ପୁରୁଣାପଡ଼ାରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ: ଭବାନୀପାଟଣା
ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଶୁକ୍ରବାର ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଭୋରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ବିଭିନ୍ନ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା।ଏହି ଅବସରରେ ଶ୍ରୀ…
Read Moreରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ | ଓଡିଶା ରାଜନୀତିରେ ହଟଚମକ !!
ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ରାଜଧାନୀ ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ, ଜନକଲ୍ୟାଣ ସମେତ ରାଜ୍ୟ…
Read Moreଭଡ଼ା ଘରେ ଗଞ୍ଜେଇ ଗୋଦାମ ! ୧ କ୍ୱିଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସଙ୍ଗକୁ ବିଡା ବିଡା ଟଙ୍କା ଜବତ, ୨ ଗିରଫ :
ପୁରୀ ସଦର ଅଞ୍ଚଳର ଗୋପାଳପୁର ଗାଁରେ ବଡ଼ଧରଣର ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରି ୧୭୬ ପ୍ୟାକେଟ୍ରେ ଥିବା ପ୍ରାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ସାହୁ (୫୫)…
Read Moreନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ନିଯୁକ୍ତି ପାଇଲେ ୩୩୬ ସବ୍-ଇନ୍ସପେକ୍ଟର
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା…
Read MoreCold Drinks ରେ ମଦ ମିଶାଇ ମହିଳାଙ୍କୁ ଗଣଦୁଷ୍କର୍ମ : ସୁକିନ୍ଦା
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଇଲାକାର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅସହାୟତା ସୁଯୋଗରେ ଜଣେ ପୂର୍ବ ପରିଚିତ ସହକର୍ମୀ ଓ ତା’ ସହଯୋଗୀ ଯୋଜନାବଦ୍ଧ ଭାବେ ବଡ଼ଚଣା ଥାନା ଚଣ୍ଡିଖୋଲ-ମହାବିନାୟକ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଡାକ ବଙ୍ଗଳାରେ, ଏହି…
Read Moreକଳାହାଣ୍ଡିର ୧.୬୮ ଲକ୍ଷ ଚାଷୀଙ୍କୁ CM କିସାନ ସହାୟତା, ଭୂମିହୀନ କୃଷକ ପରିବାର ଉପକୃତ ||
ଭବାନୀପାଟଣା: ରାଜ୍ୟ ସରକାରଙ୍କ ସିଏମ୍ କିସାନ ଯୋଜନା ଅଧୀନରେ ଜିଲ୍ଲାର ୧,୬୮,୮୬୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ୯୮୮ ଜଣ ଭୂମିହୀନ କୃଷକ ପରିବାରଙ୍କ ଖାତାକୁ ମୋଟ ୩୩ କୋଟି ୮୨ ଲକ୍ଷ ୧୮ ହଜାର ଟଙ୍କାର ସହାୟତା ରାଶି ପ୍ରତ୍ୟକ୍ଷ ଭାବେ ପ୍ରଦାନ କରାଯାଇଛି।ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ…
Read Moreକଳାହାଣ୍ଡିରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ : ଶୂନ୍ୟପଦ ପୂରଣ, ମାତୃ-ଶିଶୁ ମୃତ୍ୟୁହାର ହ୍ରାସ ଓ ଦୂରଦୁରାନ୍ତରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ଗୁରୁତ୍ୱ ||
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସିଏମ୍ କିସାନ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ମାତୃ…
Read MorePRM ମେଡିକାଲ କଲେଜକୁ ଚାଲିଲା ମୁଖ୍ୟମନ୍ତ୍ରୀ ବସ୍ : ବାରିପଦା
ବାରିପଦାବାସୀଙ୍କ ପାଇଁ ଯାତାୟତ କ୍ଷେତ୍ରରେ ଆଉ ଏକ ସୁବିଧା ଯୋଗ ହୋଇଛି। ବାଲେଶ୍ୱର ଗୋଲେଇରୁ ମୁର୍ଗାବାଡି, ବସ୍ଷ୍ଟାଣ୍ଡ ଦେଇ PRM ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଆରମ୍ଭ ହୋଇଛି। ବିଶେଷକରି ଚିକିତ୍ସା ପାଇଁ PRM ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ନିର୍ଭରଶୀଳ ରୋଗୀ,…
Read Moreସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍, ଛାତ୍ରଛାତ୍ରୀଙ୍କୁ ମିଳିବ ତୁରନ୍ତ ସହାୟତା: ମୁଖ୍ୟମନ୍ତୀ
ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ ନେଇ ଓଡ଼ିଶା ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩, ୨୦୨୬ରେ Ex-Gratia ଅନୁଦାନ ପ୍ରଦାନ ନେଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହା…
Read More