ବାରିପଦା: ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ଉପ-ସଭାପତି ଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି | ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ, ଉପସ୍ଥିତ ଅଛନ୍ତି ସିପୁର ମା ଅନୀତା ସେଠୀ ଏବଂ ରାଜ୍ୟ ବିଜେଡ଼ି ବରିଷ୍ଟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଦେବାଶିଷ ମହାନ୍ତି , ଜିତେନ୍ଦ୍ର ମହାନ୍ତି ଏବନ ଅନ୍ୟ ମାନେ ||