ହାତ ଧରିଲେ, ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା: କଂଗ୍ରେସ ଭବନ
ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କ ସମର୍ଥକ ସହ ବିଧିବଦ୍ଧ ଭାବରେ କଂଗ୍ରେସ ଯୋଗ ଦେଇଛନ୍ତି ରାମଚନ୍ଦ୍ର ହାଁସଦା ।କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସେ ଯୋଗ ଦେଇଛନ୍ତି ।…
Read Moreଜାତୀୟ କ୍ରୀଡ଼ା ଦିବସ ଅବସରରେ ବାରିପଦାରେ ସାଇକ୍ଲୋଥନ୍ ଆୟୋଜିତ: ବାରିପଦା
ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ସହିତ ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଫିଟନେସ୍ ପ୍ରତି ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦାରେ ଏକ ସାଇକ୍ଲୋଥନ୍ ଆୟୋଜିତ ହୋଇଥିଲା । ବାରିପଦା ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ଏହି…
Read Moreପତ୍ନୀ ଛଡା ସରକାରୀ ବାବୁଙ୍କ ଉପରେ ଲଗାମ ଲଗାଇଲେ ମୋହନ ମାଝୀ !
ଏଣିକି ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ କଟିବ ପତ୍ନୀ ଓ ପିଲାଙ୍କ ପାଇଁ ଭରଣପୋଷଣ ଖର୍ଚ୍ଚ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପତ୍ନୀ ଓ ସନ୍ତାନଙ୍କୁ ଭରଣ ପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read Moreରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ସଚେତନତା ସାଇକେଲ ଯାତ୍ରା ଓ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ||
ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ଐତିହାସିକ ସାର୍ବଜନୀନ ନିମନ୍ତେ ପୋଲିସ ମାନଙ୍କ ଦ୍ବାରା ସାଇକେଲ ଚଳାଇ ସଚେତନତା କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁର ସାପ୍ତାହିକ ହାଟ ବନ୍ଧର ଚତୁର୍ପାସ ରେ ସଫେଇ କରାଯାଇଥିଲା । ଏହା ରାଇରଙ୍ଗପୁର ପାଇଁ ଗୌରବାନ୍ବିତ ଥିଲା କାରଣ ପୋଲି କେବଳ ଶାନ୍ତି…
Read Moreମା’ ପଞ୍ଚୁବରାହୀ ମନ୍ଦିରକୁ ଗିଳିଲା ସମୁଦ୍ର : ହଜିଗଲା ଶତାବ୍ଦୀର ଆସ୍ଥା, ଐତିହ୍ୟ ଓ ପରିଚୟ ||
ସମୁଦ୍ର ନେଇଗଲା ସାତଭାୟାର ଶେଷ ପରିଚୟ। ଦୀର୍ଘଦିନ ଧରି ଜାରି ରହିଥିବା ଭୟଙ୍କର ସମୁଦ୍ର ଭୂକ୍ଷୟ ଶେଷରେ ଐତିହାସିକ ମା’ ପଞ୍ଚୁବରାହୀ ମନ୍ଦିରକୁ ମଧ୍ୟ ନିଜ ଗର୍ଭରେ ଲୀନ କରିଦେଇଛି। ଶତାବ୍ଦୀ ଧରି ସାତଭାୟାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ପରମ୍ପରାର ପ୍ରତୀକ ହୋଇ ଠିଆ ହୋଇଥିବା ଏହି ପୀଠ ଏବେ ଆଉ ଦୃଶ୍ୟମାନ…
Read MoreBIG BREAKING:- କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି !
NH 16, ଚଣ୍ଡୀଖୋଲ ନିକଟ କଡେଇ ଛକରେ ଭୟଙ୍କର ବସ୍ ଦୁର୍ଘଟଣା। କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଥିବା ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ…
Read Moreବଜ୍ରଘାତରେ ଜଣେ ମୃତ, ୪ ଜଣ ଗୁରୁତର ଜଣେ ଆହତ: ରାଇରଙ୍ଗପୁର
ଗଳମୁଣ୍ଡା ଗାଁ ର ବିଲ ରେ ଧାନ ରୁଆ କରି ଘରକୁ ଫେରିବା ବେଳେ ବିଲର ହିଡ ଉପରେ ବଜ୍ରଘାତ କରିବା ଘଟଣା ପରିବାର ବର୍ଗ ଙ୍କୁ ଅସ୍ତବ୍ୟସ୍ତ କରିଛି । ଏପରି ଦୂଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ଗ୍ରାମର ୫ ଜଣ ମହିଳା ଙ୍କ ଉପରେ ବଜ୍ରପାତ ଘଟି ଘଟଣାସ୍ଥଳ ରେ ଜଣେ ମହିଳାଙ୍କ…
Read More୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଚେନ୍ ଉଦ୍ଧାର, ଅଭିଯୁକ୍ତ ଗିରଫ: କଟକ
ଚେନ୍ ଚୋରି ମାମଲାରେ ଜଗତପୁର ପୋଲିସ ସ୍ପେଶାଲ ସ୍କ୍ୱାଡ୍, କଟକର ସହାୟତାରେ ଜଣେ ଆନ୍ତଃଜିଲ୍ଲା ପୂର୍ବତନ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସୁନା ଚେନ୍ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଚେନ୍ ଚୋରି ଘଟଣାକୁ ନେଇ ଜଗତପୁର…
Read Moreସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ସଞ୍ଜୟ କୁମାର ବିଶ୍ୱାଳଙ୍କ ଦାୟିତ୍ୱ ଗ୍ରହଣ ||
ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଆଜି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର…
Read Moreଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଲେ ଏଫ୍ଆଇସି ଇଣ୍ଡିଆ ପ୍ରତିନିଧି: ଏଫ୍ଆଇସି ୟୁନିଟ୍ ପ୍ରତିଷ୍ଠା ||
ଓଡ଼ିଶାରେ ଫର୍ଟିଲାଇଜର୍ ଇନୋଭେସନ୍ ସେଣ୍ଟର୍ (ଏଫ୍ଆଇସି)ର ଏକ ୟୁନିଟ୍ ପ୍ରତିଷ୍ଠା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି…
Read More