ସାପ କାମୁଡ଼ାରେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ : କଳାହାଣ୍ଡି, ଲାଞ୍ଜିଗଡ଼ ବ୍ଲକ ||
କଳାହାଣ୍ଡି:- ଗତକାଲି ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତର ଉଲିଗୁଞ୍ଜେର ଗାଁର ଲାଗେସ ମାଝୀ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ରାତିରେ ଶୋଇଥିବା ବେଳେ…
Read Moreଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ସଂଘ ଭବାନୀପାଟଣା ବ୍ଲକ କର୍ମକର୍ତ୍ତା କମିଟି ଗଠନ ||
ଭବାନୀପାଟଣା :- ତା.୧୬.୦୮.୨୦୨୬ ଭବାନୀପାଟଣା ବ୍ଲକ ସ୍ଥାନୀୟ ସାପସିଲେଟ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଳା ସମ୍ପାଦକ ବଶିଷ୍ଠ ଭୋଇଙ୍କ ଅଧ୍ୟକ୍ଷତାରେ ସଦର ବ୍ଲକ ର କର୍ମକର୍ତ୍ତା ଚୟନ ନିମନ୍ତେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଭବାନୀପାଟଣା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଏସ.ସି.…
Read Moreବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ | ପ୍ରଭାବିତ ଲୋକଙ୍କୁ ଭେଟି ସ୍ଥିତି ପଚାରି ବୁଝିଲେ ମୋହନ ଚରଣ ମାଝୀ ||
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କସପା ଓ ତରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ…
Read Moreରାଇରଙ୍ଗପୁର ପୋଲିସଙ୍କ ମାନବିକ କାର୍ଯ୍ୟ ||
ରାଇରଙ୍ଗପୁର (ନି ପ୍ର):- ଗତ ରାତି ୧୨:୩୦ ମିନିଟରେର “ନାଇଟ୍ ପଟ୍ରୋଲିଙ୍ଗ” ଚାଲିଥିଲା ବେଳେ, ରାଇରଙ୍ଗପୁର ପୋଲିସର ଇନ୍ସପେକ୍ଟର ଶରତ ଚନ୍ଦ୍ର ଦାସ, ରାଇରଙ୍ଗପୁରର ଦୁର୍ଗା ମଣ୍ଡପ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ତତ୍କାଳ ସାହାଯ୍ୟ କରିଥିଲେ। ସେ…
Read Moreପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ||
ବ୍ରହ୍ମପୁର (ତୋଫାନ ଗୌଡ଼): ପବିତ୍ର ପୁଣ୍ୟତିଥି ଅବସରରେ ସକାଳ ୭ଟା ସମୟରେ ବ୍ରହ୍ମପୁର ସ୍ଥିତ ରାମଲିଙ୍ଗ ପାର୍କ ପରିସରରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମାନ୍ୟବର…
Read Moreଧାନ କ୍ଷେତରେ ଉଡ଼ିଲା ତ୍ରିରଙ୍ଗା | ଚାଷ ଜମିକୁ ସ୍ୱାଧୀନତା ଦିବସ ପାଳନର ମଞ୍ଚ କଲେ ଚାଷୀ ||
କଟକ(KMP LIVE): ଦେଶପ୍ରେମ କେବଳ ସହରର ରାଜପଥରେ ନୁହେଁ, ମାଟି ଓ ଚାଷ ଜମି ସହ ମଧ୍ୟ ଯେ ଗଭୀର ଭାବେ ଜଡ଼ିତ—ଏହାର ଏକ ନିଆରା ଉଦାହରଣ ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଚାଷୀମାନେ। ଧାନ କ୍ଷେତ ମଝିରେ ଜାତୀୟ ପତାକା ଉତ୍ତୋଳନ କରି ସେମାନେ ପାଳନ କରିଛନ୍ତି ସ୍ୱାଧୀନତା…
Read Moreମୟୂରଭଞ୍ଜ: ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ୧୭ ଅଗଷ୍ଟ ୨୦୨୬ (ସୋମବାର) ସମସ୍ତ ସ୍କୁଲ୍ ବନ୍ଦ ||
ମୟୂରଭଞ୍ଜ (ନି ପ୍ର): ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବର୍ଷା ଏବେ ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ: ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ||
ଭୁବନେଶ୍ବର:- ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ…
Read More୮୦ତମ ସ୍ୱାଧୀନତା ଦିବସର ପ୍ରାକ୍କାଳରେ ବିକାଶରୁ ଦୂର ରେଣ୍ଡୋ ମାଝୀଙ୍କ ଗାଁ ଲୁଭେନଗଡ଼ !
କଳାହାଣ୍ଡି (କବିରାଜ ଦୁର୍ଗା) :- ଦେଶ ଆଜି ୮୦ତମ ସ୍ୱାଧୀନତା ଦିବସ ମହାଆଡମ୍ବର ସହ ପାଳନ କରିସାରିଛି । ସ୍ୱାଧୀନତାର ଏହି ଐତିହାସିକ ଯାତ୍ରାରେ ଅନେକ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଦେଶ ଆଜି ବି ସ୍ମରଣ କରୁଛି। ହେଲେ ଦୁଃଖର ବିଷୟ, କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ…
Read Moreକାର୍ଯ୍ୟଭାର ଗ୍ରହଣ କଲେ ଡିଜିପି | ୱାଇ.ବି. ଖୁରାନିଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |
ଭୁବନେଶ୍ୱର: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ କାର୍ଯ୍ୟକାଳରେ ଓଡ଼ିଶା ପୁଲିସରେ ଶୃଙ୍ଖଳା, ଦକ୍ଷତା ଓ ଜନସେବାକୁ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ, ଅନ୍ତରୀଣ ଡିଜିପି ଭାବେ ବିନୟତୋଷ ମିଶ୍ର ଦାୟିତ୍ୱ ଗ୍ରହଣ କରିବେ। ସେ…
Read More