ଇଥାନଲ ପାଇଁ ଚିନି ସଙ୍କଟ! ମାସକରେ ଦର ୪୫% ବୃଦ୍ଧି
ଗୋଟିଏ ପଟେ ଦେଶରେ ପେଟ୍ରୋଲର ଗୁଣବତ୍ତା ବଢ଼ାଇବା ଓ ପ୍ରଦୂଷଣ କମାଇବା ପାଇଁ ଇଥାନଲ ମିଶ୍ରଣ (Ethanol Blending) ପ୍ରକ୍ରିୟା ଜୋରଦାର ଚାଲିଛି, ଅନ୍ୟପଟେ ଚିନି ଶିଳ୍ପ ଉପରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି। ଗତ ଗୋଟିଏ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୪୫% ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରାଯାଇଛି,…
Read Moreବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲାସ୍ତରୀୟ ମନିଟରିଂ: ଶିକ୍ଷାଦାନର ଗୁଣବତ୍ତା ଓ ସ୍ୱଚ୍ଛ ଶିକ୍ଷା ପରିବେଶ ଉପରେ ଗୁରୁତ୍ୱ ||
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନର ଗୁଣବତ୍ତା, ଶିକ୍ଷା ପରିବେଶ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିର ସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଯୋଜନା) ଶ୍ରୀ ଶଶୀଧର ସିଂ ମିଳିତ ଭାବେ ବିଭିନ୍ନ…
Read Moreଦାରିଦ୍ରତା କୌଣସି ଜାତି, ଧର୍ମ କିମ୍ବା ବର୍ଗ ଦେଖି ଆସେନାହିଁ : ଛାତ୍ରଛାତ୍ରୀଙ୍କୁ ସମାନ ଅବସର ମିଳିବା ଉଚିତ
ଶିକ୍ଷାରେ ସମାନତା: କେବଳ ବର୍ଗ ନୁହେଁ, ମେଧା ଓ ଆର୍ଥିକ ଆବଶ୍ୟକତା ହେଉ ମାପଦଣ୍ଡ SC/ST ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ବିଦେଶୀ ସ୍କୋଲାରସିପ୍ ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ଏବଂ ସାମାଜିକ ନ୍ୟାୟ ଦିଗରେ ଏକ ଦୃଢ଼ ପଦକ୍ଷେପ। ଓଡ଼ିଶା ସରକାର SC/ST ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ…
Read Moreବଡଡାଳିମା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ||
ତିରିଙ୍ଗ ୧୬/୮( KMP ) :- ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ମ୍ବରୁଦ୍ଧର ସାମନ୍ତରାୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି…
Read Moreପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା : ଥୁଆମୂଳ ରାମପୁର ବ୍ଲକ,କଳାହାଣ୍ଡି ||
କଳାହାଣ୍ଡି/ଥୁଆମୂଳ ରାମପୁର :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାଡେଲଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ଯୋଗୁଁ କୋମଳମତି ଶିଶୁ ଓ ଗର୍ଭବତୀ ମାଁ ମାନେ ଏହି ବିପଦପୂର୍ଣ୍ଣ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି।…
Read Moreଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟିଲେ ଭଞ୍ଜସେନା ପ୍ରତିଷ୍ଠାତା ||
ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟି ଜିଲ୍ଲାର ୫୧୨୩ ଟି ଅଙ୍ଗନୱାଡି ଠାରୁ ଦ୍ଵାଦଶ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥାରେ ସମସ୍ତ ଛାତ୍ରଛାତ୍ରୀ…
Read Moreଛାତ୍ରଶକ୍ତି ଆଗରେ ହାର ମାନିଲା ଝାଡ଼ଖଣ୍ଡ, ବିହାରରେ ଛାତ୍ର ଆନ୍ଦୋଳନର ଉଗ୍ର ରୂପ ନେବାର ଆଶଙ୍କ !!
ସମ୍ପାଦକୀୟ: ଦିଲ୍ଲୀପ ଚୌଧୁରୀଭୁବନେଶ୍ବର:- ନିକଟରେ ଝାଡ଼ଖଣ୍ଡରେ ଦେଖାଦେଇଥିବା ଛାତ୍ର ଆନ୍ଦୋଳନ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ୱାରା ସେମାନଙ୍କର ସମସ୍ତ ଦାବି ବା ସର୍ତ୍ତ ଗ୍ରହଣ କରାଯିବା ଘଟଣା, ରାଜ୍ୟ ରାଜନୀତି ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି।…
Read Moreଗାଁ ସ୍କୁଲରୁ ଦିଲ୍ଲୀ ଯାଏଁ ସଂଘର୍ଷ, ଆଉ ଏକ ଆଦର୍ଶର ନିଷ୍ଠୁର ପରିଣାମ: ସରକାରୀ ଶିକ୍ଷା ପାଇଁ ଲଢ଼େଇ ଭିତରେ ବାପାଙ୍କୁ ହରାଇଲେ ପୁଅ !
ନୂଆଦିଲ୍ଲୀ/ବଙ୍ଗଳା: ସରକାରୀ ରେକର୍ଡରେ ରାସ୍ତା ତିଆରି ହୋଇଛି, କିନ୍ତୁ ବାସ୍ତବରେ ଗାଁ ଶେଷ ମାଇଲ ଯାଏଁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ରିକ୍ସା, ଚାଲି ଚାଲି, ଟ୍ରକ୍ ଏବଂ ଶେଷରେ ଟ୍ରେନ୍ର ଦୀର୍ଘ ଯାତ୍ରା କରି ଦିଲ୍ଲୀର ଯନ୍ତର ମନ୍ତରରେ ଅଧିକାର ଦାବି କରିବାକୁ ପହଞ୍ଚିଥିଲେ ଜଣେ ସାଧାରଣ ଗ୍ରାମୀଣ…
Read Moreବେଲୁନ୍ ବାଲା [କ୍ଷୁଦ୍ରଗଳ୍ପ ]
ମୋତି,ଦଶବର୍ଷର ପିଲାଟିଏ। ତା’ର ନିଜ ଉଚ୍ଚତାରୁ ତିନିଫୁଟ ଅଧିକ ଉଚ୍ଚ ବାଡିଟିଏରେ ବେଲୁନ୍ ବାନ୍ଧି ବୁଲୁଥାଏ। ବିକ୍ରିକରେ। ଛିଣ୍ଡା ପ୍ୟଣ୍ଟ ପକେଟରେ ପଇସା ରଖେ। ତା’ର ପ୍ୟଣ୍ଟ ବା କ୍ୟସ୍ ବାକ୍ସ ବାରମ୍ବାର ଅଣ୍ଟାର ତଳକୁ ଖସି ପଡୁଥାଏ। ମୋତିପରି ଛୋଟ ପିଲାମାନେ ତାଠାରୁ ବେଲୁନ୍ କିଣନ୍ତି।…
Read Moreମୟୂରଭଞ୍ଜ: ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ୧୭ ଅଗଷ୍ଟ ୨୦୨୬ (ସୋମବାର) ସମସ୍ତ ସ୍କୁଲ୍ ବନ୍ଦ ||
ମୟୂରଭଞ୍ଜ (ନି ପ୍ର): ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବର୍ଷା ଏବେ ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ…
Read More