ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଦୂର୍ବୃତ ଅପହରଣ କରିବା ଯୋଜନା ବିଫଳ: ବହଳଦା
ରାଇରଙ୍ଗପୁର :- ଦୀପକ କୁମାର ବେହେରାଙ୍କ ରିପୋର୍ଟ ସାବଧାନ ରୁହ ଦୂର୍ବୃତ ମାନଙ୍କ ଅପହରଣ କରିବାର ନୂତନତ୍ବର ଯୋଜନ ଆପଣାଉଛନ୍ତି । ଶିକ୍ଷକ ଓ ଅଭିଭାବକ ମାନଙ୍କର ଗୁରଦାୟିତ୍ବ କୁ ଯେପରି ଅବହେଳା ନ କରାଯାଇ , ବର୍ତ୍ତମାନ ଯୁଗ ପରିବର୍ତ୍ତନ ଶୀଳ ସହିତ ଲୁଟ ଲୁଟେରା ଡକାୟତ ଚୋର ଚିନ୍ତାଇ ଲୋକଙ୍କ ପାଇଁ…
Read Moreକଳାହାଣ୍ଡି ଜିଲ୍ଲା: ୪,୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ା ସର୍ବସମ୍ମତିକ୍ରମେ ଅନୁମୋଦିତ !
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର…
Read Moreହାତୀ ଭୟରେ, ବିଦ୍ୟୁତ୍ ବିଚ୍ଛିନ୍ନ ଅନ୍ଧାରରେ ଗ୍ରାମବାସୀ, ଠପ୍ ପଡ଼ିଛି ପାନୀୟ ଜଳ ଯୋଗାଣ !
କଳାହାଣ୍ଡି: ଗୋଟିଏ ପଟେ ହାତୀ ଆତଙ୍କ, ଅନ୍ୟପଟେ ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ଅନ୍ଧାର ଓ ପାନୀୟ ଜଳ ସଙ୍କଟ। ଏଭଳି ଦୁଇମୁହାଁ ସମସ୍ୟାରେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ କାଠଜାଣିପଦର ଗ୍ରାମବାସୀ।ସୂଚନା ଅନୁଯାୟୀ, ଜଙ୍ଗଲ ନିକଟରେ ଥିବାରୁ କାଠଜାଣିପଦର…
Read Moreବଡଡାଳିମା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ||
ତିରିଙ୍ଗ ୧୬/୮( KMP ) :- ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ମ୍ବରୁଦ୍ଧର ସାମନ୍ତରାୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି…
Read Moreଭାଇରାଲ ଭିଡିଓ ପାଇଁ, ମୟୂରଭଞ୍ଜ ପୋଲିସ ASI ଭୀମସେନ ମଲ୍ଲିକ ନିଲମ୍ବିତ !!
ମୋରଡା : ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା…
Read Moreତାଣ୍ଡବ ରଚିବ ସୁବର୍ଣ୍ଣରେଖା : ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା
ଭୁବନେଶ୍ୱର (KML): ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା…
Read Moreଦୃଷ୍ଟି ଆଢୁଆଳରେ ବଡ ସିନ୍ଦେର ଜଳପ୍ରପାତ | ଅବହେଳିତ ଅବସ୍ଥା ରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ||
ଥୁଆମୂଳ ରାମପୁର (KML): ପ୍ରକୃତିର କୋଳରେ ଲୁଚି ରହିଛି କଳାହାଣ୍ଡିର ଆଉ ଏକ ଅପୂର୍ବ ପ୍ରାକୃତିକ ସମ୍ପଦ—ବଡ ସିନ୍ଦେର ଜଳପ୍ରପାତ। ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗ୍ରାମର ଭୂତଗୁଡା ନିକଟରେ ଥିବା ଏହି ଜଳପ୍ରପାତ ବେଣାଖମାର ସଂରକ୍ଷିତ ଜଙ୍ଗଲର ସବୁଜିମା ମଧ୍ୟରେ ନିଜର…
Read Moreପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା : ଥୁଆମୂଳ ରାମପୁର ବ୍ଲକ,କଳାହାଣ୍ଡି ||
କଳାହାଣ୍ଡି/ଥୁଆମୂଳ ରାମପୁର :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ଯୋଗୁଁ କୋମଳମତି ଶିଶୁ ଓ ଗର୍ଭବତୀ ମାଁ ମାନେ ଏହି ବିପଦପୂର୍ଣ୍ଣ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି।…
Read Moreରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ,ରିତେଶ କୁମାର ମୁଣ୍ଡ |
କଳାହାଣ୍ଡି / କୋକସରା: ମାନବିକତାର ପରିଚୟ ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ରକ୍ଷାରେ ସହାୟତା କରିଛନ୍ତି ଯୁବ ସାମ୍ବାଦିକ ରିତେଶ କୁମାର ମୁଣ୍ଡ। ତାଙ୍କର ଏହି ମହତ୍ ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ…
Read Moreରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ବ ‘ଆମ ବସ୍’ କ୍ଷତିଗ୍ରସ୍ତ !
ଭୁବନେଶ୍ୱର, ବୁଧବାର: ଅନଲାଇନ୍ ଚାଳକଙ୍କ ଆନ୍ଦୋଳନକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଅଞ୍ଚଳରେ ବୁଧବାର ଉତ୍ତେଜନା ସୃଷ୍ଟି ହୋଇଛି। ଆନ୍ଦୋଳନର ତୃତୀୟ ଦିନରେ ଓଲା, ଉବେର, ରାପିଡୋ ସମେତ ବିଭିନ୍ନ ଆପ୍ଭିତ୍ତିକ ଅଟୋ, ବାଇକ୍ ଓ କ୍ୟାବ୍ ଚାଳକ ଲୋୟର ପିଏମ୍ଜିରେ ଏକାଠି ହୋଇଥିଲେ। ଚାଳକଙ୍କ ସଂଖ୍ୟା…
Read More