ବହୁ ଚର୍ଚ୍ଚିତ ନର୍ଲାରେ ଡକାୟତି ମାମଲା: ୭ ଅଭିଯୁକ୍ତ କୋର୍ଟ ଚାଲାଣ,୩ ଅଭିଯୁକ୍ତ ଫେରାର ||
ଭବାନୀପାଟଣାର ବ୍ୟବସାୟୀ ଘନଶ୍ୟାମ ଅଗ୍ରୱାଲଙ୍କ ଟଙ୍କା ଲୁଟ୍ ମାମଲାରେ ନର୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ, ଗତ ଅଗଷ୍ଟ ୧୨ ତାରିଖରେ ନର୍ଲା ଥାନା ଅନ୍ତର୍ଗତ ଚିପୁଲ ନର୍ସରୀ ନିକଟରେ ଘନଶ୍ୟାମ…
Read Moreକବି ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକେଶ୍ୱର ନନ୍ଦଙ୍କୁ ଜାତୀୟ ପୁରସ୍କାର !
ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠିତ କବି କାର୍ତ୍ତିକେଶ୍ୱର ନନ୍ଦଙ୍କୁ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘India Individual Literature Excellence Award-2026’ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ହ୍ୟାପି ମୁମେଣ୍ଟ ଇଣ୍ଡିଆ…
Read MoreL&T କମ୍ପାନି ବିରୋଧରେ ସଙ୍ଗିନ ଅଭିଯୋଗ: ରାଇରଙ୍ଗପୁର !!
ରାୟରଙ୍ଗପୁର ବୃହତ ଜଳ ଯୋଗାଣ ପ୍ରକଳ୍ପରେ ଦୀର୍ଘ ବର୍ଷ ଧରି ଜଣେ କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ ଚନ୍ଦ୍ର ଗିରି। ନରେଶଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ତାଙ୍କୁ ୮ ଘଣ୍ଟାର ମଜୁରି ବା ଦରମା ଦେଇ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଉଥିଲା। ଏପରିକି ତାଙ୍କୁ ଇପିଏଫ୍, ଇଏସଆଇ ଓ ଦରମା ରସିଦ…
Read Moreକୁଡ଼ୁମୀଙ୍କୁ ଆଦିବାସୀ ମାନ୍ୟତା ଦାବି: ରାଇରଙ୍ଗପୁରରେ ବିଶାଳ ଶୋଭାଯାତ୍ରା:ରାଇରଙ୍ଗପୁର
କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ପୁନଃ ସାମିଲ କରିବା ଦାବିରେ ରାଇରଙ୍ଗପୁର ସହରରେ ଏକ ବିଶାଳ ଜନସଚେତନତା ମୂଳକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୬ ତାରିଖକୁ ‘କଳା ଦିବସ’ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଏହି…
Read More୧୯୬୧ର ଯୌତୁକ ନିଷେଧ ଆଇନ, ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ବାରିପଦା
ଯୌତୁକ ନିଷେଧ ଆଇନ, ୧୯୬୧ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଏ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
Read Moreକାଠଗଡ଼ାରେ DGP ଚୟନ, ଆଜି ବି ହୋଇପାରିଲାନି ସୁପ୍ରିମକୋର୍ଟରେ ଶୁଣାଣି !
ଓଡ଼ିଶା ପୁଲିସ ଡିଜି ନିଯୁକ୍ତିକୁ ନେଇ ଆଇନଗତ ଲଢ଼େଇ ଏବେ ଆହୁରି ଲମ୍ବା ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ୟ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚରେ ଏହି ମାମଲାର ଶୁଣାଣି ହେବାକୁ ଥିଲା। କିନ୍ତୁ ପିଟିସନର୍ ପକ୍ଷରୁ ରିଜଏଣ୍ଡର୍ ଦାଖଲ ହୋଇଥିବାରୁ କୋର୍ଟ ଏହାକୁ ଅଧ୍ୟୟନ କରିବା ପାଇଁ…
Read Moreବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍ଘାଟିତ । ଶୀଘ୍ର ୨୪x୭ ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୱାଟକୋର ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ||
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଲୋକାର୍ପଣ କଲେ ୩ଟି ପାନୀୟଜଳ କିଓସ୍କ | ଏହି ପାନୀୟଜଳ କିଓସ୍କଗୁଡ଼ିକ ବସ୍ଷ୍ଟାଣ୍ଡ ନିକଟ, ମା’ ଅମ୍ବିକା ପମ୍ପ ହାଉସ୍ ପରିସର ଏବଂ ଝୁବୁଲୀ ବନ୍ଦ ନିକଟରେ ସ୍ଥାପିତ ହୋଇଛି…
Read Moreଶୋଲେ ସିନେମା Style ରେ ଆତ୍ମହତ୍ୟା ଧମକ ଦେଲେ ଯୁବକ: ଦେବଗଡ
ନିଜ ପ୍ରେମିକା କୁ ପାଇବା ଲାଳସା ରେ, ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ମୋବାଇଲ ଟାୱାର ଉପରେ ଥିବା ଯୁବକ ହେଉଛନ୍ତି ନୁଭୁ ନାୟକ(୨୪)। ସେ ମୋବାଇଲ ଟାୱାର ଶିର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି…
Read Moreସୁନ୍ଦରିଆ ଶାଢୀ ପ୍ଯାକେଟ୍ ଭିତରେ ଗଞ୍ଜେଇ, Online ପାର୍ସଲ ଜରିଆରେ ଗଞ୍ଜେଇ ଚାଲାଣ:ବଲାଙ୍ଗୀର
ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ Onlineରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ି ବସିଲା ବଲାଙ୍ଗୀର ପୋଲିସ । କୋରିଆର ସର୍ଭିସ ଜରିଆରେ ଦିଲ୍ଲୀ, ଗଜିଆବାଦ ପରି ଅନେକ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ସୁନ୍ଦରିଆ ଶାଢୀ ପ୍ଯାକେଟ୍ ତିଆରି କରି ପାର୍ସଲରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ବଲାଙ୍ଗିର ଏସପି ଅଭିଳାଷ…
Read MoreJRC କାଉନସେଲରମାନଙ୍କ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ବୈଠକ,ସଂଯୋଜକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ : ବାରିପଦା
ଇଣ୍ଡିଆନ ରେଡ କ୍ରସ ସୋସାଇଟି,ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ କାଉନସେଲରମାନଙ୍କୁ ନେଇ ଏକ ବୈଠକ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More