ଓଡ଼ିଶାରେ ବନ୍ୟା ବିଭୀଷିକା: ପ୍ରକୃତିର କୋପ ଏବଂ ମାନବିକତାର ପରୀକ୍ଷା !
ଗତ କିଛି ଦିନ ହେବ ଲଗାତାର ବର୍ଷା ଯୋଗୁଁ ଓଡ଼ିଶାର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ଯାଜପୁରଠାରୁ ଆରମ୍ଭ କରି ମୟୂରଭଞ୍ଜ ପର୍ଯ୍ୟନ୍ତ ଜଳର ତାଣ୍ଡବଲୀଳା ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ମୟୂରଭଞ୍ଜରେ ସଙ୍କଟଜନକ ସ୍ଥିତି ମୟୂରଭଞ୍ଜ ଜିଲ୍ଲାରେ ଅଗଷ୍ଟ ୧୩ରୁ…
Read Moreବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ | ପ୍ରଭାବିତ ଲୋକଙ୍କୁ ଭେଟି ସ୍ଥିତି ପଚାରି ବୁଝିଲେ ମୋହନ ଚରଣ ମାଝୀ ||
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କସପା ଓ ତରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ…
Read Moreସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ |
ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ସକାଳ ୯ଟା ରେ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର…
Read Moreମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା: ୨୨ ବ୍ଲକ୍ର ୨୭,୯୮୧ ଲୋକ ପ୍ରଭାବିତ ||
ମୟୂରଭଞ୍ଜ ଜିଲ୍ଲାରେ ଗତ ୧୩ ଅଗଷ୍ଟରୁ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ ୧୭ ଅଗଷ୍ଟ ୨୦୨୬ରେ ଜାରି ତଥ୍ୟ ଅନୁସାରେ, ୨୨ଟି ବ୍ଲକ୍, ୫୪ଟି ଗ୍ରାମ ପଞ୍ଚାୟତ, ୧୨୬ଟି ଗ୍ରାମ ଏବଂ ୧ଟି ପୌରାଞ୍ଚଳର…
Read Moreବାରିପଦାରେ ଧସିଲା ରେଳ ଧାରଣା : ରେଳ ଚଳାଚଳ ବ୍ୟାଘାତ ! ବାଙ୍ଗାରିପୋଷି -ଭୁବନେଶ୍ଵର ସୁପର ଫାଷ୍ଟ ଏବଂ DMU ଟ୍ରେନ ବାତିଲ !!
ମୟୁରଭଞ୍ଜ (ନି ପ୍ର) :-ଧସିଲା ରେଳ ଧାରଣା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ | ବାରିପଦା ଷ୍ଟେସନ ବଜାରରୁ ସୁନଗଡ଼ିଆ ନିକଟରେ ରେଳ ଧାରଣା ଧସିଯିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ରେଳ ଧାରଣା 2 ଫୁଟ ତଳକୁ ଧସିବା ଖବର ପାଇବା ପରେ, ରେଳ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି।ଏହି…
Read Moreରାଇରଙ୍ଗପୁର ପୋଲିସଙ୍କ ମାନବିକ କାର୍ଯ୍ୟ ||
ରାଇରଙ୍ଗପୁର (ନି ପ୍ର):- ଗତ ରାତି ୧୨:୩୦ ମିନିଟରେର “ନାଇଟ୍ ପଟ୍ରୋଲିଙ୍ଗ” ଚାଲିଥିଲା ବେଳେ, ରାଇରଙ୍ଗପୁର ପୋଲିସର ଇନ୍ସପେକ୍ଟର ଶରତ ଚନ୍ଦ୍ର ଦାସ, ରାଇରଙ୍ଗପୁରର ଦୁର୍ଗା ମଣ୍ଡପ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ତତ୍କାଳ ସାହାଯ୍ୟ କରିଥିଲେ। ସେ…
Read Moreବ୍ରହ୍ମପୁରରେ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ ପାଳିତ ହେଲା
ବ୍ରହ୍ମପୁର (ତୋଫାନ ଗୌଡ଼): ଆଜି ଏ ପବିତ୍ର ଅଖଣ୍ଡ ଭାରତ ଦିବସ ଅବସରରେ ଆମ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ର ସମସ୍ତ ପରିବାର ଖୋଡାସିଙ୍ଗି ସ୍ଥିତ ସମ୍ରାଟ ମହାବିଦ୍ୟାଳୟ ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅତି ଭବ୍ୟ ସମାରୋହରେ ସମ୍ରାଟ କଲେଜ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l ଏଥିରେ ବିଶ୍ବହିନ୍ଦୁ ପରିଷଦର…
Read Moreବନ୍ଦେ ମାତରମ୍କୁ ନେଇ କଂଗ୍ରେସର ଆଚରଣ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିକାତ୍ମକ ବିକ୍ଷୋଭ ||
ବ୍ରହ୍ମପୁର (ତୋଫାନ ଗୌଡ଼) : ପବିତ୍ର ୮୦ତମ’ ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଦଳ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ କୁ ଅପମାନ କରିଛି । ଏହି ପ୍ରସଙ୍ଗକୁ ନିନ୍ଦାକରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିକାତ୍ମକ “ବିକ୍ଷୋଭ ପ୍ରଦର୍ଶନ”…
Read Moreଧାନ କ୍ଷେତରେ ଉଡ଼ିଲା ତ୍ରିରଙ୍ଗା | ଚାଷ ଜମିକୁ ସ୍ୱାଧୀନତା ଦିବସ ପାଳନର ମଞ୍ଚ କଲେ ଚାଷୀ ||
କଟକ(KMP LIVE): ଦେଶପ୍ରେମ କେବଳ ସହରର ରାଜପଥରେ ନୁହେଁ, ମାଟି ଓ ଚାଷ ଜମି ସହ ମଧ୍ୟ ଯେ ଗଭୀର ଭାବେ ଜଡ଼ିତ—ଏହାର ଏକ ନିଆରା ଉଦାହରଣ ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଚାଷୀମାନେ। ଧାନ କ୍ଷେତ ମଝିରେ ଜାତୀୟ ପତାକା ଉତ୍ତୋଳନ କରି ସେମାନେ ପାଳନ କରିଛନ୍ତି ସ୍ୱାଧୀନତା…
Read Moreମୟୂରଭଞ୍ଜ: ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ୧୭ ଅଗଷ୍ଟ ୨୦୨୬ (ସୋମବାର) ସମସ୍ତ ସ୍କୁଲ୍ ବନ୍ଦ ||
ମୟୂରଭଞ୍ଜ (ନି ପ୍ର): ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବର୍ଷା ଏବେ ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ…
Read More