ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା “କୁଲସୁମ” ନିଖୋଜ : ବାରିପଦା
ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା କୁଲସୁମ ନିଗାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ଛାଇ…
Read Moreବାରିପଦାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “କୁମାର ଉତ୍ସବ କମିଟି” ର ବୈଠକ ଅନୁଷ୍ଠିତ ||
ସଂସ୍କୃତିର ସହର ବାରିପଦାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ କମିଟି ତରଫରୁ ୨୦୨୬ କୁମାର ଉତ୍ସବ ପାଳନ କରାଯିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ଚଳିତ ବର୍ଷ କୁମାର ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବା ପାଈଁ ନିଷ୍ପତ୍ତି…
Read MoreMMDR ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ: ବାରିପଦା
ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା…
Read Moreଦେଶ ପାଇଁ ଚୀନରେ ଖେଳିବେ, ମୟୂରଭଞ୍ଜ ଗୌରବ “ସନ୍ଧ୍ୟାରାଣୀ”
ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ରଗବି (Rugby)…
Read Moreମୟୂରଭଞ୍ଜରେ “ଦି କମନ୍ସ ଟାଇମ୍ସ”ର ସମ୍ପାଦକ ମଣ୍ଡଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାରିପଦା: ଓଡ଼ିଶାର ପ୍ରମୁଖ ଇଂରାଜୀ ଖବରକାଗଜ “ଦି କମନ୍ସ ଟାଇମ୍ସ” (The Commons Time) ର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ ସମ୍ପାଦକ ମଣ୍ଡଳୀଙ୍କୁ ଗତକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ KMP LIVE ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦେଶର ୧୮ଟି ରାଜ୍ୟ ପରିଭ୍ରମଣ…
Read Moreପେଟରୁ ବାହାରିଲା ୯.୧ କିଲୋଗ୍ରାମର ବ୍ରଡ୍ ଲିଗାମେଣ୍ଟ ଫାଇବ୍ରଏଡ୍ :PRM ମେଡିକାଲ କଲେଜ, ବାରିପଦା
ରାଣୀଭୋଳ ଗ୍ରାମର ଜଣେ ୪୬ ବର୍ଷୀୟା ମହିଳା ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଅସୁସ୍ଥ ଥିଲେ। ପି.ଆର୍.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ନୂଆ ଜୀବନ ମିଳିଛି । ତାଙ୍କ ପେଟରୁ ଏକ ବିରାଟକାୟ ୯.୧ କିଲୋଗ୍ରାମ ଓଜନର ‘ବ୍ରଡ୍ ଲିଗାମେଣ୍ଟ…
Read Moreପାହାଡ଼ରୁ ମାଟି ଅତଡ଼ା ଧସି NH-5 ରେ ଯାତାୟାତରେ ବ୍ୟାଘାତ : କେନ୍ଦୁଝର
କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବାରବାଙ୍କ ଘାଟିରେ ଭୂସ୍ଖଳନ। ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜମାର୍ଗର ବାରବାଙ୍କ ଘାଟିରେ ଗତ ରାତିରେ ପାହାଡ଼ରୁ ମାଟି ଅତଡ଼ା ଧସି ରାଜପଥର ଗୋଟିଏ ପାର୍ଶ୍ୱର ଅଧା ଅଂଶ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଭୂସ୍ଖଳନ…
Read Moreଏବେ ଛାଡିବନି ବର୍ଷା ! ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଗାଣ ବର୍ଷା, ସେପ୍ଟେମ୍ବରରେ ପୁଣି ଲଘୁଚାପ…
ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆ ଆକଳନରେ ସୂଚନା ଦିଆଯାଇଛି କି ଯେ,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧…
Read Moreହରେକୃଷ୍ଣ ସାହୁଙ୍କ କାହାଣୀ “ବହୁରୂପୀ : ଦୁଃଖର ବଣିକ”
ବଜାର ଛାଡି଼ଲି ରାତି ୧୧.୩୦ ରେ। ମନେ ମନେ ଗୋଟେ ଗୀତ ଗୁଣୁ ଗୁଣେଇ ଘର ଆଡକୁ ଚାଲିଛି। ଗୀତଟାର ଅର୍ଥହେଲା ମଣିଷ ଜୀବନରେ କିଛି ଦୁଃଖ ନାହିଁ। କାରଣ ସାରା ପୃଥିବୀଟା ତା’ ହାତରେ ଅଛି। ଠିକ ବଜାର ମୁଣ୍ଡରେ ପହଞ୍ଚିଲି ଜଣେ ଲୋକ ଗାଡି଼ ଅଟକାଇବାପାଇଁ ହାତ ଦେଖାଇଲେ। ମାନେ ଲିଫ୍ଟ ଦରକାର।ଅଟକାଇଲି,ବାଁ ପଟ…
Read Moreବନ୍ଧୁକ ମୁନରେ ଲୁଟ୍, ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ: ମୁରୁଡା, ମୟୂରଭଞ୍ଜ ||
ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା କ୍ଷେତ୍ର ରେ ଏକ ଜଘନ୍ୟ ଲୁଟର ଖବର ହସ୍ତଗତ ହୋଇଛି । ନୂଆଗାଁ ପୋଖରୀ ନିକଟରେ କୋଷ୍ଠା ଅଞ୍ଚଳର ଗହଣା ବ୍ୟାପାରୀ ତପନ ବେହେରାଙ୍କୁ ବନ୍ଧୁକ ମୁନାରେ ଲୁଟ କରିଛନ୍ତି ଲୁଟେରା |ତପନ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗହଣା ବ୍ଯାଗରେ ତାଙ୍କ ସାପ୍ତାହିକ ହାଟ ଦୋକାନର ସମସ୍ତ…
Read More