କଲେଜ ହଷ୍ଟେଲ ଥାଳିରେ ମିଳିବନି ପୁରୀ-ବରା ଆଳୁଚପ : ଉଚ୍ଚଶିକ୍ଷା ବିଭାଗ, ଓଡିଶା ||
କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ଆଉ ମିଳିବନି ପୁରୀ-ବରା ଆଳୁଚପ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସଜାଗ ହୋଇଛି ଉଚ୍ଚଶିକ୍ଷା ବିଭାଗ। ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ…
Read Moreଆଜିଠାରୁ ମିଳିବ ସୁଭଦ୍ରା ଟଙ୍କା ? ଏକା ସାଙ୍ଗରେ ମିଳିବ ୫ଟି ଯାକ ବାକି ଥିବା କିସ୍ତି ||
ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ (୧.୦୩ କୋଟିରୁ ଅଧିକ) ମହିଳା ଉପକୃତ ହେବେ। ସୂଚନା ଅନୁଯାୟୀ, ଏହି ୫ମ କିସ୍ତି ପାଇଁ ରାଜ୍ୟ ସରକାର ମୋଟ…
Read MoreMMDR ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ: ବାରିପଦା
ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା…
Read More‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି:ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ।
‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆଦିଲ୍ଲୀରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ…
Read Moreବିଜେଡି ସଂଖ୍ୟାଲଘୁ ସେଲ୍ର ନବକଳେବର; ସେଲ୍ର ସଭାପତି ଭାବେ ନିଜାମୁଦ୍ଦିନଙ୍କ ନାମ ଘୋଷଣା ||
ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍ର ନବକଳେବର କରିଛନ୍ତି। ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍.କେ. ନିଜାମୁଦ୍ଦିନଙ୍କୁ ରାଜ୍ୟ…
Read Moreପ୍ରଶ୍ନ ଘେରରେ ସରକାରଙ୍କ ମାନବିକତା : ରାଜରାସ୍ତାରେ ଡିଗ୍ରୀଧାରୀ ଆଶାୟୀ ଶିକ୍ଷକ !!
ରାଜନେତା ଓ ଗୋଟିଏ ସରକାର ର ଅସଲ ପରିଚୟ ରାଜରାସ୍ତା ରୁ ମିଳେ। ସେପଟେ ସରକାରୀ ସ୍କୁଲରେ ୧ ଲକ୍ଷ ରୁ ଅଧିକ ଶିକ୍ଷକ ପଦବୀ ଖାଲି ଏପଟେ ୨ ବର୍ଷ ବିତିଗଲା ମୋହନ ସରକାର ଗୋଟିଏ ବି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କଲେ ନାହିଁ (ଯାହା କରିଛନ୍ତି ତାହା ବିଜେଡି ସମୟର) । ସରକାରୀ ସ୍କୁଲରେ…
Read MoreMMDR-2026 ଆଇନ ପ୍ରତ୍ୟାହାର ଦାବିରେ ସର୍ବଦଳୀୟ ପ୍ରତିବାଦ ||
MMDR-2026 ଆଇନ ପ୍ରତ୍ୟାହାର ଦାବିରେ ଭବାନୀପାଟଣାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସର୍ବଦଳୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆଇନର ବିଭିନ୍ନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଭିନ୍ନ ଦଳର ନେତାମାନେ ଏକଜୁଟ ହୋଇ ଜନସ୍ୱାର୍ଥ, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସ୍ୱର…
Read Moreହରେକୃଷ୍ଣ ସାହୁଙ୍କ କାହାଣୀ “ବହୁରୂପୀ : ଦୁଃଖର ବଣିକ”
ବଜାର ଛାଡି଼ଲି ରାତି ୧୧.୩୦ ରେ। ମନେ ମନେ ଗୋଟେ ଗୀତ ଗୁଣୁ ଗୁଣେଇ ଘର ଆଡକୁ ଚାଲିଛି। ଗୀତଟାର ଅର୍ଥହେଲା ମଣିଷ ଜୀବନରେ କିଛି ଦୁଃଖ ନାହିଁ। କାରଣ ସାରା ପୃଥିବୀଟା ତା’ ହାତରେ ଅଛି। ଠିକ ବଜାର ମୁଣ୍ଡରେ ପହଞ୍ଚିଲି ଜଣେ ଲୋକ ଗାଡି଼ ଅଟକାଇବାପାଇଁ ହାତ ଦେଖାଇଲେ। ମାନେ ଲିଫ୍ଟ ଦରକାର।ଅଟକାଇଲି,ବାଁ ପଟ…
Read Moreବନ୍ଦେ ମାତରମ୍ ବିବାଦ: କଂଗ୍ରେସ BJP ମୁହାଁମୁହିଁ ! BJPର ୧୦-ଦଫା ସଂକଳ୍ପ ପାରିତ !!
ବନ୍ଦେ ମାତରମ୍ ବିବାଦ: କଂଗ୍ରେସ ଦଳ ବନ୍ଦେ ମାତରମ୍ର କେବଳ କିଛି ନିର୍ଦ୍ଦିଷ୍ଟ ପଦ ଗାଇବାକୁ ନେଇ ଆପଣାଯାଇଥିବା ଆଭିମୁଖ୍ୟକୁ ଭାଜପା (BJP) ଦୃଢ଼ ନିନ୍ଦା କରିବା ସହ ଏକ ଶକ୍ତିଶାଳୀ ୧୦-ଦଫା ସଂକଳ୍ପ ପାରିତ କରିଛି। ଏହାକୁ ଭୋଟ-ବ୍ୟାଙ୍କ ରାଜନୀତି ଆଖ୍ୟା ଦେଇ ଦଳ ସାରା ଦେଶରେ ପ୍ରତିବାଦ କରିବାକୁ ସଂକଳ୍ପ…
Read Moreଶିଳ୍ପ ଓ ବାଣିଜ୍ୟ ବିଭାଗର MSME ନିର୍ଦ୍ଦେଶକ ନିଖୋଜ : ଲାଷ୍ଟ ଲୋକେସନ୍ ଥିଲା ବିମାନବନ୍ଦର !
କର୍ଣ୍ଣାଟକର ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାର ଗତ ଦୁଇ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ଶିଳ୍ପ ଓ ବାଣିଜ୍ୟ ବିଭାଗରେ MSME ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ବେଳେ, ତାଙ୍କର ଶେଷ ଲୋକେସନ୍ ବେଙ୍ଗାଲୁରୁର…
Read More