ଏବେ ଛାଡିବନି ବର୍ଷା ! ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଗାଣ ବର୍ଷା, ସେପ୍ଟେମ୍ବରରେ ପୁଣି ଲଘୁଚାପ…
ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆ ଆକଳନରେ ସୂଚନା ଦିଆଯାଇଛି କି ଯେ,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧…
Read Moreନାବାଳିକା ଦୁଷ୍କର୍ମ ମାମଲା, ପୂଜକଙ୍କୁ ୨୦ ବର୍ଷ ଜେଲ୍ ସମେତ ୩.୩୦ ଲକ୍ଷ ଜରିମାନା: !!
କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର, ମାମଲାର ବିଚାର କରି ଜଣେ ପୂଜକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ନନ୍ଦିପଦା ଥାନା ଅନ୍ତର୍ଗତ ତମ୍ପାଳ ଗ୍ରାମର ୨୬ ବର୍ଷୀୟ ଅପରାଧୀ ପୂଜକ ମଦନ ମୋହନ ପାଣିଗ୍ରାହୀଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେଟ ୩ ଲକ୍ଷ ୩୦ ହଜାର ଟଙ୍କା…
Read Moreବନ୍ଧୁକ ମୁନରେ ଲୁଟ୍, ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ: ମୁରୁଡା, ମୟୂରଭଞ୍ଜ ||
ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା କ୍ଷେତ୍ର ରେ ଏକ ଜଘନ୍ୟ ଲୁଟର ଖବର ହସ୍ତଗତ ହୋଇଛି । ନୂଆଗାଁ ପୋଖରୀ ନିକଟରେ କୋଷ୍ଠା ଅଞ୍ଚଳର ଗହଣା ବ୍ୟାପାରୀ ତପନ ବେହେରାଙ୍କୁ ବନ୍ଧୁକ ମୁନାରେ ଲୁଟ କରିଛନ୍ତି ଲୁଟେରା |ତପନ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗହଣା ବ୍ଯାଗରେ ତାଙ୍କ ସାପ୍ତାହିକ ହାଟ ଦୋକାନର ସମସ୍ତ…
Read More୨୪ଜଣ ଚାଳକ ଦଳ ସଦସ୍ୟଙ୍କ ଜୀବନ ସଙ୍କଟରେ ? ପାରାଦୀପ ରୁ ଚାଇନା ଯାଉଥିବା ମାଲବାହୀ ଜାହାଜ ନିଖୋଜ !!
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଯାଉଥିବା ଏକ ମାଲବାହୀ ଜାହାଜ ଓଡ଼ିଶା ଉପକୂଳଠାରୁ ପ୍ରାୟ ୨୦୦ ନଟିକାଲ୍ ମାଇଲ୍ ଦୂରରେ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ନିଖୋଜ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ଜାହାଜରେ ମୋଟ ୨୪ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍ ନାଗରିକ, ଜଣେ…
Read Moreଘରୋଇ କଳହ ପରେ ଯୁବକଙ୍କ ମୃତ୍ୟୁ, କଲମପୁର ପୁଲିସର ତଦନ୍ତ ଜାରୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧୀନ କର୍ମେଲି ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା। ଘରୋଇ କଳହ ପରେ ଯୁବକ ଜଣକ ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଘଟଣାରେ କଲମପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି। ସୂଚନା ଅନୁସାରେ, ଘଟଣା ପୂର୍ବରୁ ସୁମନ୍ତ…
Read Moreତେଲେଙ୍ଗାନାରୁ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ : ଗୋଲାମୁଣ୍ଡା,କଳାହାଣ୍ଡି ||
ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁର ବିକାଶ ଚନ୍ଦ୍ର ଜାଲ (୨୮)। ତାଙ୍କ ମୃତଦେହକୁ ତେଲେଙ୍ଗାନାରୁ ନିଜ ଗାଁକୁ ଆଣିବାରେ ‘ବିନ୍ଦୁମିନା…
Read Moreଭାରତୀୟ ସେନାକୁ ରାଖୀ ପଠାଇଲେ ସ୍କୁଲର ଛାତ୍ରଛାତ୍ରୀ: ଭବାନୀପାଟଣା ||
ପବିତ୍ର ରକ୍ଷାବନ୍ଧନ ଅବସରରେ ଦେଶର ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାଖୀ ପଠାଇ ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶର ସୁରକ୍ଷାରେ ନିୟୋଜିତ…
Read Moreମୟୂରଭଞ୍ଜ ଅବକାରୀ ଅଧିକାରୀଙ୍କ ଉପରେ ମଦ ଆଫିଆଙ୍କ ଅତର୍କିତ ଆକ୍ରମଣ : କରଞ୍ଜିଆ
ସ୍ପଷ୍ଠ ଦିବାଲୋକ ରେ ମଦମାଫିଆ ଙ୍କ ଆତଙ୍କ | ଜାତୀୟ ରାଜପଥ ରେ କରଞ୍ଜିଆ ଅବକାରୀ ବିଭାଗର OICଙ୍କ ଉପରେ ମଦମାଫିଆଙ୍କ ଅତର୍କିତ ଆକ୍ରମଣ କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚା ର ବିଷୟ ପାଲୋଟି ଯାଇଛି | ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏହି ଆକ୍ରମଣର ଲାଇଭ ଭିଡିଓ | ସୂଚନା ଅନୁସାରେ ଦୁର୍ବୁତ୍ତଙ୍କୁ କାବୁ କରିବାରେ…
Read Moreଇଥାନଲ ପାଇଁ ଚିନି ସଙ୍କଟ! ମାସକରେ ଦର ୪୫% ବୃଦ୍ଧି
ଗୋଟିଏ ପଟେ ଦେଶରେ ପେଟ୍ରୋଲର ଗୁଣବତ୍ତା ବଢ଼ାଇବା ଓ ପ୍ରଦୂଷଣ କମାଇବା ପାଇଁ ଇଥାନଲ ମିଶ୍ରଣ (Ethanol Blending) ପ୍ରକ୍ରିୟା ଜୋରଦାର ଚାଲିଛି, ଅନ୍ୟପଟେ ଚିନି ଶିଳ୍ପ ଉପରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି। ଗତ ଗୋଟିଏ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୪୫% ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରାଯାଇଛି,…
Read Moreଫାଇନାନ୍ସ କମ୍ପାନୀ ଖୋଲି, ଗ୍ରହକଙ୍କୁ ନାଟକ ଦେଖାଉଥିବା ଠକ ଗିରଫ: ଝାରସୁଗୁଡ଼ା
ଫାଇନାନ୍ସ କମ୍ପାନୀ ଖୋଲି ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରିବା ପରେ ତାହା ଲୁଟ୍ ହୋଇଯାଇଥିବାର ମିଛ ନାଟକ କରିଥିବା ଏକ ଗୋଷ୍ଠୀର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଟି ତଳେ ପୋତା ଯାଇଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ…
Read More