ମୟୂରଭଞ୍ଜରେ “ଦି କମନ୍ସ ଟାଇମ୍ସ”ର ସମ୍ପାଦକ ମଣ୍ଡଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାରିପଦା: ଓଡ଼ିଶାର ପ୍ରମୁଖ ଇଂରାଜୀ ଖବରକାଗଜ “ଦି କମନ୍ସ ଟାଇମ୍ସ” (The Commons Time) ର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ ସମ୍ପାଦକ ମଣ୍ଡଳୀଙ୍କୁ ଗତକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ KMP LIVE ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦେଶର ୧୮ଟି ରାଜ୍ୟ ପରିଭ୍ରମଣ…
Read Moreପେଟରୁ ବାହାରିଲା ୯.୧ କିଲୋଗ୍ରାମର ବ୍ରଡ୍ ଲିଗାମେଣ୍ଟ ଫାଇବ୍ରଏଡ୍ :PRM ମେଡିକାଲ କଲେଜ, ବାରିପଦା
ରାଣୀଭୋଳ ଗ୍ରାମର ଜଣେ ୪୬ ବର୍ଷୀୟା ମହିଳା ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଅସୁସ୍ଥ ଥିଲେ। ପି.ଆର୍.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ନୂଆ ଜୀବନ ମିଳିଛି । ତାଙ୍କ ପେଟରୁ ଏକ ବିରାଟକାୟ ୯.୧ କିଲୋଗ୍ରାମ ଓଜନର ‘ବ୍ରଡ୍ ଲିଗାମେଣ୍ଟ…
Read Moreବନ୍ଧୁକ ମୁନରେ ଲୁଟ୍, ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ: ମୁରୁଡା, ମୟୂରଭଞ୍ଜ ||
ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା କ୍ଷେତ୍ର ରେ ଏକ ଜଘନ୍ୟ ଲୁଟର ଖବର ହସ୍ତଗତ ହୋଇଛି । ନୂଆଗାଁ ପୋଖରୀ ନିକଟରେ କୋଷ୍ଠା ଅଞ୍ଚଳର ଗହଣା ବ୍ୟାପାରୀ ତପନ ବେହେରାଙ୍କୁ ବନ୍ଧୁକ ମୁନାରେ ଲୁଟ କରିଛନ୍ତି ଲୁଟେରା |ତପନ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗହଣା ବ୍ଯାଗରେ ତାଙ୍କ ସାପ୍ତାହିକ ହାଟ ଦୋକାନର ସମସ୍ତ…
Read Moreମୟୂରଭଞ୍ଜ ଅବକାରୀ ଅଧିକାରୀଙ୍କ ଉପରେ ମଦ ଆଫିଆଙ୍କ ଅତର୍କିତ ଆକ୍ରମଣ : କରଞ୍ଜିଆ
ସ୍ପଷ୍ଠ ଦିବାଲୋକ ରେ ମଦମାଫିଆ ଙ୍କ ଆତଙ୍କ | ଜାତୀୟ ରାଜପଥ ରେ କରଞ୍ଜିଆ ଅବକାରୀ ବିଭାଗର OICଙ୍କ ଉପରେ ମଦମାଫିଆଙ୍କ ଅତର୍କିତ ଆକ୍ରମଣ କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚା ର ବିଷୟ ପାଲୋଟି ଯାଇଛି | ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏହି ଆକ୍ରମଣର ଲାଇଭ ଭିଡିଓ | ସୂଚନା ଅନୁସାରେ ଦୁର୍ବୁତ୍ତଙ୍କୁ କାବୁ କରିବାରେ…
Read Moreଇଥାନଲ ପାଇଁ ଚିନି ସଙ୍କଟ! ମାସକରେ ଦର ୪୫% ବୃଦ୍ଧି
ଗୋଟିଏ ପଟେ ଦେଶରେ ପେଟ୍ରୋଲର ଗୁଣବତ୍ତା ବଢ଼ାଇବା ଓ ପ୍ରଦୂଷଣ କମାଇବା ପାଇଁ ଇଥାନଲ ମିଶ୍ରଣ (Ethanol Blending) ପ୍ରକ୍ରିୟା ଜୋରଦାର ଚାଲିଛି, ଅନ୍ୟପଟେ ଚିନି ଶିଳ୍ପ ଉପରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି। ଗତ ଗୋଟିଏ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୪୫% ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରାଯାଇଛି,…
Read Moreମୟୂରଭଞ୍ଜ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ସଙ୍ଗିନ ଆରୋପ !
ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବିବାହର ପ୍ରତିସୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗ। ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ସମେତ ତାଙ୍କ…
Read Moreବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲାସ୍ତରୀୟ ମନିଟରିଂ: ଶିକ୍ଷାଦାନର ଗୁଣବତ୍ତା ଓ ସ୍ୱଚ୍ଛ ଶିକ୍ଷା ପରିବେଶ ଉପରେ ଗୁରୁତ୍ୱ ||
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନର ଗୁଣବତ୍ତା, ଶିକ୍ଷା ପରିବେଶ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିର ସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଯୋଜନା) ଶ୍ରୀ ଶଶୀଧର ସିଂ ମିଳିତ ଭାବେ ବିଭିନ୍ନ…
Read Moreବାରିପଦାରେ ଓରମାସ୍ ରାଖି ଷ୍ଟଲ୍ ଉଦ୍ଘାଟିତ: ମହିଳା କାରିଗରଙ୍କ ଆୟ ଓ ଆତ୍ମନିର୍ଭରତା ବୃଦ୍ଧି ଉପରେ ଗୁରୁତ୍ୱ ||
ବାରିପଦାସ୍ଥିତ ବୟନିକା ବିକ୍ରୟ ଷ୍ଟୋର ‘ମୟୂର ଶିଳ୍ପ’ ପରିସରରେ ଆଜି ‘ରାଖି ଷ୍ଟଲ୍–୨୦୨୬’ ଉଦ୍ଘାଟିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକ ଏହି ଷ୍ଟଲ୍ର ଉଦ୍ଘାଟନ କରିଥିଲେ । ମୟୂରଭଞ୍ଜର ସ୍ଥାନୀୟ କାରିଗରମାନଙ୍କ ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ରାଖିକୁ ବ୍ୟାପକ ବଜାର ସୁଯୋଗ…
Read Moreଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜରେ ୧୭ ଜଣ ଅଧିକାରୀଙ୍କ ବଦଳି : ବାଲେଶ୍ଵର
ଉତ୍ତର ଓଡିଶା :- ଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜ ମୁଖ୍ୟାଳୟ ବାଲେଶ୍ୱର ପକ୍ଷରୁ ରେଞ୍ଜ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବ୍ ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀରେ ଥିବା ୧୭ ଜଣ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ମଧ୍ୟରେ ବଦଳି କରାଯାଇଛି। ଏହି ବୈଠକ ଭର୍ଚୁଆଲ…
Read Moreଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି |
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ଉପ-ସଭାପତି ଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି | ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ, ଉପସ୍ଥିତ ଅଛନ୍ତି ସିପୁର ମା ଅନୀତା ସେଠୀ ଏବଂ ରାଜ୍ୟ ବିଜେଡ଼ି ବରିଷ୍ଟ ସାଧାରଣ ସମ୍ପାଦକ ତଥା ପୂର୍ବତନ…
Read More