ହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ପଦଯାତ୍ରା ||
ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ ୧୬୵୮୵ ୨୦୨୬ ରେ ଶୁଭାରମ୍ଭ କରାଯାଇଥିଲା । ଆଦିବାସୀ ହୋ ଭାଷା ଆନ୍ଦୋଳନ କାରୀ ସଂଗ୍ରାମୀ ମାନଙ୍କୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା…
Read Moreମୟୂରଭଞ୍ଜରେ ବନ୍ୟା ପରିଚାଳନାର ଉଚ୍ଚସ୍ତରୀୟ ସମୀକ୍ଷା, ବନ୍ୟା ପ୍ରଭାବିତ ଅଞ୍ଚଳର ବ୍ୟବସ୍ଥା ସୁଦୃଢ଼ କରିବାକୁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ||
ବାରିପଦା : ନିକଟରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ…
Read Moreପ୍ରିୟ ଶତ୍ରୁ : ଶତ୍ରୁର ସଦ୍ଗୁଣ ( ଗଳ୍ପ) || ଗାଳ୍ପିକ :- ହରେକୃଷ୍ଣ ସାହୁ
ବାରିପଦାରେ ବିତିଲା ଶୈଶବ,କୈଶୋର,ବାଲ୍ୟ ଓ ଯୌବନ। ଛବିଶଟି ବର୍ଷର ସମୟ। ଯେଉଁଠାକୁ ମୁଁ ଭଲପାଠ,ଭଲଗୁଣ,ସୁନ୍ଦର ଆକର୍ଷଣୀୟ ରୂପ ନେଇ ଯାଇଥିଲି। ଏ ସବୁକୁ ସ୍ନେହଶ୍ରଦ୍ଧା ଦେଇ ବିକଶିତ କରିଥିଲେ ମୁଁ ଜଣେ ଭଲ ମଣିଷ ହୋଇପାରିଥା’ନ୍ତି। ଏତିକି ଆଶା ମୋ ମାଆର ଓ ଆମ ବନ୍ଧୁବାନ୍ଧବମାନଙ୍କର ଥିଲା। କିନ୍ତୁ…
Read Moreଓଡ଼ିଶାରେ ବନ୍ୟା ବିଭୀଷିକା: ପ୍ରକୃତିର କୋପ ଏବଂ ମାନବିକତାର ପରୀକ୍ଷା !
ଗତ କିଛି ଦିନ ହେବ ଲଗାତାର ବର୍ଷା ଯୋଗୁଁ ଓଡ଼ିଶାର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ଯାଜପୁରଠାରୁ ଆରମ୍ଭ କରି ମୟୂରଭଞ୍ଜ ପର୍ଯ୍ୟନ୍ତ ଜଳର ତାଣ୍ଡବଲୀଳା ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ମୟୂରଭଞ୍ଜରେ ସଙ୍କଟଜନକ ସ୍ଥିତି ମୟୂରଭଞ୍ଜ ଜିଲ୍ଲାରେ ଅଗଷ୍ଟ ୧୩ରୁ…
Read Moreସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ |
ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ସକାଳ ୯ଟା ରେ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର…
Read Moreମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା: ୨୨ ବ୍ଲକ୍ର ୨୭,୯୮୧ ଲୋକ ପ୍ରଭାବିତ ||
ମୟୂରଭଞ୍ଜ ଜିଲ୍ଲାରେ ଗତ ୧୩ ଅଗଷ୍ଟରୁ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ ୧୭ ଅଗଷ୍ଟ ୨୦୨୬ରେ ଜାରି ତଥ୍ୟ ଅନୁସାରେ, ୨୨ଟି ବ୍ଲକ୍, ୫୪ଟି ଗ୍ରାମ ପଞ୍ଚାୟତ, ୧୨୬ଟି ଗ୍ରାମ ଏବଂ ୧ଟି ପୌରାଞ୍ଚଳର…
Read Moreବାରିପଦାରେ ଧସିଲା ରେଳ ଧାରଣା : ରେଳ ଚଳାଚଳ ବ୍ୟାଘାତ ! ବାଙ୍ଗାରିପୋଷି -ଭୁବନେଶ୍ଵର ସୁପର ଫାଷ୍ଟ ଏବଂ DMU ଟ୍ରେନ ବାତିଲ !!
ମୟୁରଭଞ୍ଜ (ନି ପ୍ର) :-ଧସିଲା ରେଳ ଧାରଣା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ | ବାରିପଦା ଷ୍ଟେସନ ବଜାରରୁ ସୁନଗଡ଼ିଆ ନିକଟରେ ରେଳ ଧାରଣା ଧସିଯିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ରେଳ ଧାରଣା 2 ଫୁଟ ତଳକୁ ଧସିବା ଖବର ପାଇବା ପରେ, ରେଳ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି।ଏହି…
Read Moreରାଇରଙ୍ଗପୁର ପୋଲିସଙ୍କ ମାନବିକ କାର୍ଯ୍ୟ ||
ରାଇରଙ୍ଗପୁର (ନି ପ୍ର):- ଗତ ରାତି ୧୨:୩୦ ମିନିଟରେର “ନାଇଟ୍ ପଟ୍ରୋଲିଙ୍ଗ” ଚାଲିଥିଲା ବେଳେ, ରାଇରଙ୍ଗପୁର ପୋଲିସର ଇନ୍ସପେକ୍ଟର ଶରତ ଚନ୍ଦ୍ର ଦାସ, ରାଇରଙ୍ଗପୁରର ଦୁର୍ଗା ମଣ୍ଡପ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ତତ୍କାଳ ସାହାଯ୍ୟ କରିଥିଲେ। ସେ…
Read Moreମୟୂରଭଞ୍ଜ: ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ୧୭ ଅଗଷ୍ଟ ୨୦୨୬ (ସୋମବାର) ସମସ୍ତ ସ୍କୁଲ୍ ବନ୍ଦ ||
ମୟୂରଭଞ୍ଜ (ନି ପ୍ର): ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବର୍ଷା ଏବେ ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ…
Read Moreବାରିପଦାରେ ବୁଲା କୁକୁରଙ୍କ ଆତଙ୍କ ! ସଡ଼କ ଦୁର୍ଘଟଣା ଓ କୁକୁର କାମୁଡ଼ାକୁ ନେଇ ବଢ଼ୁଛି ଚିନ୍ତା — ପୌରସଂସ୍ଥାର ନିଦ ଭାଙ୍ଗିବ କେବେ ?
ବାରିପଦା: ସହରରେ ଏବେ ରାସ୍ତାରେ ଚାଲିବାକୁ ଲୋକେ ଡରୁଛନ୍ତି, ଆଉ ଦୁଇଚକିଆ ଚାଳକଙ୍କ ପାଇଁ ରାସ୍ତାରେ କୁକୁରଙ୍କ ଝୁଣ୍ଡ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ସକାଳ ହେଉ କି ରାତି—ଛକ, ବଜାର, ବସଷ୍ଟାଣ୍ଡ, ସ୍କୁଲ, ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ ବୁଲା କୁକୁରଙ୍କ ଝୁଣ୍ଡ ଦେଖିବା ଏବେ ନିତିଦିନିଆ ଦୃଶ୍ୟ।ଶିଶୁ,…
Read More