Skip to content
-
Subscribe to our newsletter & never miss our best posts. Subscribe Now!
  • https://www.facebook.com/
  • https://twitter.com/
  • https://t.me/
  • https://www.instagram.com/
  • https://youtube.com/
Khola Mancha Prajatantra Khola Mancha Prajatantra Khola Mancha Prajatantra
Khola Mancha Prajatantra Khola Mancha Prajatantra Khola Mancha Prajatantra
  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ

About This Site

This may be a good place to introduce yourself and your site or include some credits.

Recent Posts

  • କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
  • ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
  • ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Meta

  • Log in
  • Entries feed
  • Comments feed
  • WordPress.org

Find Us

Address
Bhubaneswar,Odisha

Hours
Monday–Friday: 9:00AM–5:00PM
Saturday & Sunday: 11:00AM–3:00PM

  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ
Subscribe
Close

Search

Khola Mancha Prajatantra Khola Mancha Prajatantra Khola Mancha Prajatantra
Khola Mancha Prajatantra Khola Mancha Prajatantra Khola Mancha Prajatantra
  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ
  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ
  • https://www.facebook.com/
  • https://twitter.com/
  • https://t.me/
  • https://www.instagram.com/
  • https://youtube.com/
Home/ଓଡିଶା/ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ଓଡିଶାରାଜ୍ୟ

ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

By admin
August 12, 2026 1 Min Read
0

ପାଟଣା- ବିଜେପି ତରଫରୁ ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ ଙ୍କ ସଂଯୋଜନା ରେ ଆଜି ପାଟଣା ମୁଖ୍ୟାଳୟ ଠାରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆନନ୍ଦେଶ୍ୱର ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପାଟଣା ବଜାର ଦେଇ ବ୍ଲକ କାର୍ଯ୍ୟାଳୟ ଯାଏ ଯାଇଥିଲା।କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ,ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ,ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ବିଜେପି କୃଷକ ନେତା ରାଧାକାନ୍ତ ମହାନ୍ତ, ଜିଲ୍ଲା ଉପସଭାପତି ସୋମବାରୀ ମୁଣ୍ଡା, ଅବସର ପ୍ରାପ୍ତ ସୈନିକ ସଙ୍ଘ ସଭାପତି କ୍ୟାପଟେନ ଉପେନ୍ଦ୍ର ମହାନ୍ତଙ୍କ ସହ ବହୁ ଦଳୀୟ କାର୍ଯ୍ୟକର୍ତା, କର୍ମୀ ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ରହି ଭାରତ ମାତା କି ଜୟ ସ୍ଲୋଗାନ ଦେଇ ବଜାର ଅଞ୍ଚଳ ପରିକ୍ରମା କରିଥିଲେ।

Author

admin

Follow Me
Other Articles
Previous

ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Next

କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

About This Site

This may be a good place to introduce yourself and your site or include some credits.

Search

Recent Posts

  • କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
  • ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
  • ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Find Us

Address
Bhubaneswar,Odisha

Hours
Monday–Friday: 9:00AM–5:00PM
Saturday & Sunday: 11:00AM–3:00PM

About This Site

This may be a good place to introduce yourself and your site or include some credits.

Recent Posts

  • କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
  • ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
  • ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Archives

  • August 2026 (3)

Find Us

Address
Bhubaneswar,Odisha

Hours
Monday–Friday: 9:00AM–5:00PM
Saturday & Sunday: 11:00AM–3:00PM

August 2026
M T W T F S S
 12
3456789
10111213141516
17181920212223
24252627282930
31  
     
Copyright 2026ଖୋଲାମଞ୍ଚ ପ୍ରଜାତନ୍ତ୍ର. All rights reserved. SSWPL