ଚାରି ଗୃହିଣୀଙ୍କ ଶାଢ଼ୀ ପ୍ରଦର୍ଶନୀ, ଅନନ୍ୟ ପ୍ରୟାସ : ବାରିପଦା
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବୁଢୀଖମାରୀର ଚାରି ଗୃହିଣୀ ମିଶି ଏକ ଶାଢ଼ୀ ପ୍ରଦର୍ଶନୀର ଆୟୋଜନ କରିଛନ୍ତି I ଆଗାମୀ ପାର୍ବଣ ଋତୁକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳର ଚାରି ଗୃହିଣୀ ଦେବଦାସୀ ମଣ୍ଡଳ, ଶ୍ଵେତା ମହାନ୍ତି, ଦିବ୍ୟାଭାରତୀ ସାହୁ ଓ ଅନୁପମା ବେହେରା ମିଶି “ସଖୀ କଲେକ୍ସନ” ନାମରେ…
Read Moreଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି “ପ୍ରକାଶ” ଗିରଫ :‘ଟାର୍ଗେଟ କିଲିଂ’ ର ଅଭିଯୋଗ !
ରାଉରକେଲା ସହରରେ ବହୁ ଚର୍ଚ୍ଚିତ ପାନପୋଷ ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଓ ଅପରାଧୀ ଗିରଫ ଘଟଣାର ମାଷ୍ଟର ମାଇଣ୍ଡ ପଳାତକ ପ୍ରକାଶ ପାଶ୍ୱାନକୁ ପୁଲିସ ଓଡ଼ିଶାକୁ ଆଣିଛି। ପାନପୋଷ ସର୍କିଟ ହାଉସ୍ରୁ ୪ଟି ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ଜବତ ହେବା ସହରର କୁଖ୍ୟାତ ଅପରାଧୀମାନଙ୍କୁ ସଂଗଠିତ କରି ଅପରାଧ ଘଟାଇବା…
Read Moreଆଜିଠାରୁ ମିଳିବ ସୁଭଦ୍ରା ଟଙ୍କା ? ଏକା ସାଙ୍ଗରେ ମିଳିବ ୫ଟି ଯାକ ବାକି ଥିବା କିସ୍ତି ||
ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ (୧.୦୩ କୋଟିରୁ ଅଧିକ) ମହିଳା ଉପକୃତ ହେବେ। ସୂଚନା ଅନୁଯାୟୀ, ଏହି ୫ମ କିସ୍ତି ପାଇଁ ରାଜ୍ୟ ସରକାର ମୋଟ…
Read MoreBIG BREAKING:-ନିଖୋଜ “କୁଳସୁମ” ସୁରକ୍ଷିତ, ପିତାଙ୍କ ସହିତ ଫୋନ ଯୋଗେ ହେଲା ଯୋଗାଯୋଗ !
ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା କୁଲସୁମ_ନିଗାର, ଆଜି ଏବେ ଏବେ ନିଜ ପରିବାର ସହିତ ସମ୍ପର୍କ ସ୍ଥାପନ କରିଛନ୍ତି | ସେ ସୁରକ୍ଷିତ ଥିବା ସୂଚନା ତାଙ୍କ ପିତା ଫକୀରା ଭାଇ ଜଣାଇଛନ୍ତି ! ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର କୁଲସୁମ ନିଖୋଜ ଥିଲେ…
Read Moreସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା “କୁଲସୁମ” ନିଖୋଜ : ବାରିପଦା
ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା କୁଲସୁମ ନିଗାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ଛାଇ…
Read Moreବାରିପଦାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “କୁମାର ଉତ୍ସବ କମିଟି” ର ବୈଠକ ଅନୁଷ୍ଠିତ ||
ସଂସ୍କୃତିର ସହର ବାରିପଦାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ କମିଟି ତରଫରୁ ୨୦୨୬ କୁମାର ଉତ୍ସବ ପାଳନ କରାଯିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ଚଳିତ ବର୍ଷ କୁମାର ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବା ପାଈଁ ନିଷ୍ପତ୍ତି…
Read MoreMMDR ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ: ବାରିପଦା
ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା…
Read Moreପାହାଡ଼ରୁ ଖସିଲା ଅତଡ଼ା,ରାସ୍ତା ଅବରୋଧ ! ଯାତାୟାତ ସୁଗମ କଲେ ଗ୍ରାମବାସୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଡ଼ସିଲ ଗ୍ରାମରୁ ତଳ ହାଡ଼ସିଲ ପୋଡ଼ାକୁ ଯାଇଥିବା ରାସ୍ତା ଉପରେ ଲଗାଣ ବର୍ଷା କାରଣ ବଶତଃ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ। ଯାତାୟାତ ଠପ୍ ହୋଇପଡ଼ିବା ପରେ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ନିଜେ ରାସ୍ତା ସଫା କରିବାରେ…
Read Moreଦେଶ ପାଇଁ ଚୀନରେ ଖେଳିବେ, ମୟୂରଭଞ୍ଜ ଗୌରବ “ସନ୍ଧ୍ୟାରାଣୀ”
ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ରଗବି (Rugby)…
Read Moreଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବସନ୍ତ କୁମାର ନାୟକ ଗିରଫ: ୭୩.୪୪ ଲକ୍ଷ ଟଙ୍କାର ହରିଲୁଟ୍ ମାମଲା !
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାଇଡାସ୍ଥିତ ଦୂତିକା ସାହୁ କଲେଜର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷ (ଏବଂ ବର୍ତ୍ତମାନର ରାଜନୀତି ବିଜ୍ଞାନ ଅଧ୍ୟାପକ) ଡ. ବସନ୍ତ କୁମାର ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି। ସରକାରୀ ଅନୁଦାନର ପ୍ରାୟ ୭୩.୪୪ ଲକ୍ଷ (୭୩,୪୪,୯୫୦) ଟଙ୍କା…
Read More