ସେବା ପ୍ରଦାନରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବରଦାସ୍ତ କରାଯିବନି: ମୋହନ ସରକାର !!
ଓଡ଼ିଶା ଜନସେବା ଅଧିକାର ଆଇନ ୨୦୧୨ ଅନ୍ତର୍ଗତ ପ୍ରତ୍ୟେକ ସରକାରୀ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ନ ହେଲେ ସ୍ବୟଂକୃତ ଭାବେ ତାହା ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିବ। ସ୍ବତଃ ଆବେଦନ (ଅଟୋ ଅପିଲ୍) ବ୍ୟବସ୍ଥା ଅବହେଳା କରିଥିବା ଅଧିକାରୀଙ୍କୁ ଚିହ୍ନଟ କରିବା ସହିତ ଆବେଦନକାରୀଙ୍କୁ ଉଚିତ ସମୟରେ ସେବା…
Read Moreଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାରେ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁଙ୍କ ମୃତ୍ୟୁ, ୬ ଗୁରୁତର
ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାର ବିଶେଷ ନବଜାତ ଶିଶୁ ଯତ୍ନ ବିଭାଗ (SNCU/NICU) ରେ ଆଜି (୨୪ ଅଗଷ୍ଟ) ଭୋର ପ୍ରାୟ ୩:୩୦ ସମୟରେ ଏକ ସର୍ଟ ସର୍କିଟ୍/ଭେଣ୍ଟିଲେଟର ବିସ୍ଫୋରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ନବଜାତ ଶିଶୁଙ୍କର ପ୍ରାଣହାନି ଘଟିଥିବା…
Read MoreMMDR-2026 ଆଇନ ପ୍ରତ୍ୟାହାର ଦାବିରେ ସର୍ବଦଳୀୟ ପ୍ରତିବାଦ ||
MMDR-2026 ଆଇନ ପ୍ରତ୍ୟାହାର ଦାବିରେ ଭବାନୀପାଟଣାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସର୍ବଦଳୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆଇନର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଭିନ୍ନ ଦଳର ନେତାମାନେ ଏକଜୁଟ ହୋଇ ଜନସ୍ୱାର୍ଥ, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସ୍ୱର…
Read Moreଏବେ ଛାଡିବନି ବର୍ଷା ! ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଗାଣ ବର୍ଷା, ସେପ୍ଟେମ୍ବରରେ ପୁଣି ଲଘୁଚାପ…
ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆ ଆକଳନରେ ସୂଚନା ଦିଆଯାଇଛି କି ଯେ,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧…
Read Moreହରେକୃଷ୍ଣ ସାହୁଙ୍କ କାହାଣୀ “ବହୁରୂପୀ : ଦୁଃଖର ବଣିକ”
ବଜାର ଛାଡି଼ଲି ରାତି ୧୧.୩୦ ରେ। ମନେ ମନେ ଗୋଟେ ଗୀତ ଗୁଣୁ ଗୁଣେଇ ଘର ଆଡକୁ ଚାଲିଛି। ଗୀତଟାର ଅର୍ଥହେଲା ମଣିଷ ଜୀବନରେ କିଛି ଦୁଃଖ ନାହିଁ। କାରଣ ସାରା ପୃଥିବୀଟା ତା’ ହାତରେ ଅଛି। ଠିକ ବଜାର ମୁଣ୍ଡରେ ପହଞ୍ଚିଲି ଜଣେ ଲୋକ ଗାଡି଼ ଅଟକାଇବାପାଇଁ ହାତ ଦେଖାଇଲେ। ମାନେ ଲିଫ୍ଟ ଦରକାର।ଅଟକାଇଲି,ବାଁ ପଟ…
Read Moreନାବାଳିକା ଦୁଷ୍କର୍ମ ମାମଲା, ପୂଜକଙ୍କୁ ୨୦ ବର୍ଷ ଜେଲ୍ ସମେତ ୩.୩୦ ଲକ୍ଷ ଜରିମାନା: !!
କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର, ମାମଲାର ବିଚାର କରି ଜଣେ ପୂଜକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ନନ୍ଦିପଦା ଥାନା ଅନ୍ତର୍ଗତ ତମ୍ପାଳ ଗ୍ରାମର ୨୬ ବର୍ଷୀୟ ଅପରାଧୀ ପୂଜକ ମଦନ ମୋହନ ପାଣିଗ୍ରାହୀଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେଟ ୩ ଲକ୍ଷ ୩୦ ହଜାର ଟଙ୍କା…
Read Moreବନ୍ଧୁକ ମୁନରେ ଲୁଟ୍, ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ: ମୁରୁଡା, ମୟୂରଭଞ୍ଜ ||
ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା କ୍ଷେତ୍ର ରେ ଏକ ଜଘନ୍ୟ ଲୁଟର ଖବର ହସ୍ତଗତ ହୋଇଛି । ନୂଆଗାଁ ପୋଖରୀ ନିକଟରେ କୋଷ୍ଠା ଅଞ୍ଚଳର ଗହଣା ବ୍ୟାପାରୀ ତପନ ବେହେରାଙ୍କୁ ବନ୍ଧୁକ ମୁନାରେ ଲୁଟ କରିଛନ୍ତି ଲୁଟେରା |ତପନ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗହଣା ବ୍ଯାଗରେ ତାଙ୍କ ସାପ୍ତାହିକ ହାଟ ଦୋକାନର ସମସ୍ତ…
Read More୨୪ଜଣ ଚାଳକ ଦଳ ସଦସ୍ୟଙ୍କ ଜୀବନ ସଙ୍କଟରେ ? ପାରାଦୀପ ରୁ ଚାଇନା ଯାଉଥିବା ମାଲବାହୀ ଜାହାଜ ନିଖୋଜ !!
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଯାଉଥିବା ଏକ ମାଲବାହୀ ଜାହାଜ ଓଡ଼ିଶା ଉପକୂଳଠାରୁ ପ୍ରାୟ ୨୦୦ ନଟିକାଲ୍ ମାଇଲ୍ ଦୂରରେ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ନିଖୋଜ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ଜାହାଜରେ ମୋଟ ୨୪ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍ ନାଗରିକ, ଜଣେ…
Read Moreଘରୋଇ କଳହ ପରେ ଯୁବକଙ୍କ ମୃତ୍ୟୁ, କଲମପୁର ପୁଲିସର ତଦନ୍ତ ଜାରୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧୀନ କର୍ମେଲି ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା। ଘରୋଇ କଳହ ପରେ ଯୁବକ ଜଣକ ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଘଟଣାରେ କଲମପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି। ସୂଚନା ଅନୁସାରେ, ଘଟଣା ପୂର୍ବରୁ ସୁମନ୍ତ…
Read Moreତେଲେଙ୍ଗାନାରୁ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ : ଗୋଲାମୁଣ୍ଡା,କଳାହାଣ୍ଡି ||
ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁର ବିକାଶ ଚନ୍ଦ୍ର ଜାଲ (୨୮)। ତାଙ୍କ ମୃତଦେହକୁ ତେଲେଙ୍ଗାନାରୁ ନିଜ ଗାଁକୁ ଆଣିବାରେ ‘ବିନ୍ଦୁମିନା…
Read More