Skip to content
-
Subscribe to our newsletter & never miss our best posts. Subscribe Now!
  • https://www.facebook.com/
  • https://twitter.com/
  • https://t.me/
  • https://www.instagram.com/
  • https://youtube.com/
Khola Mancha Prajatantra Khola Mancha Prajatantra Khola Mancha Prajatantra
Khola Mancha Prajatantra Khola Mancha Prajatantra Khola Mancha Prajatantra
  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ

About This Site

This may be a good place to introduce yourself and your site or include some credits.

Recent Posts

  • କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
  • ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
  • ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Meta

  • Log in
  • Entries feed
  • Comments feed
  • WordPress.org

Find Us

Address
Bhubaneswar,Odisha

Hours
Monday–Friday: 9:00AM–5:00PM
Saturday & Sunday: 11:00AM–3:00PM

  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ
Subscribe
Close

Search

Khola Mancha Prajatantra Khola Mancha Prajatantra Khola Mancha Prajatantra
Khola Mancha Prajatantra Khola Mancha Prajatantra Khola Mancha Prajatantra
  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ
  • ଭାରତ
  • ରାଜ୍ୟ
  • ଓଡିଶା
  • ରାଜନୀତି
  • ଲାଇଫ ଷ୍ଟାଇଲ
  • ଭିଡ଼ିଓ
  • ଅନ୍ତର୍ଜାତୀୟ
  • ବ୍ୟବସାୟ
  • ସମ୍ପାଦକୀୟ
  • ଅପରାଧ
  • ମନୋରଞ୍ଜନ
  • https://www.facebook.com/
  • https://twitter.com/
  • https://t.me/
  • https://www.instagram.com/
  • https://youtube.com/
Home/ରାଜ୍ୟ/ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା
ରାଜ୍ୟଓଡିଶା

ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

By admin
August 12, 2026 1 Min Read
0

ବ୍ରହ୍ମପୁର:- ବ୍ରହ୍ମପୁର ଉପଖଣ୍ଡ ନିର୍ବାଚ଼ନ ସାକ୍ଷରତା କ୍ଲବ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଉପ ଜିଲ୍ଲାପାଳ ଅବିନାଶ କୁମାର ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସୁବ୍ରତ ରାମ ବିରାମ ଶତପଥିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ବ୍ରହ୍ମପୁର ଉପଖଣ୍ଡର ୧୩ଟି ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ l ପ୍ରତ୍ୟେକ ମହାବିଦ୍ୟାଳୟ ତରଫରୁ ଦୁଇ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ l ନିର୍ବାଚନ ତଥା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧିତ ପ୍ରଶ୍ନୋତ୍ତରକୁ ନେଇ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଏବଂ ଶଶୀଭୂଷଣ ରଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ଏହି କୁଇଜ୍ ପ୍ରତିଯୋଗିତା ଆୟୋଜନରେ ନିର୍ବାଚନ ଉପବିଭାଗର ଅଧିକାରୀ ସହଯୋଗ କରିଥିଲେ l

Author

admin

Follow Me
Other Articles
Next

ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

About This Site

This may be a good place to introduce yourself and your site or include some credits.

Search

Recent Posts

  • କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
  • ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
  • ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Find Us

Address
Bhubaneswar,Odisha

Hours
Monday–Friday: 9:00AM–5:00PM
Saturday & Sunday: 11:00AM–3:00PM

About This Site

This may be a good place to introduce yourself and your site or include some credits.

Recent Posts

  • କିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
  • ପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
  • ନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା

Archives

  • August 2026 (3)

Find Us

Address
Bhubaneswar,Odisha

Hours
Monday–Friday: 9:00AM–5:00PM
Saturday & Sunday: 11:00AM–3:00PM

August 2026
M T W T F S S
 12
3456789
10111213141516
17181920212223
24252627282930
31  
     
Copyright 2026ଖୋଲାମଞ୍ଚ ପ୍ରଜାତନ୍ତ୍ର. All rights reserved. SSWPL