ବାରିପଦା: ଓଡ଼ିଶାର ପ୍ରମୁଖ ଇଂରାଜୀ ଖବରକାଗଜ “ଦି କମନ୍ସ ଟାଇମ୍ସ” (The Commons Time) ର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ ସମ୍ପାଦକ ମଣ୍ଡଳୀଙ୍କୁ ଗତକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ KMP LIVE ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଦେଶର ୧୮ଟି ରାଜ୍ୟ ପରିଭ୍ରମଣ ଶେଷ କରି ଭୁବନେଶ୍ୱର ଫେରୁଥିବା ସମୟରେ, ବାରିପଦାଠାରେ KMP LIVE ଟିମ୍ ପକ୍ଷରୁ ତାଙ୍କୁ ଜିଲ୍ଲାକୁ ଆନ୍ତରିକ ସ୍ୱାଗତ ଜଣାଯିବା ସହ ଶ୍ରଦ୍ଧା ଓ ସମ୍ମାନର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।