଟ ଏବଂ ସିଲିଣ୍ଡର ଡେଲିଭରୀ ଉପରେ ପଡ଼ିବ।…
Read MoreNDAରେ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ ! କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହଲଚଲ
NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା ନିଜର ସହଯୋଗୀ ଏବଂ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା (HAM) ର ଅଧ୍ୟକ୍ଷ ଜୀତନରାମ ମାଂଝୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଶନିବାର…
Read Moreଯେଉଁଠି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦବୀ ଖାଲି ପଡ଼ିଛି, ସେଠାରେ ….. ସଂପାଦକୀୟ
ରାଜନୈତିକ ଚର୍ଚ୍ଚା ଏବଂ ଗଣମାଧ୍ୟମର ହଲଚଲ ଭିତରେ ଏକ ବଡ଼ ସତ୍ୟ ବହୁ ଲୋକଙ୍କ ନଜରରୁ ଆଢ଼ୁଆଳରେ ରହିଯାଇଛି। ସମସ୍ତେ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ କଳ୍ପନାଜଳ୍ପନା କରୁଛନ୍ତି ସତ, କିନ୍ତୁ ଅସଲ ଗଣିତ ହେଉଛି— କେନ୍ଦ୍ର ଓ ରାଜ୍ୟ ଦୁଇଟିଯାକ ସରକାରରେ ବର୍ତ୍ତମାନ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦବୀ ଖାଲି…
Read Moreକେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବ ! କେମିତି ହେବ ଶବ ଚିହ୍ନଟ : ନେପାଳ
ଅଗଣତି ଶବ ! କେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବ ! କେମିତି ହେବ ଶବ ଚିହ୍ନଟ ! ପୋଷ୍ଟମର୍ଟମ ହେବ କେମିତି ? ଏପରି ସ୍ଥଳେ ଶବଗୁଡ଼ିକୁ ମର୍ଗ ବା ଶବ ସଂରକ୍ଷଣ ଗୃହରେ ରଖାଯିବା କଥା । କିନ୍ତୁ ନେପାଳର ଯେଉଁସ୍ଥାନରେ ଏତେ ସଂଖ୍ୟାରେ ମୃତଦେହ ମିଳିଛନ୍ତି, ସେଠି ଶବ ସଂରକ୍ଷଣ ଗୃହର ଘୋର ଅଭାବ ଦେଖା ଦେଇଛି । ଶବ…
Read Moreକଲେଜ ହଷ୍ଟେଲ ଥାଳିରେ ମିଳିବନି ପୁରୀ-ବରା ଆଳୁଚପ : ଉଚ୍ଚଶିକ୍ଷା ବିଭାଗ, ଓଡିଶା ||
କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ଆଉ ମିଳିବନି ପୁରୀ-ବରା ଆଳୁଚପ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସଜାଗ ହୋଇଛି ଉଚ୍ଚଶିକ୍ଷା ବିଭାଗ। ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ…
Read MoreBIG BREAKING:-ନିଖୋଜ “କୁଳସୁମ” ସୁରକ୍ଷିତ, ପିତାଙ୍କ ସହିତ ଫୋନ ଯୋଗେ ହେଲା ଯୋଗାଯୋଗ !
ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା କୁଲସୁମ_ନିଗାର, ଆଜି ଏବେ ଏବେ ନିଜ ପରିବାର ସହିତ ସମ୍ପର୍କ ସ୍ଥାପନ କରିଛନ୍ତି | ସେ ସୁରକ୍ଷିତ ଥିବା ସୂଚନା ତାଙ୍କ ପିତା ଫକୀରା ଭାଇ ଜଣାଇଛନ୍ତି ! ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର କୁଲସୁମ ନିଖୋଜ ଥିଲେ…
Read More