ସ୍ୱାୟତ୍ତ ଶାସନ ଦିବସରେ ବିକାଶର ବାର୍ତ୍ତା: ସୋଫିଆ ଫିର୍ଦୋଷ
ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରର ବିଭିନ୍ନ ୱାର୍ଡରେ ଉନ୍ନୟନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଲୋକଙ୍କ ମୌଳିକ ସୁବିଧାକୁ ଅଗ୍ରାଧିକାର ଦେଇ ବିଭିନ୍ନ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଉଦ୍ଘାଟନ କରାଯାଇଛି। ଏହି ଅବସରରେ କଟକ ମହାନଗର ନିଗମର ମେୟର ସୁଭାଷ ସିଂହ ଏବଂ ବାରବାଟୀ-କଟକ…
Read Moreଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରରେ ରାଜ୍ୟକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବାକୁ ଆହ୍ୱାନ ||
ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୨୦୨୫ ବର୍ଷ ପାଇଁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର’ ବିଭିନ୍ନ ବର୍ଗର କୃତୀ କ୍ରୀଡ଼ାବିତ୍, ପ୍ରଶିକ୍ଷକ, କ୍ରୀଡ଼ା ସାମ୍ବାଦିକ ଓ ସାହସୀ…
Read Moreବାଲିଯାତ୍ରାରେ ବନ୍ଦ ହେବ ବିପଦପୂର୍ଣ୍ଣ: ଦୋଳିମୀନା ବଜାର ଆସୋସିଏସନର କଡ଼ା ନିଷ୍ପତ୍ତି ||
କଟକ: ଚଳିତ ବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ବିପଦପୂର୍ଣ୍ଣ ତଥା ଅସୁରକ୍ଷିତ ଦୋଳି ଚାଲିବାକୁ ଦିଆଯିବ ନାହିଁ। ଏନେଇ ମୀନା ବଜାର ଆସୋସିଏସନ ପକ୍ଷରୁ କଡ଼ା ନିଷ୍ପତ୍ତି ନିଆଯାଇଛି।ଦୋଳିଗୁଡ଼ିକର ସୁରକ୍ଷା ଯାଞ୍ଚ, ମାନଦଣ୍ଡ ପାଳନ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ…
Read More୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ : ଜଣେ ଗିରଫ, କୋର୍ଟ ଚାଲାଣ କଲା ଖାରବେଳ ନଗର ଥାନା ପୋଲିସ
ଟ୍ରେଡିଂ କମ୍ପାନୀରେ ଟଙ୍କା ନିବେଶ କଲେ ପ୍ରତିମାସ ୧୦ ପ୍ରତିଶତ ଲାଭ ମିଳିବାର ପ୍ରଲୋଭନ ଦେଖାଇ ପ୍ରାୟ ୨ କୋଟି ୨୧ ଲକ୍ଷ ଟଙ୍କା ନିବେଶ କରାଇବା ଓ ଠକେଇ ଅଭିଯୋଗରେ ଖାରବେଳ ନଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ମୃତି ରଞ୍ଜନ ବେହେରା,…
Read Moreଉପକୂଳ ସୁରକ୍ଷା ପାଇଁ ଆସିବ ‘ARISE’ ପ୍ରକଳ୍ପ,ଉପକୂଳ କ୍ଷୟ ରୋକିବା ସହ ବ୍ଲୁ ଇକୋନୋମିକୁ ଗୁରୁତ୍ୱ ||
ଓଡ଼ିଶାର ଉପକୂଳ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବାସୀଙ୍କ ଜୀବିକା ସୁରକ୍ଷା ପାଇଁ ପ୍ରସ୍ତାବିତ ‘ARISE’ ପ୍ରକଳ୍ପ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। Asian…
Read Moreପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା : ମୋରଡା
ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଛାତ୍ରଛାତ୍ରୀ। ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ହୋଇ କାନ୍ଦି କାନ୍ଦି ବିଦ୍ୟାଳୟ ପରିସରକୁ ଭାବବିହ୍ୱଳ କରିଦେଇଥିଲେ ଛାତ୍ରଛାତ୍ରୀ। ଏପରିକି ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି…
Read Moreବିକାଶ ନାଁରେ ମାଳମାଳ ଯୋଜନା, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ: ଥୁଆମୁଳ, ରାମପୁର !!
କଳାହାଣ୍ଡି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ବିକାଶ ନାଁରେ ବିଭିନ୍ନ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ଥୁଆମୁଳ ରାମପୁର ବ୍ଲକର ଅନେକ ଦୁର୍ଗମ ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଯୋଗାଯୋଗ ଭଳି ମୌଳିକ ସୁବିଧା ଏବେବି ଅପହଞ୍ଚ…
Read More41ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଚତୁର୍ଥ ଦିନରେ ସଚେତନତା କାର୍ଯ୍ୟକ୍ରମ: ବ୍ରହ୍ମପୁର
ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷ୍ୟରୁ 41ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଚତୁର୍ଥ ଦିବସରେ ପୁରୁଣା ବ୍ରହ୍ମପୁରର ମେଣ୍ଟୁ ଛକରେ ସଚେତନତା ପଦଯାତ୍ରା ଓ ପଥପ୍ରାନ୍ତ ସଭା କରାଯାଇଛି I ଆଜିର କାର୍ଯ୍ୟକ୍ରମର ଅଧ୍ୟକ୍ଷ କେ.ନାନ୍ଦେଶୁ ସେନାପତି, ବକ୍ତବ୍ୟ ରଖି କହିଥିଲେ ଯେ ଭାରତରେ କରିନିଆ ଜନିତ ସମ୍ପୂର୍ଣ୍ଣ ବା…
Read Moreଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଶୋକସଭା ||
ବରିଷ୍ଠ ସାମ୍ବାଦିକ. କଣ୍ଠଶିଳ୍ପୀ. ତଥା ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭ୍ୟ. ନବକିଶୋର ମହାପାତ୍ର (ମୁନ୍ନା )ଙ୍କ ଅକାଳ ବିୟୋଗ ରେ କାର୍ଯ୍ୟକାରୀ ସଭାପତି. ଶ୍ରୀ ବିଚିତ୍ରନନ୍ଦ ବେଵାର୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଶୋକସଭା ପାଳନ କରାଯାଇଥିଲା.. ସମ୍ପାଦକ ଶ୍ରୀ ରମେଶ…
Read Moreବିକାଶ ଉଇସଡମ୍ ପାର୍କରେ ‘ଭିକନ୍ ଆଇକ୍ୟୁ-୨୦୨୬’: ପ୍ରଦର୍ଶିତ ହେଲା ୧୦୦ରୁ ଊର୍ଦ୍ଧ୍ୱ ବିଜ୍ଞାନ ପ୍ରକଳ୍ପ ||
ଭବାନୀପାଟଣାସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ବାର୍ଷିକ ବିଜ୍ଞାନ ମେଳା ‘ଭିକନ୍ ଆଇକ୍ୟୁ-୨୦୨୬’ ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ପରିକଳ୍ପନାକୁ ପ୍ରୋତ୍ସାହନ ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ,…
Read More