ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ରୀ ଶିଖା ମାଝୀ,ସହାୟତାର ହାତ ବଢ଼ାଇଲା ଖେଲୱାଲ ଜୁମିଦ ସଂଗଠନ ||
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଆଦିବାସୀ ଝିଅ ଶିଖା ମାଝୀ ସେ କଠିନ ପରିଶ୍ରମ ବଳରେ ସେ ନିଟ୍ (NEET) ପରୀକ୍ଷାରେ କୃତିତ୍ୱ ହାସଲ କରି ଡାକ୍ତରୀ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଖେରୱାଳ ଜୁମିଦ’ ସଂଗଠନ ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା…
Read Moreପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା : ମୋରଡା
ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଛାତ୍ରଛାତ୍ରୀ। ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ହୋଇ କାନ୍ଦି କାନ୍ଦି ବିଦ୍ୟାଳୟ ପରିସରକୁ ଭାବବିହ୍ୱଳ କରିଦେଇଥିଲେ ଛାତ୍ରଛାତ୍ରୀ। ଏପରିକି ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି…
Read Moreଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ବାରିପଦା
ପବିତ୍ର ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପାଇଁ ଆଜି ବାରିପଦାସ୍ଥିତ ଶହୀଦ ଭବନ ପରିସରରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ।…
Read Moreଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆରମ୍ଭ : ମୟୂରଭଞ୍ଜ
ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନ ଉପଲକ୍ଷେ ‘ଖେଳିବ ଭାରତ, ଜିତିବ ଭାରତ’ ବିଷୟବସ୍ତୁକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନଙ୍କ ମିଳିତ ଆନୁକୂଲ୍ୟରେ ବାରିପଦା ଇଣ୍ଡୋର୍ ଷ୍ଟାଡିୟମ୍ରେ ଲେଭେଲ୍ ୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଏବଂ ଆନ୍ତଃବିଭାଗୀୟ…
Read Moreଚାରି ଗୃହିଣୀଙ୍କ ଶାଢ଼ୀ ପ୍ରଦର୍ଶନୀ, ଅନନ୍ୟ ପ୍ରୟାସ : ବାରିପଦା
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବୁଢୀଖମାରୀର ଚାରି ଗୃହିଣୀ ମିଶି ଏକ ଶାଢ଼ୀ ପ୍ରଦର୍ଶନୀର ଆୟୋଜନ କରିଛନ୍ତି I ଆଗାମୀ ପାର୍ବଣ ଋତୁକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳର ଚାରି ଗୃହିଣୀ ଦେବଦାସୀ ମଣ୍ଡଳ, ଶ୍ଵେତା ମହାନ୍ତି, ଦିବ୍ୟାଭାରତୀ ସାହୁ ଓ ଅନୁପମା ବେହେରା ମିଶି “ସଖୀ କଲେକ୍ସନ” ନାମରେ…
Read MoreBIG BREAKING:-ନିଖୋଜ “କୁଳସୁମ” ସୁରକ୍ଷିତ, ପିତାଙ୍କ ସହିତ ଫୋନ ଯୋଗେ ହେଲା ଯୋଗାଯୋଗ !
ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା କୁଲସୁମ_ନିଗାର, ଆଜି ଏବେ ଏବେ ନିଜ ପରିବାର ସହିତ ସମ୍ପର୍କ ସ୍ଥାପନ କରିଛନ୍ତି | ସେ ସୁରକ୍ଷିତ ଥିବା ସୂଚନା ତାଙ୍କ ପିତା ଫକୀରା ଭାଇ ଜଣାଇଛନ୍ତି ! ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର କୁଲସୁମ ନିଖୋଜ ଥିଲେ…
Read Moreସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା “କୁଲସୁମ” ନିଖୋଜ : ବାରିପଦା
ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା କୁଲସୁମ ନିଗାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ଛାଇ…
Read Moreବାରିପଦାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “କୁମାର ଉତ୍ସବ କମିଟି” ର ବୈଠକ ଅନୁଷ୍ଠିତ ||
ସଂସ୍କୃତିର ସହର ବାରିପଦାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ କମିଟି ତରଫରୁ ୨୦୨୬ କୁମାର ଉତ୍ସବ ପାଳନ କରାଯିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ଚଳିତ ବର୍ଷ କୁମାର ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବା ପାଈଁ ନିଷ୍ପତ୍ତି…
Read MoreMMDR ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ: ବାରିପଦା
ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା…
Read Moreଦେଶ ପାଇଁ ଚୀନରେ ଖେଳିବେ, ମୟୂରଭଞ୍ଜ ଗୌରବ “ସନ୍ଧ୍ୟାରାଣୀ”
ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ରଗବି (Rugby)…
Read More