କଳାକାରଙ୍କ ବିରାଟ ଶୋଭାଯାତ୍ରା ସମେତ, ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବର ଶୁଭାରମ୍ଭ : ବ୍ରହ୍ମପୁର ||
ବ୍ରହ୍ମପୁର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ “ଲୋକରଞ୍ଜନୀ” ଓଡ଼ିଶା…
Read Moreଚାକିରି ନିଯୁକ୍ତି ନାମରେ ଠକେଇ: ନକଲି ବ୍ଯାଙ୍କ ଅଫିସର ଗିରଫ !!
ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୁଲିସ ଏକ ସରକାରୀ ଚାକିରି ନିଯୁକ୍ତିର ଠକ ରାକେଟ୍ର ପର୍ଦ୍ଦାଫାସ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ରେ ଚାକିରି କରାଇଦେବାର ମିଥ୍ୟା ପ୍ରତିଶୃତି ଦେଇ ଜଣେ ବେକାର ଯୁବକଙ୍କଠାରୁ ₹୫୦ ହଜାର ଠକେଇ କରାଯାଇଥିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି…
Read Moreବନ୍ୟା ପ୍ରଭାବିତଙ୍କ ପାଇଁ ୧,୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ||
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧,୦୦୦ କୋଟି ଟଙ୍କାର ୧୦-ଦଫା ସ୍ୱତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ ସମେତ ୩୫ ପୋଲିସ ଜିଲ୍ଲାରେ ନିଶାମୁକ୍ତି ଶପଥ ପାଠ ||
କଟକ: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ…
Read Moreବନ୍ୟା ବିଭୀଷିକାରେ ରାଜକନିକା, ପାଣି ଘେରରେ ଜୀବନ, ଚାଷ ଉଜୁଡ଼ିଲା ଜୀବିକା ହରାଇଲେ ନଦୀକୂଳିଆ ଲୋକ ||
ରାଜକନିକା: ବନ୍ୟା ବିଭୀଷିକା ଏବେ ରାଜକନିକା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ପ୍ରାୟ ଏକ ମାସ ଧରି ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗୁଥିବା ବେଳେ କାହାର ଚାଷ ଉଜୁଡ଼ି ଯାଇଛି, କାହାର ଘରବାଡ଼ି ପାଣିରେ ବୁଡ଼ିଛି। ଆଉ ଅନେକ ପରିବାର ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ…
Read More‘ବ୍ରହ୍ମପେକ୍ସ-୨୦୨୬’: ଆର୍ମି ଏୟାର ଡିଫେନ୍ସ କଲେଜରେ ଦୁଇଦିନିଆ ଡାକ ଟିକେଟ୍ ପ୍ରଦର୍ଶନୀ ||
ବ୍ରହ୍ମପୁର : ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଡାକ ଟିକେଟ୍ ପ୍ରଦର୍ଶନୀ ‘ବ୍ରହ୍ମପେକ୍ସ-୨୦୨୬’ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀର ଆନୁଷ୍ଠାନିକ ଘୋଷଣା ମଙ୍ଗଳବାର କରାଯାଇଥିବା ବେଳେ…
Read Moreକୋର୍ଟରେ ହାଜର ହେଲେ ଗୁମ୍ମା ବିଡିଓ : ଜଣେ ବୃଦ୍ଧଙ୍କୁ ଧମକ ଅଭିଯୋଗ ମାମଲା ||
ପାରଳାଖେମୁଣ୍ଡି : ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଅସମ୍ମାନଜନକ ମନ୍ତବ୍ୟ, ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ସଂକ୍ରାନ୍ତ ମାମଲାରେ ଗୁମ୍ମା ବ୍ଲକ୍ର ବିଡିଓ ତୁଳାରାମ ମାରାଣ୍ଡି ସୋମବାର ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗୁମ୍ମା ଗାଁର ୬୫ ବର୍ଷୀୟ ଶ୍ରମିକ ଅଜୟ…
Read Moreଗୁରୁ ରବୀଦାସଙ୍କ ୬୫୦ତମ ଜନ୍ମଜୟନ୍ତୀ ପାଇଁ ବିଶାଳ କଳସ ଶୋଭାଯାତ୍ରା : ବିଜେପି ଭବାନୀପାଟଣା ||
କଳାହାଣ୍ଡି/ଭବାନୀପାଟଣା: ସମତା, ସାମାଜିକ ସମରସତା, ଭାଇଚାରା ଓ ମାନବିକତାର ମହାନ ବାର୍ତ୍ତା ପ୍ରଚାର କରିଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଭବାନୀପାଟଣାରେ ଏକ ବିଶାଳ କଳସ ଶୋଭାଯାତ୍ରା ଓ ମଣ୍ଡଳସ୍ତରୀୟ କଳସ ବିତରଣ…
Read Moreମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ର ନିର୍ଦ୍ଦେଶ କୁ ପାଳନ କରୁନାହାନ୍ତି ଜିଲ୍ଲା ସ୍ତରୀୟ ଅଧିକାରୀ !
ବ୍ରହ୍ମପୁର, ଅଗଷ୍ଟ ୧୭: (ତୋଫାନ ଗୌଡ଼): ବ୍ରହ୍ମପୁର ତହସିଲ ଅଧୀନ ମହାମାୟୀପୁର ମୌଜାର ରଙ୍ଗୁଣିବନ୍ଧ ସାହି ସମେତ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ପ୍ରାୟ ୯୨ଟି ପରିବାର ଦୀର୍ଘଦିନର ଜମି ଅଧିକାର ସମସ୍ୟାର ସମାଧାନ ଓ ଆରଓଆର୍/ଘରବାରୀ ପଟ୍ଟା ପ୍ରଦାନ ଦାବିରେ ସୋମବାର ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ…
Read Moreହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ପଦଯାତ୍ରା ||
ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ ୧୬୵୮୵ ୨୦୨୬ ରେ ଶୁଭାରମ୍ଭ କରାଯାଇଥିଲା । ଆଦିବାସୀ ହୋ ଭାଷା ଆନ୍ଦୋଳନ କାରୀ ସଂଗ୍ରାମୀ ମାନଙ୍କୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା…
Read More