ଲଗାଣ ବର୍ଷାରେ ମାଟି କାନ୍ଥ ଘର ଭୁଶୁଡି ମହିଳା ମୃତ : ରାଇରଙ୍ଗପୁର
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ଘଟିଛି ଅଘଟଣ। ଲଗାଣ ବର୍ଷାରେ ମାଟିକାନ୍ଥ ଘର ଭୁଶୁଡି ପଡିବା ଫଳରେ ଘର ଭିତରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ (୪୯) ସେ ଦୀର୍ଘଦିନ ଧରି ମାତକମଡ଼ିହି ଗାଁରେ ଥିବା ନିଜ ବାପଘରେ…
Read Moreକଳାହାଣ୍ଡିରେ ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା : ୧୭ ରୁ ୧୭ !!
ଭବାନୀପାଟଣା: ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା ଭବାନୀପାଟଣାସ୍ଥିତ ହୋଟେଲ ଅମରାପାଳି କ୍ଲାସିକ୍ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ…
Read Moreବଣିକ ସଙ୍ଘ ସଭାପତି ସୌରଭ ଙ୍କୁ ନିସର୍ତ୍ତ ଜାମିନ : ମୋରଡା, ମୟୂରଭଞ୍ଜ ||
ମୋରଡା ବଣିକ ସଙ୍ଘ ର ସଭାପତି ସୌରଭ ମହାନ୍ତି ଙ୍କ ସହିତ ମୋରଡା କୋର୍ଟ ରେ କାର୍ଯ୍ୟରତ କନେଷ୍ଟବଳ ଙ୍କ କୌଣସି କାରଣ ବଶତ ବାଚସା ହୋଇଥିଲା,ବହୁ ପୁରୁଣା ଘଟଣା କୁ କେନ୍ଦ୍ର କରି କନେଷ୍ଟବଳ କମଳ ଲୋଚନ ମହାନ୍ତ ଙ୍କୁ ଗାଳି ଗୁଲଜ କରିଥିଲେ, ବୋଲି ଅଭିଯୋଗ ହୋଇଥିଲା,ପରବର୍ତୀ ସମୟ ରେ ଉଭୟ ଙ୍କ ମଧ୍ୟରେ ୱପସ ସମାଧାନ…
Read Moreରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ୬୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ● ଲଘୁଚାପ ବର୍ଷା ଯୋଗୁଁ ପ୍ଯାରେଡ ପ୍ରଦର୍ଶନ ପ୍ରତିଯୋଗିତା ବାତିଲ !
ରାଇରଙ୍ଗପୁର ପୌରପରିଷଦ ପରିସରରେ ଆଜି ୬୬ତମ ନିଖିଳ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସହରର ବିକାଶ ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ ନିଆଯାଇଥିଲା। ପରେ ପରେ ସହରର ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି…
Read Moreରାହୁଲ ଗାନ୍ଧୀଙ୍କ ବିରୋଧରେ FIR:କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଲୋକସଭାର ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ (FIR) କୁ ବିରୋଧ କରି କର୍ଣ୍ଣାଟକର କଲାବୁରାଗୀ ଜିଲ୍ଲା କଂଗ୍ରେସ କମିଟିର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାଟି କ’ଣ? ଗତ ଅଗଷ୍ଟ ୮ ତାରିଖରେ ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ AICC ସଭାପତି…
Read Moreମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା, ମାଡି ଆସୁଛି ପ୍ରଳୟଙ୍କାରୀ ଆଶଙ୍କା !
ଶିମିଳିପାଳର ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ, ବୁଢାବଳଙ୍ଗ ନଦୀ ସମେତ ଅନ୍ୟ ନଦୀ ଗୁଡିକ ଉଗ୍ରରୂପ ନେଉଛି, ତତ୍ସାହିତ ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା…
Read Moreମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ!
୧ ସେପ୍ଟେମ୍ବର ୨୦୨୬ (ମଙ୍ଗଳବାର) ଦିନ ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟ ଥାନା ଅନ୍ତର୍ଗତ କୁସୁମବା ଗ୍ରାମରେ ଥିବା ତାଙ୍କ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ୨୮ ବର୍ଷୀୟା ବୃଷ୍ଟିଙ୍କ ମୃତ୍ୟୁକୁ…
Read More୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ , ନଗଦ ୭,୨୯,୨୦୦ ଟଙ୍କା ଜବତ : କେନ୍ଦୁଝର
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଜିଲା…
Read Moreକଲମରେ ବନ ମହୋତ୍ସବ,ଗଛ ଲଗାଇ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀ:ଭବାନୀପାଟଣା
ଉତ୍ତର କଳାହାଣ୍ଡି ବନ ବିଭାଗ ଓ କଲମ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲମଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମର୍ଥନ ଏବଂ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ…
Read Moreପାଟରା ସମାଜ, ମୟୁରଭଞ୍ଜ ତରଫରୁ ପIଟବସ୍ତ୍ର ପ୍ରଦାନ ଓ ରାକ୍ଷୀସେବା
ପIଟରା ସମାଜ ମୟୁରଭଞ୍ଜ ତରଫରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପIଟବସ୍ତ୍ର ପ୍ରଦାନ ଓ ରାଖୀସେବା କାର୍ଯ୍ୟକ୍ରମ ମହାସମIରୋହରେ ପାଳିତ ହୋଇଯାଇଛି I ପାଟରା ଜାତିର ପରମ୍ପରା ଅନୁଯାଇ ଶ୍ରୀ ବଳଦେବ ଜିଉଙ୍କ ଜନ୍ମ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପIଟବସ୍ତ୍ର ପରିଧାନ…
Read More