ରାଇରଙ୍ଗପୁର ମହତାବ ଭବନ ପରୀସରରେ ପାଳିତ ହୋଇଗଲା “ପବିତ୍ର ଗୁରୁ ପୂଜନ” ||
ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଗୁରୁ ଦିବସ ଅବସରରେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୂନିଅନ ଏ ଶିକ୍ଷକ ୟୁନିଅନର ମିଳିତ ପ୍ରୟାସରେ ” ଗୁରୁ ପୂଜନ” ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଏହି ଦିବସ ଅବସରରେ ପ୍ରାରମ୍ଭରେ ସ୍କୁଲ କଲେଜ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ…
Read MoreL&T କମ୍ପାନି ବିରୋଧରେ ସଙ୍ଗିନ ଅଭିଯୋଗ: ରାଇରଙ୍ଗପୁର !!
ରାୟରଙ୍ଗପୁର ବୃହତ ଜଳ ଯୋଗାଣ ପ୍ରକଳ୍ପରେ ଦୀର୍ଘ ବର୍ଷ ଧରି ଜଣେ କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ ଚନ୍ଦ୍ର ଗିରି। ନରେଶଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ତାଙ୍କୁ ୮ ଘଣ୍ଟାର ମଜୁରି ବା ଦରମା ଦେଇ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଉଥିଲା। ଏପରିକି ତାଙ୍କୁ ଇପିଏଫ୍, ଇଏସଆଇ ଓ ଦରମା ରସିଦ…
Read Moreକୁଡ଼ୁମୀଙ୍କୁ ଆଦିବାସୀ ମାନ୍ୟତା ଦାବି: ରାଇରଙ୍ଗପୁରରେ ବିଶାଳ ଶୋଭାଯାତ୍ରା:ରାଇରଙ୍ଗପୁର
କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ପୁନଃ ସାମିଲ କରିବା ଦାବିରେ ରାଇରଙ୍ଗପୁର ସହରରେ ଏକ ବିଶାଳ ଜନସଚେତନତା ମୂଳକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୬ ତାରିଖକୁ ‘କଳା ଦିବସ’ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଏହି…
Read Moreଲଗାଣ ବର୍ଷାରେ ମାଟି କାନ୍ଥ ଘର ଭୁଶୁଡି ମହିଳା ମୃତ : ରାଇରଙ୍ଗପୁର
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ଘଟିଛି ଅଘଟଣ। ଲଗାଣ ବର୍ଷାରେ ମାଟିକାନ୍ଥ ଘର ଭୁଶୁଡି ପଡିବା ଫଳରେ ଘର ଭିତରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ (୪୯) ସେ ଦୀର୍ଘଦିନ ଧରି ମାତକମଡ଼ିହି ଗାଁରେ ଥିବା ନିଜ ବାପଘରେ…
Read Moreରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ୬୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ● ଲଘୁଚାପ ବର୍ଷା ଯୋଗୁଁ ପ୍ଯାରେଡ ପ୍ରଦର୍ଶନ ପ୍ରତିଯୋଗିତା ବାତିଲ !
ରାଇରଙ୍ଗପୁର ପୌରପରିଷଦ ପରିସରରେ ଆଜି ୬୬ତମ ନିଖିଳ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସହରର ବିକାଶ ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ ନିଆଯାଇଥିଲା। ପରେ ପରେ ସହରର ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି…
Read Moreବଜ୍ରଘାତରେ ଜଣେ ମୃତ, ୪ ଜଣ ଗୁରୁତର ଜଣେ ଆହତ: ରାଇରଙ୍ଗପୁର
ଗଳମୁଣ୍ଡା ଗାଁ ର ବିଲ ରେ ଧାନ ରୁଆ କରି ଘରକୁ ଫେରିବା ବେଳେ ବିଲର ହିଡ ଉପରେ ବଜ୍ରଘାତ କରିବା ଘଟଣା ପରିବାର ବର୍ଗ ଙ୍କୁ ଅସ୍ତବ୍ୟସ୍ତ କରିଛି । ଏପରି ଦୂଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ଗ୍ରାମର ୫ ଜଣ ମହିଳା ଙ୍କ ଉପରେ ବଜ୍ରପାତ ଘଟି ଘଟଣାସ୍ଥଳ ରେ ଜଣେ ମହିଳାଙ୍କ…
Read Moreପ୍ରେରଣାର ନୂଆ ପ୍ରତିବିମ୍ବ : ସ୍ୱପ୍ନର ହିମାଳୟ ଶିଖରରେ ଶିଖା ମାଝୀ…
ସିମିଳିପାଳ ପାଦଦେଶର ନଡ଼ାଛପର ଘରୁ ମେଡିକାଲ କଲେଜ ଯାଏଁ ଜଣେ ଆଦିବାସୀ ଝିଅର ସଂଘର୍ଷ କାହାଣୀ ମୟୂରଭଞ୍ଜ — ଏହି ମାଟିର ପରିଚୟ କେବଳ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିମ୍ବା ଇତିହାସ ଭିତରେ ସୀମିତ ନୁହେଁ, ଏହି ମାଟି ଦେଶକୁ ଦେଇଛି ପ୍ରଥମ ନାଗରିକ ମହାମାନ୍ୟା ରାଷ୍ଟ୍ରପତି, ଦେଇଛି ସର୍ବୋଚ୍ଚ ପଦବୀରେ ବସିଥିବା…
Read Moreଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ରୀ ଶିଖା ମାଝୀ,ସହାୟତାର ହାତ ବଢ଼ାଇଲା ଖେଲୱାଲ ଜୁମିଦ ସଂଗଠନ ||
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଆଦିବାସୀ ଝିଅ ଶିଖା ମାଝୀ ସେ କଠିନ ପରିଶ୍ରମ ବଳରେ ସେ ନିଟ୍ (NEET) ପରୀକ୍ଷାରେ କୃତିତ୍ୱ ହାସଲ କରି ଡାକ୍ତରୀ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଖେରୱାଳ ଜୁମିଦ’ ସଂଗଠନ ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା…
Read Moreମୟୂରଭଞ୍ଜ ଅବକାରୀ ଅଧିକାରୀଙ୍କ ଉପରେ ମଦ ଆଫିଆଙ୍କ ଅତର୍କିତ ଆକ୍ରମଣ : କରଞ୍ଜିଆ
ସ୍ପଷ୍ଠ ଦିବାଲୋକ ରେ ମଦମାଫିଆ ଙ୍କ ଆତଙ୍କ | ଜାତୀୟ ରାଜପଥ ରେ କରଞ୍ଜିଆ ଅବକାରୀ ବିଭାଗର OICଙ୍କ ଉପରେ ମଦମାଫିଆଙ୍କ ଅତର୍କିତ ଆକ୍ରମଣ କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚା ର ବିଷୟ ପାଲୋଟି ଯାଇଛି | ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏହି ଆକ୍ରମଣର ଲାଇଭ ଭିଡିଓ | ସୂଚନା ଅନୁସାରେ ଦୁର୍ବୁତ୍ତଙ୍କୁ କାବୁ କରିବାରେ…
Read Moreଭୋଟର ସଚେତନତା ଶିବିର ଅନୁଷ୍ଠିତ। SIR ପ୍ରକ୍ରିୟା ନବୀକରଣ !
ରାଇରଙ୍ଗପୁର : ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇତି ମଧ୍ୟରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର, ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଗୋରୁମହିଷାଣି ଓ ତିରିଂ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More