ବଡଡାଳିମା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ||
ତିରିଙ୍ଗ ୧୬/୮( KMP ) :- ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ମ୍ବରୁଦ୍ଧର ସାମନ୍ତରାୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି…
Read Moreକୁସୁମୀ ବ୍ଲକ ଛଣୁଆ ଗାଁରେ କାନ୍ଥ ପଡ଼ି ସ୍ତ୍ରୀ ମୃତ ସ୍ବାମୀ ଗୁରୁତର !
ରାଇରଙ୍ଗପୁର :- ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ଗୁଡିକର କେତେକ ଗାଁ ଗୁଡିକରେ ଅଧାଧିକ କ୍ଷୟ କ୍ଷତି ଘଟିଛି। ରିଲିଫ କାର୍ଯ୍ଯ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି । ତେବେ କୁସୁମୀ ବ୍ଲକରେ ପ୍ରାୟ ୧୦୫ ଘର ଭଙ୍ଗାରୁଜା ହୋଇଥିବା ସୂଚନା…
Read Moreବାମନଘାଟୀ ଉପଖଣ୍ଡ ବିଭିନ୍ନ ବ୍ଲକ ରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ସହ ଗମନାଗମନ ବାଧାପ୍ରାପ୍ତ !
ରାଇରଙ୍ଗପୁର (KMP) :- 18/8/ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ବ୍ଲକ ପଞ୍ଚାୟତ ରେ ବ୍ଯାପକ କ୍ଷୟକ୍ଷତି ଘଟିଛି । ବିଶେଷ ଭାବରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଭାବିତ ଲୋକଙ୍କ ପ୍ରଶାସନ ପକ୍ଷରୁ ଉଦ୍ଧାର ପରେ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ତଇଥାନ ମଧ୍ଯ…
Read Moreକଣ୍ଟାବଣୀ ଗ୍ରାମରେ ମେଲେରିଆରେ ୧୩ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି ?
ରାଇରଙ୍ଗପୁର (ଦୀପକ କୁମାର ବେହେରା ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅନ୍ତର୍ଗତ ରେ ପାଗ ପରିବର୍ତ୍ତନ ଯୋଗୁଁ ଏବେ ଲୋକ ମାନଙ୍କୁ ବିଭିନ୍ନ ରୋଗ ବ୍ଯାପିବା ସହ ମାରାତ୍ମକ ରୋଗ ମ୍ଯାଲେରିଆ ଆକ୍ରାନ୍ତ ରେ ଲୋକେ ଶିକାର ହେଉଥିବା ନଜରକୁ ଆସିଛି । ତେବେ ଏହି ମେଲେରିଆରେ ଆକ୍ରାନ୍ତ ରେ ଜଣେ…
Read Moreହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ପଦଯାତ୍ରା ||
ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ ୧୬୵୮୵ ୨୦୨୬ ରେ ଶୁଭାରମ୍ଭ କରାଯାଇଥିଲା । ଆଦିବାସୀ ହୋ ଭାଷା ଆନ୍ଦୋଳନ କାରୀ ସଂଗ୍ରାମୀ ମାନଙ୍କୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା…
Read Moreରାଇରଙ୍ଗପୁର ପୋଲିସଙ୍କ ମାନବିକ କାର୍ଯ୍ୟ ||
ରାଇରଙ୍ଗପୁର (ନି ପ୍ର):- ଗତ ରାତି ୧୨:୩୦ ମିନିଟରେର “ନାଇଟ୍ ପଟ୍ରୋଲିଙ୍ଗ” ଚାଲିଥିଲା ବେଳେ, ରାଇରଙ୍ଗପୁର ପୋଲିସର ଇନ୍ସପେକ୍ଟର ଶରତ ଚନ୍ଦ୍ର ଦାସ, ରାଇରଙ୍ଗପୁରର ଦୁର୍ଗା ମଣ୍ଡପ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ତତ୍କାଳ ସାହାଯ୍ୟ କରିଥିଲେ। ସେ…
Read More