ବିଜେଡି ସଂଖ୍ୟାଲଘୁ ସେଲ୍ର ନବକଳେବର; ସେଲ୍ର ସଭାପତି ଭାବେ ନିଜାମୁଦ୍ଦିନଙ୍କ ନାମ ଘୋଷଣା ||
ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍ର ନବକଳେବର କରିଛନ୍ତି। ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍.କେ. ନିଜାମୁଦ୍ଦିନଙ୍କୁ ରାଜ୍ୟ…
Read Moreମୟୂରଭଞ୍ଜରେ “ଦି କମନ୍ସ ଟାଇମ୍ସ”ର ସମ୍ପାଦକ ମଣ୍ଡଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାରିପଦା: ଓଡ଼ିଶାର ପ୍ରମୁଖ ଇଂରାଜୀ ଖବରକାଗଜ “ଦି କମନ୍ସ ଟାଇମ୍ସ” (The Commons Time) ର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ ସମ୍ପାଦକ ମଣ୍ଡଳୀଙ୍କୁ ଗତକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ KMP LIVE ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦେଶର ୧୮ଟି ରାଜ୍ୟ ପରିଭ୍ରମଣ…
Read Moreପେଟରୁ ବାହାରିଲା ୯.୧ କିଲୋଗ୍ରାମର ବ୍ରଡ୍ ଲିଗାମେଣ୍ଟ ଫାଇବ୍ରଏଡ୍ :PRM ମେଡିକାଲ କଲେଜ, ବାରିପଦା
ରାଣୀଭୋଳ ଗ୍ରାମର ଜଣେ ୪୬ ବର୍ଷୀୟା ମହିଳା ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଅସୁସ୍ଥ ଥିଲେ। ପି.ଆର୍.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ନୂଆ ଜୀବନ ମିଳିଛି । ତାଙ୍କ ପେଟରୁ ଏକ ବିରାଟକାୟ ୯.୧ କିଲୋଗ୍ରାମ ଓଜନର ‘ବ୍ରଡ୍ ଲିଗାମେଣ୍ଟ…
Read Moreପ୍ରଶ୍ନ ଘେରରେ ସରକାରଙ୍କ ମାନବିକତା : ରାଜରାସ୍ତାରେ ଡିଗ୍ରୀଧାରୀ ଆଶାୟୀ ଶିକ୍ଷକ !!
ରାଜନେତା ଓ ଗୋଟିଏ ସରକାର ର ଅସଲ ପରିଚୟ ରାଜରାସ୍ତା ରୁ ମିଳେ। ସେପଟେ ସରକାରୀ ସ୍କୁଲରେ ୧ ଲକ୍ଷ ରୁ ଅଧିକ ଶିକ୍ଷକ ପଦବୀ ଖାଲି ଏପଟେ ୨ ବର୍ଷ ବିତିଗଲା ମୋହନ ସରକାର ଗୋଟିଏ ବି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କଲେ ନାହିଁ (ଯାହା କରିଛନ୍ତି ତାହା ବିଜେଡି ସମୟର) । ସରକାରୀ ସ୍କୁଲରେ…
Read Moreପାହାଡ଼ରୁ ମାଟି ଅତଡ଼ା ଧସି NH-5 ରେ ଯାତାୟାତରେ ବ୍ୟାଘାତ : କେନ୍ଦୁଝର
କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବାରବାଙ୍କ ଘାଟିରେ ଭୂସ୍ଖଳନ। ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜମାର୍ଗର ବାରବାଙ୍କ ଘାଟିରେ ଗତ ରାତିରେ ପାହାଡ଼ରୁ ମାଟି ଅତଡ଼ା ଧସି ରାଜପଥର ଗୋଟିଏ ପାର୍ଶ୍ୱର ଅଧା ଅଂଶ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଭୂସ୍ଖଳନ…
Read Moreପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି ମାମଲା ରେ ଭିଜିଲାନ୍ସ ରେଡ୍ : ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାରେ ବଡ଼ ଧରଣର ଭିଜିଲାନ୍ସ ରେଡ୍,୬ଟି ସ୍ଥାନରେ ଏକସାଙ୍ଗରେ ଚଢ଼ାଉ। ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ରଘୁନାଥପୁର ବ୍ଲକ୍ର ପାଟେଣୀ ଗାଁସ୍ଥିତ ପୈତୃକ ଘର ସମେତ ତାଙ୍କ ଅଫିସ ଓ ଶ୍ୱଶୁର ଘର ଆଦି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସୂଚନା ଅନୁସାରେ, ଭଞ୍ଜ କିଶୋର…
Read Moreସେବା ପ୍ରଦାନରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବରଦାସ୍ତ କରାଯିବନି: ମୋହନ ସରକାର !!
ଓଡ଼ିଶା ଜନସେବା ଅଧିକାର ଆଇନ ୨୦୧୨ ଅନ୍ତର୍ଗତ ପ୍ରତ୍ୟେକ ସରକାରୀ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ନ ହେଲେ ସ୍ବୟଂକୃତ ଭାବେ ତାହା ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିବ। ସ୍ବତଃ ଆବେଦନ (ଅଟୋ ଅପିଲ୍) ବ୍ୟବସ୍ଥା ଅବହେଳା କରିଥିବା ଅଧିକାରୀଙ୍କୁ ଚିହ୍ନଟ କରିବା ସହିତ ଆବେଦନକାରୀଙ୍କୁ ଉଚିତ ସମୟରେ ସେବା…
Read MoreMMDR-2026 ଆଇନ ପ୍ରତ୍ୟାହାର ଦାବିରେ ସର୍ବଦଳୀୟ ପ୍ରତିବାଦ ||
MMDR-2026 ଆଇନ ପ୍ରତ୍ୟାହାର ଦାବିରେ ଭବାନୀପାଟଣାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସର୍ବଦଳୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆଇନର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଭିନ୍ନ ଦଳର ନେତାମାନେ ଏକଜୁଟ ହୋଇ ଜନସ୍ୱାର୍ଥ, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସ୍ୱର…
Read Moreଏବେ ଛାଡିବନି ବର୍ଷା ! ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଗାଣ ବର୍ଷା, ସେପ୍ଟେମ୍ବରରେ ପୁଣି ଲଘୁଚାପ…
ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆ ଆକଳନରେ ସୂଚନା ଦିଆଯାଇଛି କି ଯେ,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧…
Read Moreନାବାଳିକା ଦୁଷ୍କର୍ମ ମାମଲା, ପୂଜକଙ୍କୁ ୨୦ ବର୍ଷ ଜେଲ୍ ସମେତ ୩.୩୦ ଲକ୍ଷ ଜରିମାନା: !!
କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର, ମାମଲାର ବିଚାର କରି ଜଣେ ପୂଜକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ନନ୍ଦିପଦା ଥାନା ଅନ୍ତର୍ଗତ ତମ୍ପାଳ ଗ୍ରାମର ୨୬ ବର୍ଷୀୟ ଅପରାଧୀ ପୂଜକ ମଦନ ମୋହନ ପାଣିଗ୍ରାହୀଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେଟ ୩ ଲକ୍ଷ ୩୦ ହଜାର ଟଙ୍କା…
Read More