ବାରିପଦାରେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ, କଂଗ୍ରେସ କର୍ମୀଙ୍କୁ ନୂଆ ଉର୍ଜା
ବାରିପଦା: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ସେବା ଦଳ ପକ୍ଷରୁ ବାରିପଦା ସହର ସ୍ଥିତ ଷ୍ଟାଡିୟମ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ…
Read More‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ଉଦ୍ଯାପିତ : ବାଳକ ବିଭାଗରେ ନିଚୁଆପଦା, ବାଳିକା ବିଭାଗରେ ମସିଣାକାଟି ଚାମ୍ପିଅନ୍
ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ନିଚୁଆପଦା ଚାମ୍ପିଅନ୍…
Read Moreଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ : ବାରିପଦା ମୁନିସିପାଲିଟି ||
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୧ନଂ ୱାର୍ଡ ସ୍ଥିତ ବୁଢ଼ୀଖମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ପୂଜାରିଣୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀତା…
Read Moreରାଇରଙ୍ଗପୁର ମହତାବ ଭବନ ପରୀସରରେ ପାଳିତ ହୋଇଗଲା “ପବିତ୍ର ଗୁରୁ ପୂଜନ” ||
ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଗୁରୁ ଦିବସ ଅବସରରେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୂନିଅନ ଏ ଶିକ୍ଷକ ୟୁନିଅନର ମିଳିତ ପ୍ରୟାସରେ ” ଗୁରୁ ପୂଜନ” ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଏହି ଦିବସ ଅବସରରେ ପ୍ରାରମ୍ଭରେ ସ୍କୁଲ କଲେଜ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ…
Read MorePRM ମେଡିକାଲ କଲେଜକୁ ଚାଲିଲା ମୁଖ୍ୟମନ୍ତ୍ରୀ ବସ୍ : ବାରିପଦା
ବାରିପଦାବାସୀଙ୍କ ପାଇଁ ଯାତାୟତ କ୍ଷେତ୍ରରେ ଆଉ ଏକ ସୁବିଧା ଯୋଗ ହୋଇଛି। ବାଲେଶ୍ୱର ଗୋଲେଇରୁ ମୁର୍ଗାବାଡି, ବସ୍ଷ୍ଟାଣ୍ଡ ଦେଇ PRM ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଆରମ୍ଭ ହୋଇଛି। ବିଶେଷକରି ଚିକିତ୍ସା ପାଇଁ PRM ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ନିର୍ଭରଶୀଳ ରୋଗୀ,…
Read Moreକୁଡ଼ୁମୀଙ୍କୁ ଆଦିବାସୀ ମାନ୍ୟତା ଦାବି: ରାଇରଙ୍ଗପୁରରେ ବିଶାଳ ଶୋଭାଯାତ୍ରା:ରାଇରଙ୍ଗପୁର
କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ପୁନଃ ସାମିଲ କରିବା ଦାବିରେ ରାଇରଙ୍ଗପୁର ସହରରେ ଏକ ବିଶାଳ ଜନସଚେତନତା ମୂଳକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୬ ତାରିଖକୁ ‘କଳା ଦିବସ’ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଏହି…
Read More୧୯୬୧ର ଯୌତୁକ ନିଷେଧ ଆଇନ, ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ବାରିପଦା
ଯୌତୁକ ନିଷେଧ ଆଇନ, ୧୯୬୧ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଏ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
Read Moreବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍ଘାଟିତ । ଶୀଘ୍ର ୨୪x୭ ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୱାଟକୋର ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ||
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଲୋକାର୍ପଣ କଲେ ୩ଟି ପାନୀୟଜଳ କିଓସ୍କ | ଏହି ପାନୀୟଜଳ କିଓସ୍କଗୁଡ଼ିକ ବସ୍ଷ୍ଟାଣ୍ଡ ନିକଟ, ମା’ ଅମ୍ବିକା ପମ୍ପ ହାଉସ୍ ପରିସର ଏବଂ ଝୁବୁଲୀ ବନ୍ଦ ନିକଟରେ ସ୍ଥାପିତ ହୋଇଛି…
Read MoreJRC କାଉନସେଲରମାନଙ୍କ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ବୈଠକ,ସଂଯୋଜକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ : ବାରିପଦା
ଇଣ୍ଡିଆନ ରେଡ କ୍ରସ ସୋସାଇଟି,ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ କାଉନସେଲରମାନଙ୍କୁ ନେଇ ଏକ ବୈଠକ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read Moreଲଗାଣ ବର୍ଷାରେ ମାଟି କାନ୍ଥ ଘର ଭୁଶୁଡି ମହିଳା ମୃତ : ରାଇରଙ୍ଗପୁର
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ଘଟିଛି ଅଘଟଣ। ଲଗାଣ ବର୍ଷାରେ ମାଟିକାନ୍ଥ ଘର ଭୁଶୁଡି ପଡିବା ଫଳରେ ଘର ଭିତରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ (୪୯) ସେ ଦୀର୍ଘଦିନ ଧରି ମାତକମଡ଼ିହି ଗାଁରେ ଥିବା ନିଜ ବାପଘରେ…
Read More