ସଂସ୍କୃତିର ସହର ବାରିପଦାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ କମିଟି ତରଫରୁ ୨୦୨୬ କୁମାର ଉତ୍ସବ ପାଳନ କରାଯିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାର ଅଗ୍ରଣୀ ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ଚଳିତ ବର୍ଷ କୁମାର ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବା ପାଈଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।