ଛାତ୍ରଶକ୍ତି ଆଗରେ ହାର ମାନିଲା ଝାଡ଼ଖଣ୍ଡ, ବିହାରରେ ଛାତ୍ର ଆନ୍ଦୋଳନର ଉଗ୍ର ରୂପ ନେବାର ଆଶଙ୍କ !!
ସମ୍ପାଦକୀୟ: ଦିଲ୍ଲୀପ ଚୌଧୁରୀଭୁବନେଶ୍ବର:- ନିକଟରେ ଝାଡ଼ଖଣ୍ଡରେ ଦେଖାଦେଇଥିବା ଛାତ୍ର ଆନ୍ଦୋଳନ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ୱାରା ସେମାନଙ୍କର ସମସ୍ତ ଦାବି ବା ସର୍ତ୍ତ ଗ୍ରହଣ କରାଯିବା ଘଟଣା, ରାଜ୍ୟ ରାଜନୀତି ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି।…
Read Moreମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ର ନିର୍ଦ୍ଦେଶ କୁ ପାଳନ କରୁନାହାନ୍ତି ଜିଲ୍ଲା ସ୍ତରୀୟ ଅଧିକାରୀ !
ବ୍ରହ୍ମପୁର, ଅଗଷ୍ଟ ୧୭: (ତୋଫାନ ଗୌଡ଼): ବ୍ରହ୍ମପୁର ତହସିଲ ଅଧୀନ ମହାମାୟୀପୁର ମୌଜାର ରଙ୍ଗୁଣିବନ୍ଧ ସାହି ସମେତ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ପ୍ରାୟ ୯୨ଟି ପରିବାର ଦୀର୍ଘଦିନର ଜମି ଅଧିକାର ସମସ୍ୟାର ସମାଧାନ ଓ ଆରଓଆର୍/ଘରବାରୀ ପଟ୍ଟା ପ୍ରଦାନ ଦାବିରେ ସୋମବାର ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ…
Read Moreହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ପଦଯାତ୍ରା ||
ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ ୧୬୵୮୵ ୨୦୨୬ ରେ ଶୁଭାରମ୍ଭ କରାଯାଇଥିଲା । ଆଦିବାସୀ ହୋ ଭାଷା ଆନ୍ଦୋଳନ କାରୀ ସଂଗ୍ରାମୀ ମାନଙ୍କୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା…
Read Moreମୟୂରଭଞ୍ଜରେ ବନ୍ୟା ପରିଚାଳନାର ଉଚ୍ଚସ୍ତରୀୟ ସମୀକ୍ଷା, ବନ୍ୟା ପ୍ରଭାବିତ ଅଞ୍ଚଳର ବ୍ୟବସ୍ଥା ସୁଦୃଢ଼ କରିବାକୁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ||
ବାରିପଦା : ନିକଟରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ…
Read Moreସାପ କାମୁଡ଼ାରେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ : କଳାହାଣ୍ଡି, ଲାଞ୍ଜିଗଡ଼ ବ୍ଲକ ||
କଳାହାଣ୍ଡି:- ଗତକାଲି ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତର ଉଲିଗୁଞ୍ଜେର ଗାଁର ଲାଗେସ ମାଝୀ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ରାତିରେ ଶୋଇଥିବା ବେଳେ…
Read Moreଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ସଂଘ ଭବାନୀପାଟଣା ବ୍ଲକ କର୍ମକର୍ତ୍ତା କମିଟି ଗଠନ ||
ଭବାନୀପାଟଣା :- ତା.୧୬.୦୮.୨୦୨୬ ଭବାନୀପାଟଣା ବ୍ଲକ ସ୍ଥାନୀୟ ସାପସିଲେଟ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଳା ସମ୍ପାଦକ ବଶିଷ୍ଠ ଭୋଇଙ୍କ ଅଧ୍ୟକ୍ଷତାରେ ସଦର ବ୍ଲକ ର କର୍ମକର୍ତ୍ତା ଚୟନ ନିମନ୍ତେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଭବାନୀପାଟଣା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଏସ.ସି.…
Read Moreବନ୍ଦ କୋଠରୀରେ ନୁହେଁ, ସ୍ୱଚ୍ଛତାର ସହ ହେଉ ନିଷ୍ପତ୍ତି | ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ଅସନ୍ତୋଷ, ଅଧିକାରୀଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ !
ନିମାପଡ଼ା ଏନ୍ଏସି କୌଣସି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବ୍ୟକ୍ତିଗତ ସଂସ୍ଥା ନୁହେଁ; ଏହା ଜନସାଧାରଣଙ୍କ ସଂସ୍ଥା। ତେଣୁ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ହେଉ କିମ୍ବା ପ୍ରଶାସନିକ ନିଷ୍ପତ୍ତି—ପ୍ରତ୍ୟେକ କ୍ଷେତ୍ରରେ ନିୟମ ଓ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ଆବଶ୍ୟକ। ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷାଙ୍କୁ ଅବଗତ…
Read Moreଓଡ଼ିଶାରେ ବନ୍ୟା ବିଭୀଷିକା: ପ୍ରକୃତିର କୋପ ଏବଂ ମାନବିକତାର ପରୀକ୍ଷା !
ଗତ କିଛି ଦିନ ହେବ ଲଗାତାର ବର୍ଷା ଯୋଗୁଁ ଓଡ଼ିଶାର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ଯାଜପୁରଠାରୁ ଆରମ୍ଭ କରି ମୟୂରଭଞ୍ଜ ପର୍ଯ୍ୟନ୍ତ ଜଳର ତାଣ୍ଡବଲୀଳା ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ମୟୂରଭଞ୍ଜରେ ସଙ୍କଟଜନକ ସ୍ଥିତି ମୟୂରଭଞ୍ଜ ଜିଲ୍ଲାରେ ଅଗଷ୍ଟ ୧୩ରୁ…
Read Moreବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ | ପ୍ରଭାବିତ ଲୋକଙ୍କୁ ଭେଟି ସ୍ଥିତି ପଚାରି ବୁଝିଲେ ମୋହନ ଚରଣ ମାଝୀ ||
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କସପା ଓ ତରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ…
Read Moreସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ |
ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ସକାଳ ୯ଟା ରେ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର…
Read More