ଭାରତୀୟ ସେନାକୁ ରାଖୀ ପଠାଇଲେ ସ୍କୁଲର ଛାତ୍ରଛାତ୍ରୀ: ଭବାନୀପାଟଣା ||
ପବିତ୍ର ରକ୍ଷାବନ୍ଧନ ଅବସରରେ ଦେଶର ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାଖୀ ପଠାଇ ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶର ସୁରକ୍ଷାରେ ନିୟୋଜିତ…
Read Moreମଦନପୁର ରାମପୁରରେ ୧୬୨ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ : କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୧୬୨ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ରଜାମୁଣ୍ଡା ନିକଟରେ ୫୯ ନମ୍ବର ଜାତୀୟ ରାଜପଥରୁ ଏକ ଗଞ୍ଜେଇ ବୋଝେଇ କାର ଜବତ କରାଯାଇଛି।ଘଟଣାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ…
Read Moreମୟୂରଭଞ୍ଜ ଅବକାରୀ ଅଧିକାରୀଙ୍କ ଉପରେ ମଦ ଆଫିଆଙ୍କ ଅତର୍କିତ ଆକ୍ରମଣ : କରଞ୍ଜିଆ
ସ୍ପଷ୍ଠ ଦିବାଲୋକ ରେ ମଦମାଫିଆ ଙ୍କ ଆତଙ୍କ | ଜାତୀୟ ରାଜପଥ ରେ କରଞ୍ଜିଆ ଅବକାରୀ ବିଭାଗର OICଙ୍କ ଉପରେ ମଦମାଫିଆଙ୍କ ଅତର୍କିତ ଆକ୍ରମଣ କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚା ର ବିଷୟ ପାଲୋଟି ଯାଇଛି | ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏହି ଆକ୍ରମଣର ଲାଇଭ ଭିଡିଓ | ସୂଚନା ଅନୁସାରେ ଦୁର୍ବୁତ୍ତଙ୍କୁ କାବୁ କରିବାରେ…
Read Moreବନ୍ଦେ ମାତରମ୍ ବିବାଦ: କଂଗ୍ରେସ BJP ମୁହାଁମୁହିଁ ! BJPର ୧୦-ଦଫା ସଂକଳ୍ପ ପାରିତ !!
ବନ୍ଦେ ମାତରମ୍ ବିବାଦ: କଂଗ୍ରେସ ଦଳ ବନ୍ଦେ ମାତରମ୍ର କେବଳ କିଛି ନିର୍ଦ୍ଦିଷ୍ଟ ପଦ ଗାଇବାକୁ ନେଇ ଆପଣାଯାଇଥିବା ଆଭିମୁଖ୍ୟକୁ ଭାଜପା (BJP) ଦୃଢ଼ ନିନ୍ଦା କରିବା ସହ ଏକ ଶକ୍ତିଶାଳୀ ୧୦-ଦଫା ସଂକଳ୍ପ ପାରିତ କରିଛି। ଏହାକୁ ଭୋଟ-ବ୍ୟାଙ୍କ ରାଜନୀତି ଆଖ୍ୟା ଦେଇ ଦଳ ସାରା ଦେଶରେ ପ୍ରତିବାଦ କରିବାକୁ ସଂକଳ୍ପ…
Read Moreଶିଳ୍ପ ଓ ବାଣିଜ୍ୟ ବିଭାଗର MSME ନିର୍ଦ୍ଦେଶକ ନିଖୋଜ : ଲାଷ୍ଟ ଲୋକେସନ୍ ଥିଲା ବିମାନବନ୍ଦର !
କର୍ଣ୍ଣାଟକର ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାର ଗତ ଦୁଇ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ଶିଳ୍ପ ଓ ବାଣିଜ୍ୟ ବିଭାଗରେ MSME ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ବେଳେ, ତାଙ୍କର ଶେଷ ଲୋକେସନ୍ ବେଙ୍ଗାଲୁରୁର…
Read Moreଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ଯକ୍ରମ ଉଦଯାପିତ
ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଆନୁକୂଲ୍ୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦଯାପନୀ ପର୍ବ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ଝାନ୍ସୀରାଣୀ କରାଟେ ଏକାଡେମୀର ପ୍ରଶିକ୍ଷକ କରାଟେ ବ୍ଲାକବେଲ୍ଟ ଶ୍ରୀ ପିମ୍ପୁନା…
Read Moreଗଞ୍ଜାମର ବିକାଶର ଚିତ୍ର: ମହିଳାଙ୍କ ଜୀବିକା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ||
ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ ଏକୀକୃତ ସଞ୍ଚାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀ, ମହିଳା ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ବିଷୟ ରହିଛି “୧୨ ବର୍ଷର ପରିବର୍ତ୍ତନଶୀଳ ଶାସନ” ଓ “ହର ଘର ତିରଙ୍ଗା”। ଗଞ୍ଜାମ ଜିଲ୍ଲା…
Read Moreମୟୂରଭଞ୍ଜ ପ୍ରତିଭା ଚର୍ଚ୍ଚିତଙ୍କ ଚର୍ଚ୍ଚା : N.P.C.I.L.ରେ ଯୁବ ବୈଜ୍ଞାନିକ ଭାବେ ଯୋଗଦାନ
ବାରିପଦା: ଖଡ଼ଗପୁର IITରେ ଅଧ୍ୟୟନରତ ଥିବା ବାରିପଦାର ଯୁବପ୍ରତିଭା ଚର୍ଚ୍ଚିତ କବି ଶତପଥୀ, ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଳ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ “ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ” (ଏନ୍.ପି.ସି.ଆଇ.ଏଲ୍.) ରେ ଯୁବ ବୈଜ୍ଞାନିକ (ଗ୍ରୁପ୍-ଏ)…
Read More‘GenZ’ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପିର ରଣନୀତି: ନିତିନ ନବୀନଙ୍କ ନୂଆ ଟିମ୍ ଗଠନ !!
ନିତିନ ନବୀନଙ୍କ ନେତୃତ୍ଵ ରେ BJP ଏକ ନୂଆ ଟିମ୍ ଗଠନ କରିଛି | ନୂଆ ଟିମ୍ ର ମୂଳ ଲକ୍ଷ୍ୟ, GenZ ଙ୍କ ସହ ସମ୍ପର୍କ ମଜଭୁତ କରିବା | ଏଥିପାଇଁ ଦଳ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ଓ ବିନୋଦ ତାୱଡେ ଏହି ଟିମ୍ରେ…
Read Moreଇଥାନଲ ପାଇଁ ଚିନି ସଙ୍କଟ! ମାସକରେ ଦର ୪୫% ବୃଦ୍ଧି
ଗୋଟିଏ ପଟେ ଦେଶରେ ପେଟ୍ରୋଲର ଗୁଣବତ୍ତା ବଢ଼ାଇବା ଓ ପ୍ରଦୂଷଣ କମାଇବା ପାଇଁ ଇଥାନଲ ମିଶ୍ରଣ (Ethanol Blending) ପ୍ରକ୍ରିୟା ଜୋରଦାର ଚାଲିଛି, ଅନ୍ୟପଟେ ଚିନି ଶିଳ୍ପ ଉପରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି। ଗତ ଗୋଟିଏ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୪୫% ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରାଯାଇଛି,…
Read More