କଳାହାଣ୍ଡିର ୪,୦୮,୫୭୧ ହିତାଧିକାରୀଙ୍କୁ ₹୫,୦୦୦ ଲେଖାଏଁ ଡିବିଟି ମାଧ୍ୟମରେ ପ୍ରଦାନ: ସୁଭଦ୍ରା
ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ଅନ୍ତର୍ଗତ ପଞ୍ଚମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ ଶୁକ୍ରବାର ଭବାନୀପାଟଣା ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ଯୋଜନାର ଗୁରୁତ୍ୱ ଓ ମହିଳା…
Read Moreତିଜିମାଳି ଖଣି ଖନନକୁ ବିରୋଧ: ଆନ୍ଦୋଳନକାରୀଙ୍କୁ ଯଜ୍ଞସ୍ଥଳରୁ ଉଠାଇ ନେଲା ପୋଲିସ
ତିଜିମାଳି ପାହାଡ଼ରେ ପ୍ରସ୍ତାବିତ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଜାରି ରହିଥିବା ବେଳେ, ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଅଭିଯୋଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ…
Read Moreଦୀର୍ଘ ୨.୫ ବର୍ଷର ଅନୁସନ୍ଧାନ ପରେ, ୨ ହତ୍ୟାକାରୀ ଗିରଫ !! ରାଉରକେଲା ପୋଲିସ
ରାଉରକେଲା: ଦୀର୍ଘ ୨.୫ ବର୍ଷ ଧରି ଅନୁସନ୍ଧାନାଧୀନ ଥିବା ଏକ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି ରାଉରକେଲା ପୋଲିସ। ଏହି ଘଟଣାରେ ରାହୁଲ ଓରଫ ସର୍ଦ୍ଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)ଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା ସମ୍ପର୍କରେ ଝିରପାଣି ଥାନା କେସ୍ ନଂ-୪୫, ତାରିଖ…
Read Moreଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ, ଭାବବିହ୍ୱଳ ହେଲା ପରିବେଶ
ଭବାନୀପାଟଣା ଅଟଙ୍ଗଗୁଡ଼ାସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଏକ ନିଆରା ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ କ୍ୟାମ୍ପରେ ଉପସ୍ଥିତ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ।ଦେଶର ଆଭ୍ୟନ୍ତରୀଣ…
Read Moreଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି “ପ୍ରକାଶ” ଗିରଫ :‘ଟାର୍ଗେଟ କିଲିଂ’ ର ଅଭିଯୋଗ !
ରାଉରକେଲା ସହରରେ ବହୁ ଚର୍ଚ୍ଚିତ ପାନପୋଷ ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଓ ଅପରାଧୀ ଗିରଫ ଘଟଣାର ମାଷ୍ଟର ମାଇଣ୍ଡ ପଳାତକ ପ୍ରକାଶ ପାଶ୍ୱାନକୁ ପୁଲିସ ଓଡ଼ିଶାକୁ ଆଣିଛି। ପାନପୋଷ ସର୍କିଟ ହାଉସ୍ରୁ ୪ଟି ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ଜବତ ହେବା ସହରର କୁଖ୍ୟାତ ଅପରାଧୀମାନଙ୍କୁ ସଂଗଠିତ କରି ଅପରାଧ ଘଟାଇବା…
Read Moreଆଜିଠାରୁ ମିଳିବ ସୁଭଦ୍ରା ଟଙ୍କା ? ଏକା ସାଙ୍ଗରେ ମିଳିବ ୫ଟି ଯାକ ବାକି ଥିବା କିସ୍ତି ||
ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ (୧.୦୩ କୋଟିରୁ ଅଧିକ) ମହିଳା ଉପକୃତ ହେବେ। ସୂଚନା ଅନୁଯାୟୀ, ଏହି ୫ମ କିସ୍ତି ପାଇଁ ରାଜ୍ୟ ସରକାର ମୋଟ…
Read Moreପାହାଡ଼ରୁ ଖସିଲା ଅତଡ଼ା,ରାସ୍ତା ଅବରୋଧ ! ଯାତାୟାତ ସୁଗମ କଲେ ଗ୍ରାମବାସୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଡ଼ସିଲ ଗ୍ରାମରୁ ତଳ ହାଡ଼ସିଲ ପୋଡ଼ାକୁ ଯାଇଥିବା ରାସ୍ତା ଉପରେ ଲଗାଣ ବର୍ଷା କାରଣ ବଶତଃ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ। ଯାତାୟାତ ଠପ୍ ହୋଇପଡ଼ିବା ପରେ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ନିଜେ ରାସ୍ତା ସଫା କରିବାରେ…
Read Moreଦେଶ ପାଇଁ ଚୀନରେ ଖେଳିବେ, ମୟୂରଭଞ୍ଜ ଗୌରବ “ସନ୍ଧ୍ୟାରାଣୀ”
ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ରଗବି (Rugby)…
Read Moreଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବସନ୍ତ କୁମାର ନାୟକ ଗିରଫ: ୭୩.୪୪ ଲକ୍ଷ ଟଙ୍କାର ହରିଲୁଟ୍ ମାମଲା !
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାଇଡାସ୍ଥିତ ଦୂତିକା ସାହୁ କଲେଜର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷ (ଏବଂ ବର୍ତ୍ତମାନର ରାଜନୀତି ବିଜ୍ଞାନ ଅଧ୍ୟାପକ) ଡ. ବସନ୍ତ କୁମାର ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି। ସରକାରୀ ଅନୁଦାନର ପ୍ରାୟ ୭୩.୪୪ ଲକ୍ଷ (୭୩,୪୪,୯୫୦) ଟଙ୍କା…
Read Moreବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍ ଉପରେ ଚଢ଼ାଉ : ରାଜ୍ୟ ବ୍ୟାପି ଅଭିଯାନ ?
କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ୩ଟି ବସ୍କୁ ଜବତ କରିଛନ୍ତି। ଯାଞ୍ଚ ବେଳେ ୨ଟି ବସ୍ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍ର ଫିଟନେସ୍ ନଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ବସ୍…
Read More