ସମ୍ପାଦକୀୟ: କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ! କେବେ ସୁଧୁରିବ ସ୍କୁଲ ପରିବହନ ବ୍ୟବସ୍ଥା ?
ବିହାର ଝାଡଖଣ୍ଡ ସବୁ ଠେ “ଯନ୍ତର ମନ୍ଥର” ସ୍ଥିତି | ସମଗ୍ର ଭାରତରେ ପ୍ରାୟତଃ, ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକୁଥିବା ବେଳେ, ଓଡିଶାରେ ଚିତ୍ର ଟିକିଏ ଅଲଗା। ସମ୍ପ୍ରତି କଟକ ମହାନଗରୀରେ ନିୟମଫାଙ୍କି ଚାଲୁଥିବା ୩ଟି ସ୍କୁଲ ବସକୁ ପରିବହନ ବିଭାଗ (MVI) ଜବତ କରିବା ଘଟଣା ଗଭୀର ଚିନ୍ତାର ବିଷୟ…
Read Moreଓଡିଶାର ରାଜ୍ୟପାଳଙ୍କ ଏଡିସି ରୂପେ ଦାୟିତ୍ୱ ଗ୍ରହଣ କଲେ ଅନୁଗୁ ଶିବା ମାରୁତି ରେଡ୍ଡୀ : ଓଡିଶା ଲୋକ ଭବନ
ଓଡିଶା ଲୋକ ଭବନରେ ଏକ ଔପଚାରିକ ସମାରୋହରେ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ, ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ପ୍ରଦାନ କରିଛନ୍ତି । ଗ୍ରହଣ କରିଥିବା ପଦବୀ ଟିକୁ ଏଡିସି (ଏଡ୍-ଡି-କ୍ୟାମ୍ପ) କୁହାଯାଏ । ଏଡିସି ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ,…
Read Moreବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍ ଉପରେ ଚଢ଼ାଉ : ରାଜ୍ୟ ବ୍ୟାପି ଅଭିଯାନ ?
କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ୩ଟି ବସ୍କୁ ଜବତ କରିଛନ୍ତି। ଯାଞ୍ଚ ବେଳେ ୨ଟି ବସ୍ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍ର ଫିଟନେସ୍ ନଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ବସ୍…
Read More‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି:ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ।
‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆଦିଲ୍ଲୀରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ…
Read Moreବିଜେଡି ସଂଖ୍ୟାଲଘୁ ସେଲ୍ର ନବକଳେବର; ସେଲ୍ର ସଭାପତି ଭାବେ ନିଜାମୁଦ୍ଦିନଙ୍କ ନାମ ଘୋଷଣା ||
ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍ର ନବକଳେବର କରିଛନ୍ତି। ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍.କେ. ନିଜାମୁଦ୍ଦିନଙ୍କୁ ରାଜ୍ୟ…
Read Moreପେଟରୁ ବାହାରିଲା ୯.୧ କିଲୋଗ୍ରାମର ବ୍ରଡ୍ ଲିଗାମେଣ୍ଟ ଫାଇବ୍ରଏଡ୍ :PRM ମେଡିକାଲ କଲେଜ, ବାରିପଦା
ରାଣୀଭୋଳ ଗ୍ରାମର ଜଣେ ୪୬ ବର୍ଷୀୟା ମହିଳା ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଅସୁସ୍ଥ ଥିଲେ। ପି.ଆର୍.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ନୂଆ ଜୀବନ ମିଳିଛି । ତାଙ୍କ ପେଟରୁ ଏକ ବିରାଟକାୟ ୯.୧ କିଲୋଗ୍ରାମ ଓଜନର ‘ବ୍ରଡ୍ ଲିଗାମେଣ୍ଟ…
Read Moreପ୍ରଶ୍ନ ଘେରରେ ସରକାରଙ୍କ ମାନବିକତା : ରାଜରାସ୍ତାରେ ଡିଗ୍ରୀଧାରୀ ଆଶାୟୀ ଶିକ୍ଷକ !!
ରାଜନେତା ଓ ଗୋଟିଏ ସରକାର ର ଅସଲ ପରିଚୟ ରାଜରାସ୍ତା ରୁ ମିଳେ। ସେପଟେ ସରକାରୀ ସ୍କୁଲରେ ୧ ଲକ୍ଷ ରୁ ଅଧିକ ଶିକ୍ଷକ ପଦବୀ ଖାଲି ଏପଟେ ୨ ବର୍ଷ ବିତିଗଲା ମୋହନ ସରକାର ଗୋଟିଏ ବି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କଲେ ନାହିଁ (ଯାହା କରିଛନ୍ତି ତାହା ବିଜେଡି ସମୟର) । ସରକାରୀ ସ୍କୁଲରେ…
Read Moreପାହାଡ଼ରୁ ମାଟି ଅତଡ଼ା ଧସି NH-5 ରେ ଯାତାୟାତରେ ବ୍ୟାଘାତ : କେନ୍ଦୁଝର
କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବାରବାଙ୍କ ଘାଟିରେ ଭୂସ୍ଖଳନ। ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜମାର୍ଗର ବାରବାଙ୍କ ଘାଟିରେ ଗତ ରାତିରେ ପାହାଡ଼ରୁ ମାଟି ଅତଡ଼ା ଧସି ରାଜପଥର ଗୋଟିଏ ପାର୍ଶ୍ୱର ଅଧା ଅଂଶ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଭୂସ୍ଖଳନ…
Read Moreପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି ମାମଲା ରେ ଭିଜିଲାନ୍ସ ରେଡ୍ : ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାରେ ବଡ଼ ଧରଣର ଭିଜିଲାନ୍ସ ରେଡ୍,୬ଟି ସ୍ଥାନରେ ଏକସାଙ୍ଗରେ ଚଢ଼ାଉ। ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ରଘୁନାଥପୁର ବ୍ଲକ୍ର ପାଟେଣୀ ଗାଁସ୍ଥିତ ପୈତୃକ ଘର ସମେତ ତାଙ୍କ ଅଫିସ ଓ ଶ୍ୱଶୁର ଘର ଆଦି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସୂଚନା ଅନୁସାରେ, ଭଞ୍ଜ କିଶୋର…
Read Moreସେବା ପ୍ରଦାନରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବରଦାସ୍ତ କରାଯିବନି: ମୋହନ ସରକାର !!
ଓଡ଼ିଶା ଜନସେବା ଅଧିକାର ଆଇନ ୨୦୧୨ ଅନ୍ତର୍ଗତ ପ୍ରତ୍ୟେକ ସରକାରୀ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ନ ହେଲେ ସ୍ବୟଂକୃତ ଭାବେ ତାହା ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିବ। ସ୍ବତଃ ଆବେଦନ (ଅଟୋ ଅପିଲ୍) ବ୍ୟବସ୍ଥା ଅବହେଳା କରିଥିବା ଅଧିକାରୀଙ୍କୁ ଚିହ୍ନଟ କରିବା ସହିତ ଆବେଦନକାରୀଙ୍କୁ ଉଚିତ ସମୟରେ ସେବା…
Read More