ବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍ଘାଟିତ । ଶୀଘ୍ର ୨୪x୭ ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୱାଟକୋର ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ||
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଲୋକାର୍ପଣ କଲେ ୩ଟି ପାନୀୟଜଳ କିଓସ୍କ | ଏହି ପାନୀୟଜଳ କିଓସ୍କଗୁଡ଼ିକ ବସ୍ଷ୍ଟାଣ୍ଡ ନିକଟ, ମା’ ଅମ୍ବିକା ପମ୍ପ ହାଉସ୍ ପରିସର ଏବଂ ଝୁବୁଲୀ ବନ୍ଦ ନିକଟରେ ସ୍ଥାପିତ ହୋଇଛି…
Read MoreJRC କାଉନସେଲରମାନଙ୍କ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ବୈଠକ,ସଂଯୋଜକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ : ବାରିପଦା
ଇଣ୍ଡିଆନ ରେଡ କ୍ରସ ସୋସାଇଟି,ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ କାଉନସେଲରମାନଙ୍କୁ ନେଇ ଏକ ବୈଠକ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read Moreପାଟରା ସମାଜ, ମୟୁରଭଞ୍ଜ ତରଫରୁ ପIଟବସ୍ତ୍ର ପ୍ରଦାନ ଓ ରାକ୍ଷୀସେବା
ପIଟରା ସମାଜ ମୟୁରଭଞ୍ଜ ତରଫରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପIଟବସ୍ତ୍ର ପ୍ରଦାନ ଓ ରାଖୀସେବା କାର୍ଯ୍ୟକ୍ରମ ମହାସମIରୋହରେ ପାଳିତ ହୋଇଯାଇଛି I ପାଟରା ଜାତିର ପରମ୍ପରା ଅନୁଯାଇ ଶ୍ରୀ ବଳଦେବ ଜିଉଙ୍କ ଜନ୍ମ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପIଟବସ୍ତ୍ର ପରିଧାନ…
Read Moreଚାକିରିର ଶେଷ ଦିନରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ : ବାରିପଦା
ଅବସର ଦିନରୁ ହିଁ ପେନସନ୍ ପ୍ରଦାନ କରି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଆଜି ୩୧ ଅଗଷ୍ଟ ୨୦୨୬, ଚାକିରିର ଶେଷ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ଅବସରଗ୍ରହଣ…
Read Moreଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ବାରିପଦା
ପବିତ୍ର ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପାଇଁ ଆଜି ବାରିପଦାସ୍ଥିତ ଶହୀଦ ଭବନ ପରିସରରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ।…
Read Moreଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆରମ୍ଭ : ମୟୂରଭଞ୍ଜ
ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନ ଉପଲକ୍ଷେ ‘ଖେଳିବ ଭାରତ, ଜିତିବ ଭାରତ’ ବିଷୟବସ୍ତୁକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନଙ୍କ ମିଳିତ ଆନୁକୂଲ୍ୟରେ ବାରିପଦା ଇଣ୍ଡୋର୍ ଷ୍ଟାଡିୟମ୍ରେ ଲେଭେଲ୍ ୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଏବଂ ଆନ୍ତଃବିଭାଗୀୟ…
Read Moreଚାରି ଗୃହିଣୀଙ୍କ ଶାଢ଼ୀ ପ୍ରଦର୍ଶନୀ, ଅନନ୍ୟ ପ୍ରୟାସ : ବାରିପଦା
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବୁଢୀଖମାରୀର ଚାରି ଗୃହିଣୀ ମିଶି ଏକ ଶାଢ଼ୀ ପ୍ରଦର୍ଶନୀର ଆୟୋଜନ କରିଛନ୍ତି I ଆଗାମୀ ପାର୍ବଣ ଋତୁକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳର ଚାରି ଗୃହିଣୀ ଦେବଦାସୀ ମଣ୍ଡଳ, ଶ୍ଵେତା ମହାନ୍ତି, ଦିବ୍ୟାଭାରତୀ ସାହୁ ଓ ଅନୁପମା ବେହେରା ମିଶି “ସଖୀ କଲେକ୍ସନ” ନାମରେ…
Read MoreBIG BREAKING:-ନିଖୋଜ “କୁଳସୁମ” ସୁରକ୍ଷିତ, ପିତାଙ୍କ ସହିତ ଫୋନ ଯୋଗେ ହେଲା ଯୋଗାଯୋଗ !
ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା କୁଲସୁମ_ନିଗାର, ଆଜି ଏବେ ଏବେ ନିଜ ପରିବାର ସହିତ ସମ୍ପର୍କ ସ୍ଥାପନ କରିଛନ୍ତି | ସେ ସୁରକ୍ଷିତ ଥିବା ସୂଚନା ତାଙ୍କ ପିତା ଫକୀରା ଭାଇ ଜଣାଇଛନ୍ତି ! ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର କୁଲସୁମ ନିଖୋଜ ଥିଲେ…
Read Moreସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା “କୁଲସୁମ” ନିଖୋଜ : ବାରିପଦା
ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା କୁଲସୁମ ନିଗାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ଛାଇ…
Read Moreବାରିପଦାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “କୁମାର ଉତ୍ସବ କମିଟି” ର ବୈଠକ ଅନୁଷ୍ଠିତ ||
ସଂସ୍କୃତିର ସହର ବାରିପଦାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ କମିଟି ତରଫରୁ ୨୦୨୬ କୁମାର ଉତ୍ସବ ପାଳନ କରାଯିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ଚଳିତ ବର୍ଷ କୁମାର ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବା ପାଈଁ ନିଷ୍ପତ୍ତି…
Read More