ଶୋଲେ ସିନେମା Style ରେ ଆତ୍ମହତ୍ୟା ଧମକ ଦେଲେ ଯୁବକ: ଦେବଗଡ
ନିଜ ପ୍ରେମିକା କୁ ପାଇବା ଲାଳସା ରେ, ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ମୋବାଇଲ ଟାୱାର ଉପରେ ଥିବା ଯୁବକ ହେଉଛନ୍ତି ନୁଭୁ ନାୟକ(୨୪)। ସେ ମୋବାଇଲ ଟାୱାର ଶିର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି…
Read MoreJRC କାଉନସେଲରମାନଙ୍କ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ବୈଠକ,ସଂଯୋଜକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ : ବାରିପଦା
ଇଣ୍ଡିଆନ ରେଡ କ୍ରସ ସୋସାଇଟି,ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ କାଉନସେଲରମାନଙ୍କୁ ନେଇ ଏକ ବୈଠକ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read Moreଲଗାଣ ବର୍ଷାରେ ମାଟି କାନ୍ଥ ଘର ଭୁଶୁଡି ମହିଳା ମୃତ : ରାଇରଙ୍ଗପୁର
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ଘଟିଛି ଅଘଟଣ। ଲଗାଣ ବର୍ଷାରେ ମାଟିକାନ୍ଥ ଘର ଭୁଶୁଡି ପଡିବା ଫଳରେ ଘର ଭିତରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ (୪୯) ସେ ଦୀର୍ଘଦିନ ଧରି ମାତକମଡ଼ିହି ଗାଁରେ ଥିବା ନିଜ ବାପଘରେ…
Read Moreବଣିକ ସଙ୍ଘ ସଭାପତି ସୌରଭ ଙ୍କୁ ନିସର୍ତ୍ତ ଜାମିନ : ମୋରଡା, ମୟୂରଭଞ୍ଜ ||
ମୋରଡା ବଣିକ ସଙ୍ଘ ର ସଭାପତି ସୌରଭ ମହାନ୍ତି ଙ୍କ ସହିତ ମୋରଡା କୋର୍ଟ ରେ କାର୍ଯ୍ୟରତ କନେଷ୍ଟବଳ ଙ୍କ କୌଣସି କାରଣ ବଶତ ବାଚସା ହୋଇଥିଲା,ବହୁ ପୁରୁଣା ଘଟଣା କୁ କେନ୍ଦ୍ର କରି କନେଷ୍ଟବଳ କମଳ ଲୋଚନ ମହାନ୍ତ ଙ୍କୁ ଗାଳି ଗୁଲଜ କରିଥିଲେ, ବୋଲି ଅଭିଯୋଗ ହୋଇଥିଲା,ପରବର୍ତୀ ସମୟ ରେ ଉଭୟ ଙ୍କ ମଧ୍ୟରେ ୱପସ ସମାଧାନ…
Read Moreରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ୬୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ● ଲଘୁଚାପ ବର୍ଷା ଯୋଗୁଁ ପ୍ଯାରେଡ ପ୍ରଦର୍ଶନ ପ୍ରତିଯୋଗିତା ବାତିଲ !
ରାଇରଙ୍ଗପୁର ପୌରପରିଷଦ ପରିସରରେ ଆଜି ୬୬ତମ ନିଖିଳ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସହରର ବିକାଶ ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ ନିଆଯାଇଥିଲା। ପରେ ପରେ ସହରର ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି…
Read Moreମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା, ମାଡି ଆସୁଛି ପ୍ରଳୟଙ୍କାରୀ ଆଶଙ୍କା !
ଶିମିଳିପାଳର ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ, ବୁଢାବଳଙ୍ଗ ନଦୀ ସମେତ ଅନ୍ୟ ନଦୀ ଗୁଡିକ ଉଗ୍ରରୂପ ନେଉଛି, ତତ୍ସାହିତ ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା…
Read More୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ , ନଗଦ ୭,୨୯,୨୦୦ ଟଙ୍କା ଜବତ : କେନ୍ଦୁଝର
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଜିଲା…
Read Moreପାଟରା ସମାଜ, ମୟୁରଭଞ୍ଜ ତରଫରୁ ପIଟବସ୍ତ୍ର ପ୍ରଦାନ ଓ ରାକ୍ଷୀସେବା
ପIଟରା ସମାଜ ମୟୁରଭଞ୍ଜ ତରଫରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପIଟବସ୍ତ୍ର ପ୍ରଦାନ ଓ ରାଖୀସେବା କାର୍ଯ୍ୟକ୍ରମ ମହାସମIରୋହରେ ପାଳିତ ହୋଇଯାଇଛି I ପାଟରା ଜାତିର ପରମ୍ପରା ଅନୁଯାଇ ଶ୍ରୀ ବଳଦେବ ଜିଉଙ୍କ ଜନ୍ମ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପIଟବସ୍ତ୍ର ପରିଧାନ…
Read Moreଚାକିରିର ଶେଷ ଦିନରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ : ବାରିପଦା
ଅବସର ଦିନରୁ ହିଁ ପେନସନ୍ ପ୍ରଦାନ କରି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଆଜି ୩୧ ଅଗଷ୍ଟ ୨୦୨୬, ଚାକିରିର ଶେଷ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ଅବସରଗ୍ରହଣ…
Read Moreଡାକ୍ତରଖାନାରୁ ଫେରାର କଏଦୀ ଗିରଫ,୫ ଦିନ ପରେ ଧରିବାରେ ସଫଳ ହେଲା ପୁଲିସ୍ : ସୁନ୍ଦରଗଡ
ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି । ସେ ଗାଁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ । ଟେକଚାନ୍ଦ ପତ୍ନୀଙ୍କ ସହ ଉକ୍ତ ଜଙ୍ଗଲରେ ଲୁଚି ରହିଥିଲେ ।…
Read More