ପତ୍ନୀ ଛଡା ସରକାରୀ ବାବୁଙ୍କ ଉପରେ ଲଗାମ ଲଗାଇଲେ ମୋହନ ମାଝୀ !
ଏଣିକି ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ କଟିବ ପତ୍ନୀ ଓ ପିଲାଙ୍କ ପାଇଁ ଭରଣପୋଷଣ ଖର୍ଚ୍ଚ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପତ୍ନୀ ଓ ସନ୍ତାନଙ୍କୁ ଭରଣ ପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read Moreରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ସଚେତନତା ସାଇକେଲ ଯାତ୍ରା ଓ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ||
ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ଐତିହାସିକ ସାର୍ବଜନୀନ ନିମନ୍ତେ ପୋଲିସ ମାନଙ୍କ ଦ୍ବାରା ସାଇକେଲ ଚଳାଇ ସଚେତନତା କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁର ସାପ୍ତାହିକ ହାଟ ବନ୍ଧର ଚତୁର୍ପାସ ରେ ସଫେଇ କରାଯାଇଥିଲା । ଏହା ରାଇରଙ୍ଗପୁର ପାଇଁ ଗୌରବାନ୍ବିତ ଥିଲା କାରଣ ପୋଲି କେବଳ ଶାନ୍ତି…
Read Moreମା’ ପଞ୍ଚୁବରାହୀ ମନ୍ଦିରକୁ ଗିଳିଲା ସମୁଦ୍ର : ହଜିଗଲା ଶତାବ୍ଦୀର ଆସ୍ଥା, ଐତିହ୍ୟ ଓ ପରିଚୟ ||
ସମୁଦ୍ର ନେଇଗଲା ସାତଭାୟାର ଶେଷ ପରିଚୟ। ଦୀର୍ଘଦିନ ଧରି ଜାରି ରହିଥିବା ଭୟଙ୍କର ସମୁଦ୍ର ଭୂକ୍ଷୟ ଶେଷରେ ଐତିହାସିକ ମା’ ପଞ୍ଚୁବରାହୀ ମନ୍ଦିରକୁ ମଧ୍ୟ ନିଜ ଗର୍ଭରେ ଲୀନ କରିଦେଇଛି। ଶତାବ୍ଦୀ ଧରି ସାତଭାୟାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ପରମ୍ପରାର ପ୍ରତୀକ ହୋଇ ଠିଆ ହୋଇଥିବା ଏହି ପୀଠ ଏବେ ଆଉ ଦୃଶ୍ୟମାନ…
Read MoreBIG BREAKING:- କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି !
NH 16, ଚଣ୍ଡୀଖୋଲ ନିକଟ କଡେଇ ଛକରେ ଭୟଙ୍କର ବସ୍ ଦୁର୍ଘଟଣା। କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଥିବା ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ…
Read Moreପ୍ରେରଣାର ନୂଆ ପ୍ରତିବିମ୍ବ : ସ୍ୱପ୍ନର ହିମାଳୟ ଶିଖରରେ ଶିଖା ମାଝୀ…
ସିମିଳିପାଳ ପାଦଦେଶର ନଡ଼ାଛପର ଘରୁ ମେଡିକାଲ କଲେଜ ଯାଏଁ ଜଣେ ଆଦିବାସୀ ଝିଅର ସଂଘର୍ଷ କାହାଣୀ ମୟୂରଭଞ୍ଜ — ଏହି ମାଟିର ପରିଚୟ କେବଳ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିମ୍ବା ଇତିହାସ ଭିତରେ ସୀମିତ ନୁହେଁ, ଏହି ମାଟି ଦେଶକୁ ଦେଇଛି ପ୍ରଥମ ନାଗରିକ ମହାମାନ୍ୟା ରାଷ୍ଟ୍ରପତି, ଦେଇଛି ସର୍ବୋଚ୍ଚ ପଦବୀରେ ବସିଥିବା…
Read More୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଚେନ୍ ଉଦ୍ଧାର, ଅଭିଯୁକ୍ତ ଗିରଫ: କଟକ
ଚେନ୍ ଚୋରି ମାମଲାରେ ଜଗତପୁର ପୋଲିସ ସ୍ପେଶାଲ ସ୍କ୍ୱାଡ୍, କଟକର ସହାୟତାରେ ଜଣେ ଆନ୍ତଃଜିଲ୍ଲା ପୂର୍ବତନ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସୁନା ଚେନ୍ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଚେନ୍ ଚୋରି ଘଟଣାକୁ ନେଇ ଜଗତପୁର…
Read Moreସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ସଞ୍ଜୟ କୁମାର ବିଶ୍ୱାଳଙ୍କ ଦାୟିତ୍ୱ ଗ୍ରହଣ ||
ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଆଜି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର…
Read Moreଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଲେ ଏଫ୍ଆଇସି ଇଣ୍ଡିଆ ପ୍ରତିନିଧି: ଏଫ୍ଆଇସି ୟୁନିଟ୍ ପ୍ରତିଷ୍ଠା ||
ଓଡ଼ିଶାରେ ଫର୍ଟିଲାଇଜର୍ ଇନୋଭେସନ୍ ସେଣ୍ଟର୍ (ଏଫ୍ଆଇସି)ର ଏକ ୟୁନିଟ୍ ପ୍ରତିଷ୍ଠା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି…
Read Moreସ୍ୱାୟତ୍ତ ଶାସନ ଦିବସରେ ବିକାଶର ବାର୍ତ୍ତା: ସୋଫିଆ ଫିର୍ଦୋଷ
ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରର ବିଭିନ୍ନ ୱାର୍ଡରେ ଉନ୍ନୟନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଲୋକଙ୍କ ମୌଳିକ ସୁବିଧାକୁ ଅଗ୍ରାଧିକାର ଦେଇ ବିଭିନ୍ନ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଉଦ୍ଘାଟନ କରାଯାଇଛି। ଏହି ଅବସରରେ କଟକ ମହାନଗର ନିଗମର ମେୟର ସୁଭାଷ ସିଂହ ଏବଂ ବାରବାଟୀ-କଟକ…
Read Moreଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରରେ ରାଜ୍ୟକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବାକୁ ଆହ୍ୱାନ ||
ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୨୦୨୫ ବର୍ଷ ପାଇଁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର’ ବିଭିନ୍ନ ବର୍ଗର କୃତୀ କ୍ରୀଡ଼ାବିତ୍, ପ୍ରଶିକ୍ଷକ, କ୍ରୀଡ଼ା ସାମ୍ବାଦିକ ଓ ସାହସୀ…
Read More