ଦୃଷ୍ଟି ଆଢୁଆଳରେ ବଡ ସିନ୍ଦେର ଜଳପ୍ରପାତ | ଅବହେଳିତ ଅବସ୍ଥା ରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ||
ଥୁଆମୂଳ ରାମପୁର (KML): ପ୍ରକୃତିର କୋଳରେ ଲୁଚି ରହିଛି କଳାହାଣ୍ଡିର ଆଉ ଏକ ଅପୂର୍ବ ପ୍ରାକୃତିକ ସମ୍ପଦ—ବଡ ସିନ୍ଦେର ଜଳପ୍ରପାତ। ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗ୍ରାମର ଭୂତଗୁଡା ନିକଟରେ ଥିବା ଏହି ଜଳପ୍ରପାତ ବେଣାଖମାର ସଂରକ୍ଷିତ ଜଙ୍ଗଲର ସବୁଜିମା ମଧ୍ୟରେ ନିଜର…
Read Moreପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା : ଥୁଆମୂଳ ରାମପୁର ବ୍ଲକ,କଳାହାଣ୍ଡି ||
କଳାହାଣ୍ଡି/ଥୁଆମୂଳ ରାମପୁର :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ଯୋଗୁଁ କୋମଳମତି ଶିଶୁ ଓ ଗର୍ଭବତୀ ମାଁ ମାନେ ଏହି ବିପଦପୂର୍ଣ୍ଣ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି।…
Read Moreରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ବ ‘ଆମ ବସ୍’ କ୍ଷତିଗ୍ରସ୍ତ !
ଭୁବନେଶ୍ୱର, ବୁଧବାର: ଅନଲାଇନ୍ ଚାଳକଙ୍କ ଆନ୍ଦୋଳନକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଅଞ୍ଚଳରେ ବୁଧବାର ଉତ୍ତେଜନା ସୃଷ୍ଟି ହୋଇଛି। ଆନ୍ଦୋଳନର ତୃତୀୟ ଦିନରେ ଓଲା, ଉବେର, ରାପିଡୋ ସମେତ ବିଭିନ୍ନ ଆପ୍ଭିତ୍ତିକ ଅଟୋ, ବାଇକ୍ ଓ କ୍ୟାବ୍ ଚାଳକ ଲୋୟର ପିଏମ୍ଜିରେ ଏକାଠି ହୋଇଥିଲେ। ଚାଳକଙ୍କ ସଂଖ୍ୟା…
Read Moreଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ: ବୈଶିଙ୍ଗା, ମୟୂରଭଞ୍ଜ ||
ବିଗତ କିଛି ଦିନରୁ ଲଗାଣ ବର୍ଷା ମୟୂରଭଞ୍ଜ ପାଇଁ କାଳ ସାଜିଛି । ପ୍ରବଳ ବର୍ଷାରେ ଓଦା ହୋଇ ଦୁର୍ବଳ ପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ତେପନ (୫୩) ବର୍ଷିୟା ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା। ପ୍ରାପ୍ତ ସୂଚନା…
Read Moreକୁସୁମୀ ବ୍ଲକ ଛଣୁଆ ଗାଁରେ କାନ୍ଥ ପଡ଼ି ସ୍ତ୍ରୀ ମୃତ ସ୍ବାମୀ ଗୁରୁତର !
ରାଇରଙ୍ଗପୁର :- ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ଗୁଡିକର କେତେକ ଗାଁ ଗୁଡିକରେ ଅଧାଧିକ କ୍ଷୟ କ୍ଷତି ଘଟିଛି। ରିଲିଫ କାର୍ଯ୍ଯ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି । ତେବେ କୁସୁମୀ ବ୍ଲକରେ ପ୍ରାୟ ୧୦୫ ଘର ଭଙ୍ଗାରୁଜା ହୋଇଥିବା ସୂଚନା…
Read Moreବାମନଘାଟୀ ଉପଖଣ୍ଡ ବିଭିନ୍ନ ବ୍ଲକ ରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ସହ ଗମନାଗମନ ବାଧାପ୍ରାପ୍ତ !
ରାଇରଙ୍ଗପୁର (KMP) :- 18/8/ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ବ୍ଲକ ପଞ୍ଚାୟତ ରେ ବ୍ଯାପକ କ୍ଷୟକ୍ଷତି ଘଟିଛି । ବିଶେଷ ଭାବରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଭାବିତ ଲୋକଙ୍କ ପ୍ରଶାସନ ପକ୍ଷରୁ ଉଦ୍ଧାର ପରେ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ତଇଥାନ ମଧ୍ଯ…
Read Moreକଣ୍ଟାବଣୀ ଗ୍ରାମରେ ମେଲେରିଆରେ ୧୩ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି ?
ରାଇରଙ୍ଗପୁର (ଦୀପକ କୁମାର ବେହେରା ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅନ୍ତର୍ଗତ ରେ ପାଗ ପରିବର୍ତ୍ତନ ଯୋଗୁଁ ଏବେ ଲୋକ ମାନଙ୍କୁ ବିଭିନ୍ନ ରୋଗ ବ୍ଯାପିବା ସହ ମାରାତ୍ମକ ରୋଗ ମ୍ଯାଲେରିଆ ଆକ୍ରାନ୍ତ ରେ ଲୋକେ ଶିକାର ହେଉଥିବା ନଜରକୁ ଆସିଛି । ତେବେ ଏହି ମେଲେରିଆରେ ଆକ୍ରାନ୍ତ ରେ ଜଣେ…
Read Moreସ୍ଵାଧୀନତାର ୮୦ବର୍ଷ ପରେ ମଧ୍ୟ, ଗାଁ କୁ ଆମ୍ବୁଲାନ୍ସ ପହଞ୍ଚିବା ସାତ ସପନ : କଳାହାଣ୍ଡି ଜିଲ୍ଲା
କଳାହାଣ୍ଡି ଜିଲ୍ଲା ଡହଗାଁ ପଞ୍ଚାୟତ ଅନ୍ତର୍ଗତ ସରସମାଲ ନୂଆବନ୍ଧପଡାକୁ ଯିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥିତ ହୋଇପଡ଼ିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଚାରିଚକିଆ ଯାନ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଫଳରେ ଜରୁରୀ ସମୟରେ ରୋଗୀଙ୍କୁ ଖଟିଆରେ ବୋହି…
Read Moreଚାକିରି ନିଯୁକ୍ତି ନାମରେ ଠକେଇ: ନକଲି ବ୍ଯାଙ୍କ ଅଫିସର ଗିରଫ !!
ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୁଲିସ ଏକ ସରକାରୀ ଚାକିରି ନିଯୁକ୍ତିର ଠକ ରାକେଟ୍ର ପର୍ଦ୍ଦାଫାସ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ରେ ଚାକିରି କରାଇଦେବାର ମିଥ୍ୟା ପ୍ରତିଶୃତି ଦେଇ ଜଣେ ବେକାର ଯୁବକଙ୍କଠାରୁ ₹୫୦ ହଜାର ଠକେଇ କରାଯାଇଥିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି…
Read Moreବନ୍ୟା ପ୍ରଭାବିତଙ୍କ ପାଇଁ ୧,୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ||
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧,୦୦୦ କୋଟି ଟଙ୍କାର ୧୦-ଦଫା ସ୍ୱତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read More