କ୍ଷୁଦ୍ର ଭିଡିଓ (Shorts, Reels) ଦେଖିବାର ଅଭ୍ୟାସ: ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ |
ଆଜିକାଲି ସୋସିଆଲ ମିଡିଆରେ କ୍ଷୁଦ୍ର ଭିଡିଓ (Shorts, Reels) ଦେଖିବାର କ୍ରେଜ୍ ବହୁତ ବଢ଼ିଗଲାଣି। ମାତ୍ର କେତେକ ସେକେଣ୍ଡର ଏହି ମନୋରଞ୍ଜନ ଆମକୁ ଆକର୍ଷିତ କରୁଥିଲେ ବି, ପ୍ରତିଦିନ ଅତ୍ୟଧିକ ସମୟ ଏଥିରେ ବିତାଉଥିଲେ ଏହା ଆମ ଜୀବନଶୈଳୀ ଉପରେ କିଛି ନକାରାତ୍ମକ ପ୍ରଭାବ ପକାଇଥାଏ। ୧. ଏକାଗ୍ରତା ଓ ଧୈର୍ଯ୍ୟ…
Read Moreକଳାହାଣ୍ଡିରେ ଉତ୍ସାହ ଓ ଉଦ୍ଦୀପନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ |ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର (କବିରାଜ ଦୁର୍ଗା)ଭବାନୀପାଟଣା, ୧୫/୮: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ଶନିବାର ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା…
Read Moreମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ-୬ଛତିକୁଡ଼ା ଛକରେ ଖାଲଖମାରେ ହନ୍ତସନ୍ତ ଯାତ୍ରୀ ଓ ବ୍ୟବସାୟୀ, ତୁରନ୍ତ ମରାମତି ଦାବି
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର(କବିରାଜ ଦୁର୍ଗା)ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଛତିକୁଡ଼ା ଛକ ଦେଇ ଯାଇଥିବା ରାଜ୍ୟ ରାଜପଥ-୬ର ଦୁରବସ୍ଥା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ଧୂଳି ଓ କାଦୁଅ ଯୋଗୁଁ…
Read More୮୦ତମ ସ୍ୱାଧୀନତା ଦିବସ ଅବସରରେ ମୟୂରଭଞ୍ଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସୌଜନ୍ୟରୁ ଏବଂ ଭାରତୀୟ ରେଡକ୍ରସ ସଂସ୍ଥା (ଜିଲ୍ଲା ଶାଖା, ମୟୂରଭଞ୍ଜ) ଆନୁକୂଲ୍ୟରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରି ମାନବସେବାର ମହାନ…
Read Moreବାରିପଦାରେ ସ୍ୱାଧୀନତା ଦିବସ ପାଳିତ
ଆଜି ବାରିପଦା ସହରରେ ମହାସମାରୋହରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
Read Moreକିଶୋର ନ୍ୟାୟ ବ୍ୟବସ୍ଥାର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”
କିଶୋର ନ୍ୟାୟ ବ୍ୟବସ୍ଥାର ଗତ ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ, ଉପଲବ୍ଧି ଓ ଆହ୍ୱାନ ସମୀକ୍ଷା କରିବା ସହ ଏହାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ ଓ ଶିଶୁ-ଅନୁକୂଳ କରିବା ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ବ୍ରହ୍ମପୁର ସିଭିଲ୍ କୋର୍ଟ ପରିସରସ୍ଥିତ ଆଞ୍ଚଳିକ ନ୍ୟାୟିକ ଏକାଡେମୀଠାରେ ଆଜି ଅନୁଷ୍ଠିତ…
Read Moreପାଟଣା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ପାଟଣା- ବିଜେପି ତରଫରୁ ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ ଙ୍କ ସଂଯୋଜନା ରେ ଆଜି ପାଟଣା ମୁଖ୍ୟାଳୟ ଠାରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆନନ୍ଦେଶ୍ୱର ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପାଟଣା ବଜାର ଦେଇ ବ୍ଲକ କାର୍ଯ୍ୟାଳୟ ଯାଏ ଯାଇଥିଲା।କାର୍ଯ୍ୟକ୍ରମ…
Read Moreନିର୍ବାଚନ ସାକ୍ଷରତା କ୍ଳବ କୁଇଜ୍ ପ୍ରତିଯୋଗିତା
ବ୍ରହ୍ମପୁର:- ବ୍ରହ୍ମପୁର ଉପଖଣ୍ଡ ନିର୍ବାଚ଼ନ ସାକ୍ଷରତା କ୍ଲବ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଉପ ଜିଲ୍ଲାପାଳ ଅବିନାଶ କୁମାର ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସୁବ୍ରତ ରାମ ବିରାମ ଶତପଥିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ବ୍ରହ୍ମପୁର ଉପଖଣ୍ଡର ୧୩ଟି…
Read More