ଓଡିଶାଅପରାଧରାଜ୍ୟ ପତ୍ନୀ ଛଡା ସରକାରୀ ବାବୁଙ୍କ ଉପରେ ଲଗାମ ଲଗାଇଲେ ମୋହନ ମାଝୀ ! By admin August 30, 2026 1 Min Read 0 ଏଣିକି ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ କଟିବ ପତ୍ନୀ ଓ ପିଲାଙ୍କ ପାଇଁ ଭରଣପୋଷଣ ଖର୍ଚ୍ଚ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପତ୍ନୀ ଓ ସନ୍ତାନଙ୍କୁ ଭରଣ ପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 👍 ❤️ 😆 😮 😢 Tags: BhubaneswarCMO OdishaMohan SarkarOdisha News