କବି ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକେଶ୍ୱର ନନ୍ଦଙ୍କୁ ଜାତୀୟ ପୁରସ୍କାର !
ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠିତ କବି କାର୍ତ୍ତିକେଶ୍ୱର ନନ୍ଦଙ୍କୁ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘India Individual Literature Excellence Award-2026’ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ହ୍ୟାପି ମୁମେଣ୍ଟ ଇଣ୍ଡିଆ…
Read Moreଶୋଲେ ସିନେମା Style ରେ ଆତ୍ମହତ୍ୟା ଧମକ ଦେଲେ ଯୁବକ: ଦେବଗଡ
ନିଜ ପ୍ରେମିକା କୁ ପାଇବା ଲାଳସା ରେ, ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ମୋବାଇଲ ଟାୱାର ଉପରେ ଥିବା ଯୁବକ ହେଉଛନ୍ତି ନୁଭୁ ନାୟକ(୨୪)। ସେ ମୋବାଇଲ ଟାୱାର ଶିର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି…
Read Moreବାଲିଯାତ୍ରାରେ ବନ୍ଦ ହେବ ବିପଦପୂର୍ଣ୍ଣ: ଦୋଳିମୀନା ବଜାର ଆସୋସିଏସନର କଡ଼ା ନିଷ୍ପତ୍ତି ||
କଟକ: ଚଳିତ ବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ବିପଦପୂର୍ଣ୍ଣ ତଥା ଅସୁରକ୍ଷିତ ଦୋଳି ଚାଲିବାକୁ ଦିଆଯିବ ନାହିଁ। ଏନେଇ ମୀନା ବଜାର ଆସୋସିଏସନ ପକ୍ଷରୁ କଡ଼ା ନିଷ୍ପତ୍ତି ନିଆଯାଇଛି।ଦୋଳିଗୁଡ଼ିକର ସୁରକ୍ଷା ଯାଞ୍ଚ, ମାନଦଣ୍ଡ ପାଳନ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ…
Read Moreଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଶୋକସଭା ||
ବରିଷ୍ଠ ସାମ୍ବାଦିକ. କଣ୍ଠଶିଳ୍ପୀ. ତଥା ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭ୍ୟ. ନବକିଶୋର ମହାପାତ୍ର (ମୁନ୍ନା )ଙ୍କ ଅକାଳ ବିୟୋଗ ରେ କାର୍ଯ୍ୟକାରୀ ସଭାପତି. ଶ୍ରୀ ବିଚିତ୍ରନନ୍ଦ ବେଵାର୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଶୋକସଭା ପାଳନ କରାଯାଇଥିଲା.. ସମ୍ପାଦକ ଶ୍ରୀ ରମେଶ…
Read Moreବାରିପଦାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “କୁମାର ଉତ୍ସବ କମିଟି” ର ବୈଠକ ଅନୁଷ୍ଠିତ ||
ସଂସ୍କୃତିର ସହର ବାରିପଦାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ କମିଟି ତରଫରୁ ୨୦୨୬ କୁମାର ଉତ୍ସବ ପାଳନ କରାଯିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ଚଳିତ ବର୍ଷ କୁମାର ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବା ପାଈଁ ନିଷ୍ପତ୍ତି…
Read Moreହରେକୃଷ୍ଣ ସାହୁଙ୍କ କାହାଣୀ “ବହୁରୂପୀ : ଦୁଃଖର ବଣିକ”
ବଜାର ଛାଡି଼ଲି ରାତି ୧୧.୩୦ ରେ। ମନେ ମନେ ଗୋଟେ ଗୀତ ଗୁଣୁ ଗୁଣେଇ ଘର ଆଡକୁ ଚାଲିଛି। ଗୀତଟାର ଅର୍ଥହେଲା ମଣିଷ ଜୀବନରେ କିଛି ଦୁଃଖ ନାହିଁ। କାରଣ ସାରା ପୃଥିବୀଟା ତା’ ହାତରେ ଅଛି। ଠିକ ବଜାର ମୁଣ୍ଡରେ ପହଞ୍ଚିଲି ଜଣେ ଲୋକ ଗାଡି଼ ଅଟକାଇବାପାଇଁ ହାତ ଦେଖାଇଲେ। ମାନେ ଲିଫ୍ଟ ଦରକାର।ଅଟକାଇଲି,ବାଁ ପଟ…
Read Moreଓଡିଆ ସଙ୍ଗୀତ ଜଗତର ପିତାମହ ‘ପ୍ରଣବ ପଟ୍ଟନାୟକ’ ଆଉ ନାହାନ୍ତି : KMP LIVEର ବିନମ୍ର ଶ୍ରଦ୍ଧାଞ୍ଜଳି।
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଖେଳିଗଲା ଶୋକର ଛାୟା। ଲିଭିଗଲା ଆଉ ଏକ ସୁରିଲା ଅଧ୍ୟାୟ। ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ପ୍ରଣବ ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ସେ ଶେଷ ନିଶ୍ୱାସ…
Read Moreସ୍ଥାୟୀ ଆଡିବନ୍ଧ ନିର୍ମାଣ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର: ମୟୂରଭଞ୍ଜ
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ବାରମ୍ବାର ବନ୍ୟା ଯୋଗୁଁ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ଗଙ୍ଗାହାର ନଦୀ କୂଳରେ ନିର୍ମିତ ଭେଡ଼ିବନ୍ଧର ନିମ୍ନମାନର କାର୍ଯ୍ୟ ହେତୁ ବାରମ୍ବାର ଘାଇ ସୃଷ୍ଟି ହୋଇ ମାନଗୋବିନ୍ଦପୁର, ଶାଳଗାଁ, ଚନ୍ଦନପୁର ଓ ମାଣତ୍ରୀ…
Read Moreକଳାକାରଙ୍କ ବିରାଟ ଶୋଭାଯାତ୍ରା ସମେତ, ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବର ଶୁଭାରମ୍ଭ : ବ୍ରହ୍ମପୁର ||
ବ୍ରହ୍ମପୁର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ “ଲୋକରଞ୍ଜନୀ” ଓଡ଼ିଶା…
Read More