ବାରିପଦାରେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ, କଂଗ୍ରେସ କର୍ମୀଙ୍କୁ ନୂଆ ଉର୍ଜା
ବାରିପଦା: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ସେବା ଦଳ ପକ୍ଷରୁ ବାରିପଦା ସହର ସ୍ଥିତ ଷ୍ଟାଡିୟମ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ…
Read More‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ଉଦ୍ଯାପିତ : ବାଳକ ବିଭାଗରେ ନିଚୁଆପଦା, ବାଳିକା ବିଭାଗରେ ମସିଣାକାଟି ଚାମ୍ପିଅନ୍
ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ନିଚୁଆପଦା ଚାମ୍ପିଅନ୍…
Read Moreଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ : ବାରିପଦା ମୁନିସିପାଲିଟି ||
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀସାହି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୧ନଂ ୱାର୍ଡ ସ୍ଥିତ ବୁଢ଼ୀଖମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ପୂଜାରିଣୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀତା…
Read Moreରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ୨୦୨୬ ||
ଭବାନୀପାଟଣା ବ୍ଲକ ରିଷିଗାଁ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ବୈକୁଣ୍ଠ ବେମାଲ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ କାଉଗୋପନା ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏବିଇଓ ତଥା ଲାଞ୍ଜିଗଡ ବିଆରସିସି ହୃଷିକେଶ ନାଏକ ମୂଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ…
Read Moreଗୁରୁ ଦିବସ ସମାରୋହ: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ||
କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଅପପ୍ରଚାରରୁ ଦୂରେଇ ଏକମନ ଓ ଏକପ୍ରାଣ ହୋଇ ପାଠପଢ଼ା ଓ କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦେବାକୁ ସେ ପିଲାମାନଙ୍କୁ…
Read More୨ଟି କାର୍ରୁ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ: ବାଲେଶ୍ୱର
ବାଲେଶ୍ୱର, ଖନ୍ତାପଡ଼ା ଏନ୍ଏଚ୍-୧୬ରେ NCBର ଚଢ଼ାଉ, କାର ସମେତ ୨ ଅଟକ | ଅନୁଗୁଳରୁ ଦୀଘା ଅଭିମୁଖେ ଗଞ୍ଜେଇ ଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଏନ୍ଏଚ୍-୧୬ରେ ଚଢ଼ାଉ କରିଛି ଭୁବନେଶ୍ୱର NCB ଟିମ୍। ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ୨ଟି କାର୍କୁ ଜବତ କରାଯାଇଛି। ଦୁଇଟି କାର୍ରୁ ୧…
Read Moreନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ନିଯୁକ୍ତି ପାଇଲେ ୩୩୬ ସବ୍-ଇନ୍ସପେକ୍ଟର
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା…
Read MoreCold Drinks ରେ ମଦ ମିଶାଇ ମହିଳାଙ୍କୁ ଗଣଦୁଷ୍କର୍ମ : ସୁକିନ୍ଦା
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଇଲାକାର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅସହାୟତା ସୁଯୋଗରେ ଜଣେ ପୂର୍ବ ପରିଚିତ ସହକର୍ମୀ ଓ ତା’ ସହଯୋଗୀ ଯୋଜନାବଦ୍ଧ ଭାବେ ବଡ଼ଚଣା ଥାନା ଚଣ୍ଡିଖୋଲ-ମହାବିନାୟକ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଡାକ ବଙ୍ଗଳାରେ, ଏହି…
Read Moreକଳାହାଣ୍ଡିର ୧.୬୮ ଲକ୍ଷ ଚାଷୀଙ୍କୁ CM କିସାନ ସହାୟତା, ଭୂମିହୀନ କୃଷକ ପରିବାର ଉପକୃତ ||
ଭବାନୀପାଟଣା: ରାଜ୍ୟ ସରକାରଙ୍କ ସିଏମ୍ କିସାନ ଯୋଜନା ଅଧୀନରେ ଜିଲ୍ଲାର ୧,୬୮,୮୬୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ୯୮୮ ଜଣ ଭୂମିହୀନ କୃଷକ ପରିବାରଙ୍କ ଖାତାକୁ ମୋଟ ୩୩ କୋଟି ୮୨ ଲକ୍ଷ ୧୮ ହଜାର ଟଙ୍କାର ସହାୟତା ରାଶି ପ୍ରତ୍ୟକ୍ଷ ଭାବେ ପ୍ରଦାନ କରାଯାଇଛି।ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ…
Read MorePRM ମେଡିକାଲ କଲେଜକୁ ଚାଲିଲା ମୁଖ୍ୟମନ୍ତ୍ରୀ ବସ୍ : ବାରିପଦା
ବାରିପଦାବାସୀଙ୍କ ପାଇଁ ଯାତାୟତ କ୍ଷେତ୍ରରେ ଆଉ ଏକ ସୁବିଧା ଯୋଗ ହୋଇଛି। ବାଲେଶ୍ୱର ଗୋଲେଇରୁ ମୁର୍ଗାବାଡି, ବସ୍ଷ୍ଟାଣ୍ଡ ଦେଇ PRM ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଆରମ୍ଭ ହୋଇଛି। ବିଶେଷକରି ଚିକିତ୍ସା ପାଇଁ PRM ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ନିର୍ଭରଶୀଳ ରୋଗୀ,…
Read More