କେନ୍ଦୁଝର ପୋଲିସ୍ ଦ୍ୱାରା ଆୟୋଜିତ ‘ମୋବାଇଲ୍ ମେଳା’
” ପବିତ୍ର ‘୮୦ତମ ସ୍ଵାଧୀନତା ଦିବସ’ ଅବସରରେ କେନ୍ଦୁଝର ପୋଲିସ୍ ଦ୍ୱାରା ଆୟୋଜିତ ‘ମୋବାଇଲ୍ ମେଳା’ରେ କେନ୍ଦୁଝରର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଡି.ଏଫ.ଓ ଙ୍କ ସହ ଯୋଗଦେଇ ୨୦୦ଟି ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ୍ ଫୋନ୍କୁ ସେଗୁଡ଼ିକର ପ୍ରକୃତ ହକଦାରମାନଙ୍କୁ ହସ୍ତାନ୍ତର କରି ମୁଁ ଆନନ୍ଦିତ l ସାଧାରଣ ଜନତାଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ଜିଲ୍ଲା ପୋଲିସ ଟିମ୍ର ପ୍ରତିବଦ୍ଧତାକୁ ମୁଁ ସାଧୁବାଦ ଜଣାଉଛନ୍ତୀ ” :- ମନ୍ତ୍ରୀ ଙ୍କ ବାର୍ତ୍ତା