୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ , ନଗଦ ୭,୨୯,୨୦୦ ଟଙ୍କା ଜବତ : କେନ୍ଦୁଝର
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଜିଲା…
Read Moreକଲମରେ ବନ ମହୋତ୍ସବ,ଗଛ ଲଗାଇ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀ:ଭବାନୀପାଟଣା
ଉତ୍ତର କଳାହାଣ୍ଡି ବନ ବିଭାଗ ଓ କଲମ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲମଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମର୍ଥନ ଏବଂ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ…
Read Moreପାଟରା ସମାଜ, ମୟୁରଭଞ୍ଜ ତରଫରୁ ପIଟବସ୍ତ୍ର ପ୍ରଦାନ ଓ ରାକ୍ଷୀସେବା
ପIଟରା ସମାଜ ମୟୁରଭଞ୍ଜ ତରଫରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପIଟବସ୍ତ୍ର ପ୍ରଦାନ ଓ ରାଖୀସେବା କାର୍ଯ୍ୟକ୍ରମ ମହାସମIରୋହରେ ପାଳିତ ହୋଇଯାଇଛି I ପାଟରା ଜାତିର ପରମ୍ପରା ଅନୁଯାଇ ଶ୍ରୀ ବଳଦେବ ଜିଉଙ୍କ ଜନ୍ମ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପIଟବସ୍ତ୍ର ପରିଧାନ…
Read Moreଚାକିରିର ଶେଷ ଦିନରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ : ବାରିପଦା
ଅବସର ଦିନରୁ ହିଁ ପେନସନ୍ ପ୍ରଦାନ କରି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଆଜି ୩୧ ଅଗଷ୍ଟ ୨୦୨୬, ଚାକିରିର ଶେଷ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ଅବସରଗ୍ରହଣ…
Read Moreଡାକ୍ତରଖାନାରୁ ଫେରାର କଏଦୀ ଗିରଫ,୫ ଦିନ ପରେ ଧରିବାରେ ସଫଳ ହେଲା ପୁଲିସ୍ : ସୁନ୍ଦରଗଡ
ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି । ସେ ଗାଁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ । ଟେକଚାନ୍ଦ ପତ୍ନୀଙ୍କ ସହ ଉକ୍ତ ଜଙ୍ଗଲରେ ଲୁଚି ରହିଥିଲେ ।…
Read Moreହାତ ଧରିଲେ, ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା: କଂଗ୍ରେସ ଭବନ
ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କ ସମର୍ଥକ ସହ ବିଧିବଦ୍ଧ ଭାବରେ କଂଗ୍ରେସ ଯୋଗ ଦେଇଛନ୍ତି ରାମଚନ୍ଦ୍ର ହାଁସଦା ।କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସେ ଯୋଗ ଦେଇଛନ୍ତି ।…
Read Moreଜାତୀୟ କ୍ରୀଡ଼ା ଦିବସ ଅବସରରେ ବାରିପଦାରେ ସାଇକ୍ଲୋଥନ୍ ଆୟୋଜିତ: ବାରିପଦା
ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ସହିତ ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଫିଟନେସ୍ ପ୍ରତି ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦାରେ ଏକ ସାଇକ୍ଲୋଥନ୍ ଆୟୋଜିତ ହୋଇଥିଲା । ବାରିପଦା ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ଏହି…
Read Moreପତ୍ନୀ ଛଡା ସରକାରୀ ବାବୁଙ୍କ ଉପରେ ଲଗାମ ଲଗାଇଲେ ମୋହନ ମାଝୀ !
ଏଣିକି ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ କଟିବ ପତ୍ନୀ ଓ ପିଲାଙ୍କ ପାଇଁ ଭରଣପୋଷଣ ଖର୍ଚ୍ଚ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପତ୍ନୀ ଓ ସନ୍ତାନଙ୍କୁ ଭରଣ ପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read Moreରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ସଚେତନତା ସାଇକେଲ ଯାତ୍ରା ଓ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ||
ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ଐତିହାସିକ ସାର୍ବଜନୀନ ନିମନ୍ତେ ପୋଲିସ ମାନଙ୍କ ଦ୍ବାରା ସାଇକେଲ ଚଳାଇ ସଚେତନତା କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁର ସାପ୍ତାହିକ ହାଟ ବନ୍ଧର ଚତୁର୍ପାସ ରେ ସଫେଇ କରାଯାଇଥିଲା । ଏହା ରାଇରଙ୍ଗପୁର ପାଇଁ ଗୌରବାନ୍ବିତ ଥିଲା କାରଣ ପୋଲି କେବଳ ଶାନ୍ତି…
Read Moreମା’ ପଞ୍ଚୁବରାହୀ ମନ୍ଦିରକୁ ଗିଳିଲା ସମୁଦ୍ର : ହଜିଗଲା ଶତାବ୍ଦୀର ଆସ୍ଥା, ଐତିହ୍ୟ ଓ ପରିଚୟ ||
ସମୁଦ୍ର ନେଇଗଲା ସାତଭାୟାର ଶେଷ ପରିଚୟ। ଦୀର୍ଘଦିନ ଧରି ଜାରି ରହିଥିବା ଭୟଙ୍କର ସମୁଦ୍ର ଭୂକ୍ଷୟ ଶେଷରେ ଐତିହାସିକ ମା’ ପଞ୍ଚୁବରାହୀ ମନ୍ଦିରକୁ ମଧ୍ୟ ନିଜ ଗର୍ଭରେ ଲୀନ କରିଦେଇଛି। ଶତାବ୍ଦୀ ଧରି ସାତଭାୟାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ପରମ୍ପରାର ପ୍ରତୀକ ହୋଇ ଠିଆ ହୋଇଥିବା ଏହି ପୀଠ ଏବେ ଆଉ ଦୃଶ୍ୟମାନ…
Read More