ଏବେ ଛାଡିବନି ବର୍ଷା ! ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଗାଣ ବର୍ଷା, ସେପ୍ଟେମ୍ବରରେ ପୁଣି ଲଘୁଚାପ…
ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆ ଆକଳନରେ ସୂଚନା ଦିଆଯାଇଛି କି ଯେ,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧…
Read Moreଘରୋଇ କଳହ ପରେ ଯୁବକଙ୍କ ମୃତ୍ୟୁ, କଲମପୁର ପୁଲିସର ତଦନ୍ତ ଜାରୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧୀନ କର୍ମେଲି ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା। ଘରୋଇ କଳହ ପରେ ଯୁବକ ଜଣକ ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଘଟଣାରେ କଲମପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି। ସୂଚନା ଅନୁସାରେ, ଘଟଣା ପୂର୍ବରୁ ସୁମନ୍ତ…
Read Moreତେଲେଙ୍ଗାନାରୁ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ : ଗୋଲାମୁଣ୍ଡା,କଳାହାଣ୍ଡି ||
ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁର ବିକାଶ ଚନ୍ଦ୍ର ଜାଲ (୨୮)। ତାଙ୍କ ମୃତଦେହକୁ ତେଲେଙ୍ଗାନାରୁ ନିଜ ଗାଁକୁ ଆଣିବାରେ ‘ବିନ୍ଦୁମିନା…
Read Moreଭାରତୀୟ ସେନାକୁ ରାଖୀ ପଠାଇଲେ ସ୍କୁଲର ଛାତ୍ରଛାତ୍ରୀ: ଭବାନୀପାଟଣା ||
ପବିତ୍ର ରକ୍ଷାବନ୍ଧନ ଅବସରରେ ଦେଶର ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାଖୀ ପଠାଇ ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶର ସୁରକ୍ଷାରେ ନିୟୋଜିତ…
Read More୫ ବର୍ଷ ହେଲା ଅନ୍ଧାରରେ ୫୩ ଆଦିବାସୀ ପରିବାର: କର୍କାମସ୍କା ଗାଁ, ଲାଞ୍ଜିଗଡ଼ ||
କଳାହାଣ୍ଡି ଜିଲ୍ଲାର ଏକ ଆଦିବାସୀ ଗାଁ, ନାମ କର୍କାମସ୍କା | ଉକ୍ତ ଗାଁ ଟି ଆଜିର GenZ ପ୍ରାଧାନ୍ଯ ଯୁଗରେ, ମୌଳିକ ସୁବିଧା ଠାରୁ ସାତ କୋଷ ଦୂରରେ। ବିଦ୍ୟୁତ୍, ପାନୀୟ ଜଳ, ଶିକ୍ଷା, ଯାତାୟାତ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଲାଞ୍ଜିଗଡ଼ ବ୍ଲକ…
Read Moreପୂର୍ବତନ ବିଧାୟକ ତଥା ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ପରଲୋକ: ଲାଞ୍ଜିଗଡ଼ ବ୍ଲକ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତର ଦାନେରଗୁଡ଼ା ଗ୍ରାମର ବାସିନ୍ଦା, ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଲାଞ୍ଜିଗଡ଼ ସମେତ କଳାହାଣ୍ଡି ଜିଲ୍ଲାରେ…
Read Moreଦାରିଦ୍ରତା କୌଣସି ଜାତି, ଧର୍ମ କିମ୍ବା ବର୍ଗ ଦେଖି ଆସେନାହିଁ : ଛାତ୍ରଛାତ୍ରୀଙ୍କୁ ସମାନ ଅବସର ମିଳିବା ଉଚିତ
ଶିକ୍ଷାରେ ସମାନତା: କେବଳ ବର୍ଗ ନୁହେଁ, ମେଧା ଓ ଆର୍ଥିକ ଆବଶ୍ୟକତା ହେଉ ମାପଦଣ୍ଡ SC/ST ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ବିଦେଶୀ ସ୍କୋଲାରସିପ୍ ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ଏବଂ ସାମାଜିକ ନ୍ୟାୟ ଦିଗରେ ଏକ ଦୃଢ଼ ପଦକ୍ଷେପ। ଓଡ଼ିଶା ସରକାର SC/ST ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ…
Read Moreକଳାହାଣ୍ଡି ଜିଲ୍ଲା: ୪,୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ା ସର୍ବସମ୍ମତିକ୍ରମେ ଅନୁମୋଦିତ !
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର…
Read Moreହାତୀ ଭୟରେ, ବିଦ୍ୟୁତ୍ ବିଚ୍ଛିନ୍ନ ଅନ୍ଧାରରେ ଗ୍ରାମବାସୀ, ଠପ୍ ପଡ଼ିଛି ପାନୀୟ ଜଳ ଯୋଗାଣ !
କଳାହାଣ୍ଡି: ଗୋଟିଏ ପଟେ ହାତୀ ଆତଙ୍କ, ଅନ୍ୟପଟେ ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ଅନ୍ଧାର ଓ ପାନୀୟ ଜଳ ସଙ୍କଟ। ଏଭଳି ଦୁଇମୁହାଁ ସମସ୍ୟାରେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ କାଠଜାଣିପଦର ଗ୍ରାମବାସୀ।ସୂଚନା ଅନୁଯାୟୀ, ଜଙ୍ଗଲ ନିକଟରେ ଥିବାରୁ କାଠଜାଣିପଦର…
Read Moreଦୃଷ୍ଟି ଆଢୁଆଳରେ ବଡ ସିନ୍ଦେର ଜଳପ୍ରପାତ | ଅବହେଳିତ ଅବସ୍ଥା ରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ||
ଥୁଆମୂଳ ରାମପୁର (KML): ପ୍ରକୃତିର କୋଳରେ ଲୁଚି ରହିଛି କଳାହାଣ୍ଡିର ଆଉ ଏକ ଅପୂର୍ବ ପ୍ରାକୃତିକ ସମ୍ପଦ—ବଡ ସିନ୍ଦେର ଜଳପ୍ରପାତ। ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗ୍ରାମର ଭୂତଗୁଡା ନିକଟରେ ଥିବା ଏହି ଜଳପ୍ରପାତ ବେଣାଖମାର ସଂରକ୍ଷିତ ଜଙ୍ଗଲର ସବୁଜିମା ମଧ୍ୟରେ ନିଜର…
Read More