ଇରାନ ଯୁଦ୍ଧ ଯୋଗୁଁ ପ୍ରଶାନ୍ତ ମହାସାଗରରୁ ଶେଷ ଆମେରିକୀୟ ବିମାନବାହୀ ଜାହାଜ ପ୍ରତ୍ୟାହାର: ଚୀନ୍ ପାଇଁ ସୁଯୋଗ
ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ତା’ର ଶେଷ ବିମାନବାହୀ ଯୁଦ୍ଧପୋତ (USS George Washington) କୁ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ (Western Pacific) ଅଞ୍ଚଳରୁ ହଟାଇ ମଧ୍ୟପ୍ରାଚ୍ୟ (Middle East) ପଠାଇବାକୁ ନିଷ୍ପତ୍ତି ନେଇଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଞ୍ଚଳରେ…
Read Moreମୟୁରଭଞ୍ଜ ସିନିଅର ସିଟିଜେନ ଫରମରେ 80ତମ ସ୍ୱାଧୀନତା ଦିବସ ପାଳନ l
ମୟୂରଭଞ୍ଜ:- ଆଜି ସକାଳ 7 ଟା 30 ମିନଟ ସମୟରେ ସାଧାରଣ ସମ୍ପାଦକ ଡ଼ ଶ୍ୟାମସୁନ୍ଦର ଦାସ ଙ୍କ ସଭାପତିତ୍ୱ ଫିରୋମର ସ୍ଥାୟୀ ସଭାଗୃହ ପରିସରରେରେ ସଦସ୍ୟ ମାନଙ୍କ ଉପସ୍ଥିତରେ ବନ୍ଦେ ମାତରମ ସମୂହ ଗାନ ପରେ ମୁଖ୍ୟ ଅତିଥି ଏକ ନ. ୱାର୍ଡ ର କାଉନସିଲର ସୁକେଶିନୀ ସେଠୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l…
Read Moreଗଞ୍ଜାମରେ ୮୦ତମ ସ୍ୱାଧୀନତା ଦିବସ ସମାରୋହ: ଛାତ୍ରଛାତ୍ରୀଙ୍କ ଦେଶପ୍ରେମଭିତ୍ତିକ ପ୍ରଦର୍ଶନ ମନମୁଗ୍ଧକର
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୋଲିସ୍ ପଡ଼ିଆଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ ଉତ୍ସବମୁଖର ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ରାଷ୍ଟ୍ରଭାବନାଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ…
Read Moreରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ |
ବାରିପଦା : ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଥିବା ୫୨ତମ କନିଷ୍ଠ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ୱର ଗସ୍ତ କରିଛି I ପୁରୁଷ ଦଳରେ ଲିପୁନ ଦାସ, ଲକ୍ଷ୍ମୀଧର ବାଗ, ଗୌତମ ଗୋଛାୟତ, ଓମ ପଣ୍ଡିତ, ସୋନେଶ୍ୱର ଦଳେଇ, ସୁପ୍ରଭାତ…
Read Moreରାଷ୍ଟ୍ରପତିଙ୍କ ପୈତୃକ ଜନ୍ମ ମାଟି ଗାଁ ଯୋଗାଯୋଗ ବିଛିନ୍ନ ! ଲଗାଣ ବର୍ଷାରେ କାହ୍ନୁ ସେତୁ ଉପରେ ବହୁଛି ପାଣି,
ରାଇରଙ୍ଗପୁର -: 13/8 ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ନଇବଢୀ ଯୋଗୁଁ ଗମନାଗମନ ସମ୍ପୂର୍ଣ୍ଣ ଠଫ୍ । ବିଶେଷ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଲା, କୁସୁମୀ ବ୍ଲକ ଅନ୍ତର୍ଗତ ବାଲିଆଢିପା, ଟେଣ୍ଟୋପୋଷି ଓ ମହାମହିମ ଙ୍କ ପୈତୃକ ଜନ୍ମ ମାଟି ଗାଁ ରହିଥିବା ବେଳେ, ହାଟବାଦଡା ଓ ଜାମଦା ବ୍ଲକ…
Read Moreପାଣି ଘେରରେ ହଳଦା ଗ୍ରାମପଞ୍ଚାୟତ ର ସାନ ବାଇକଳା, ଚମ୍ପରେଇ ଓ ସିଜୁକଳା ଗାଁ ରହିଛି ● ୩୦ ରୁ ଉର୍ଦ୍ଧ ପରିବାର ହନ୍ତସନ୍ତ ●
ରାଇରଙ୍ଗପୁର – ଲଗାଣ ବର୍ଷା ରାତାରାତି ତାଣ୍ଡବ ରଚିଲା , ସକାଳ ହେଉ ହେଉ ଚାରିଆଡେ ଦେଖିବେ ଜଳ ମଗ୍ନ ପ୍ରତିଛବି । ଲଗାଣ ବର୍ଷାର ପ୍ରକୋପ ରେ ଘର ଭିତରକୁ ପସିଲା ପାଣି , ରାସ୍ତା ଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଥିଲା ।ତେବେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଅଞ୍ଚଳ…
Read Moreମୋରଡା ଓ ରସଗୋବିନ୍ଦପୁର ବ୍ଲକ ରେ ବନ୍ୟା ବିପତ୍ତି
ଭଘିଛି 120 ଘର, ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣ ଅନେକ ଗାଁ ବାହ୍ୟ ଜଗତରୁ ବିଛୀନ ମୋରଡ/ରାସଗୋବିନ୍ଦପୁର: ଲଘୁଚାପ ଜନିତ ବର୍ଷା ଜାରି ରହିବା ଫଳରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ଏହାର ତାଣ୍ଡବ ଦେଖିବାକୁ ମିଳିଛି। ଖବର ସୁଦ୍ଧା ଗତକାଲି ବ୍ଲକରେ ୮୦ମିମି ବର୍ଷା ହୋଇଛି। ଗତକାଲି ବ୍ଲକର ଛଅଟି…
Read Moreଜଳେଶ୍ୱରରେ ବନ୍ୟା ପରିସ୍ଥିତି ! ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କୁଳ !
ଜଳେଶ୍ୱରରେ ବନ୍ୟା ପରିସ୍ଥିତି ଏବେ ବି ଚିନ୍ତାର ବିଷୟ। ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ବିପଦ ସଙ୍କେତ (୧୦.୩୬ ମିଟର) ଟପି ପ୍ରାୟ ୧୦.୪୫ ମିଟରରେ ପ୍ରବାହିତ ହେଉଛି ଏବଂ ଉପରମୁଣ୍ଡରୁ ଜଳ ଆସୁଥିବାରୁ ଉଠୁଛି। ଜଳକା ନଦୀର ଜଳସ୍ତର ଧିରେ ଧିରେ କମୁଛି, ମାତ୍ର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର…
Read Moreସଂକଳ୍ପବଦ୍ଧ ଯୁବବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର || OCS ପରୀକ୍ଷାରୁ ହଟିଲା ସୁଯୋଗ ସୀମା: ଓଡ଼ିଶାର ଆଶାୟୀଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର
ସାମ୍ପ୍ରତିକ ପରିବର୍ତ୍ତନ: ବର୍ତ୍ତମାନ ଏହି ସୀମା ଉଚ୍ଛେଦ ହେବା ଦ୍ୱାରା ସାଧାରଣ ବର୍ଗର ପରୀକ୍ଷାର୍ଥୀମାନେ ମଧ୍ୟ ନିଜର ସର୍ବାଧିକ ବୟସସୀମା (୪୨ ବର୍ଷ) ନପୁରିବା ପର୍ଯ୍ୟନ୍ତ ଯେତେଥର ଚାହିଁବେ OCS ପରୀକ୍ଷାରେ ବସିପାରିବେ। ୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Read Moreସୁପ୍ରିମ୍ କୋର୍ଟରେ ଐତିହାସିକ ସମ୍ବୋଧନ: ଯୁବପିଢ଼ିଙ୍କ ବୈଷୟିକ ଦକ୍ଷତା ଓ ସହନଶୀଳତାକୁ ପ୍ରଶଂସା କଲେ CJI ସୂର୍ଯ୍ୟ କାନ୍ତ
ନୂଆଦିଲ୍ଲୀ:ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ନ୍ୟାୟିକ ପରିବାରକୁ ସମ୍ବୋଧିତ କରିଛନ୍ତି ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ। ସୁପ୍ରିମ୍ କୋର୍ଟ ପରିସରରେ ଆୟୋଜିତ ଏହି ସମାରୋହରେ ଆଇନଜୀବୀ, ବିଚାରପତି ଓ…
Read More